ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

କଲାମ ଦ୍ବୀପରୁ ‘ଅଗ୍ନି ପ୍ରାଇମ୍‌’ର ରାତ୍ରିକାଳୀନ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର/ଧାମରା : ଡିଆରଡିଓ ଦ୍ୱାରା ବିକଶିତ ଅଗ୍ନି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ସଂସ୍କରଣ ‘ଅଗ୍ନି ପ୍ରାଇମ୍‌’କୁ ଭଦ୍ରକ ଜିଲ୍ଲା ଧାମରା ବଙ୍ଗୋପସାଗର ଉପକୂଳ ନିକଟ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ରାତ୍ରିକାଳୀନ ପରୀକ୍ଷଣ ସମୟରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ନିଆଁ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ନିଆଁ ଲାଗିଛି । ଏବେ ଖରିଆରରୋଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଛି । ଏବେ ଘଣ୍ଟାଏ ହେବ ଖରିଆରରୋଡ ଷ୍ଟେସନରେ ଟେନ ଅଟକି ରହିଛି । ଆଜି ରାତି ପ୍ରାୟ୧୦ ଟାରେ…
ଅଧିକ ଖବର ଦେଖନ୍ତୁ...

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଭାରପ୍ରାପ୍ତ ରେଜିଷ୍ଟ୍ରାର ଦାୟିତ୍ଵ ତୁଲାଇବେ ଅଧ୍ୟକ୍ଷ

ଜୟପୁର: ଜୟପୁର ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟରୁ ବିକ୍ରମଦେବ ବିଶ୍ବବିଦ୍ୟାଳୟ ହେବାର ୮ଦିନ ପରେ ଭାରପ୍ରାପ୍ତ ରେଜିଷ୍ଟ୍ରାର ନିଯୁକ୍ତି ଦେଇଛି ରାଜ୍ୟ‌ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ। ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଭାରପ୍ରାପ୍ତ ରେଜିଷ୍ଟ୍ରାର ଦାୟିତ୍ଵ ତୁଲାଇବେ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଚିଲିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାବେରୀ ନଦୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ମୃତ ମହିଳା ହେଲେ ସୁକଦେଇ ଦୁରୁଆ (୩୬)। ସୂଚନା ଅନୁଯାୟୀ, ଚିଲିପଦର…
ଅଧିକ ଖବର ଦେଖନ୍ତୁ...

ମଜୁରୀ ଲାଗିବାକୁ ଯାଇଥିଲେ, ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ/ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଅନ୍ତର୍ଗତ ପଦାକଣା ଗ୍ରାମର ବିପିନ୍ ଦାସଙ୍କ ପୁଅ ରବିନ୍ଦ୍ର ଦାସ (୪୫)ଙ୍କର ଆଜି ଅଂ ଅଂଶୁଘାତରେ ପରଲୋକ ହୋଇଯାଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ ମୃତ ରବୀନ୍ଦ୍ର ଦାସ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଦୈନିକ ମୂଲ ମଜୁରୀ…
ଅଧିକ ଖବର ଦେଖନ୍ତୁ...

୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ଜୁନ୍ ମାସରେ ବି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୌସୁମୀକୁ ରାଜ୍ୟବାସୀ ଅପେକ୍ଷା କରିଥିବା ବେଳେ ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଅପରାହ୍‌ଣ ୩ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରୁଛି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଅପରାହ୍‌ଣରେ ଘରେ ଶୋଇଥିଲେ ବୃଦ୍ଧା; ଆକ୍ରମଣ କଲେ ୨ ଦନ୍ତା, ଛଟପଟ ହୋଇ ଚାଲିଗଲା ଜୀବନ

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଏବଂ ବେତନଟୀ ରେଞ୍ଜ ଅଧୀନରେ ଥିବା ମୋରଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧିପାଇଚାଲିଛି। ଫଳରେ ଲୋକଙ୍କ ବ୍ୟାପକ ପରିମାଣର ଧନଜୀବନ କ୍ଷୟକ୍ଷତି ଘଟୁଥିବା ବେଳେ ଲୋକେ ନାହିଁଥିବା ଅସୁବିଧା ଭୋଗ କରୁଛନ୍ତି। ଆଜି ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାର ଓଡ଼ିଶାର ସମ୍ମାନ ଓ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦେଉଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

କଙ୍କଡାହାଡ: ମୋଦୀ ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଏବଂ ଢେଙ୍କାନାଳର ପ୍ରାୟ ୧୦ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରେ ଏଚ୍‌ଏସ୍‌ଆରପି ନମ୍ବର ଲଗାଇନାହାନ୍ତି କି? ଜୁନ୍‌ ୨୩ରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ ଏସ୍‌ଟିଏ, ଆଦାୟ କରିବ…

ଭୁବନେଶ୍ବର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଲାଗିନଥିବା ଗାଡ଼ି ଗୁଡିକ ପାଇଁ ଚେତାବନୀ ଜାରି କରିଛି। ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଏଣିକି ଜରିମାନା ଗଣିବାକୁ ହେବ ବୋଲି ପ୍ରେସ୍‌ ବିଜ୍ଞପ୍ତି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ୫-ଟି ସଚିବ: ୨ୟ ଦିନରେ ଉନ୍ନୟନମୂଳକ ପ୍ରକଳ୍ପର କଲେ ସମୀକ୍ଷା, ଜନସାଧାରଣଙ୍କୁ ଭେଟିଲେ

ରାୟଗଡା: ୫-ଟି ସଚିବ ଭିକେ ପାଣ୍ଡିଆନ ବୁଧବାର (୨୦୨୩ ଜୁନ୍‌ ୭ ତାରିଖ) ଠାରୁ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିତୀୟ ଦିନରେ ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ କାଶୀପୁର ବ୍ଲକ ପରେ ପଦ୍ମପୁର, ବିଷମକଟକ ଏବଂ ଗୁଣୁପୁର ବ୍ଲକର ବିଭିନ୍ନ ଅଂଚଳ…
ଅଧିକ ଖବର ଦେଖନ୍ତୁ...