ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

କେରଳରେ ପ୍ରବେଶ କଲା ମୌସୁମୀ ବାୟୁ; ଏଥର ବିଳମ୍ବରେ ଓଡ଼ିଶାକୁ ଆସିବ

ନୂଆଦିଲ୍ଲୀ: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିସାଛି, କିନ୍ତୁ ଏହା ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଟେଲିଫୋନ୍‌ରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଜି ମୌସୁମୀ ବାୟୁ…
ଅଧିକ ଖବର ଦେଖନ୍ତୁ...

‘କେବଳ ଓଡ଼ିଶା ନୁହେଁ, ସାରା ଭାରତର ଚାଷୀଙ୍କୁ କେନ୍ଦ୍ର ସରକାର ଏମଏସପି ବୃଦ୍ଧି ନେଇ ପ୍ରତାରିତ କରିଛନ୍ତି’

ଭୁବନେଶ୍ବର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରନ୍ତୁ ବୋଲି ଦାବି ହୋଇ ଆସୁଥିବା ବେଳେ ଗୁରୁବାର ଏ ନେଇ ନିଜ ନିଜର ମତ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପୂର୍ବରୁ ବିଜେପି ସରକାର ଦେଇଥିବା…
ଅଧିକ ଖବର ଦେଖନ୍ତୁ...

‘୮୩ ମୃତଶରୀର ବର୍ତ୍ତମାନ ସୁଧା ଚିହ୍ନଟ ହୋଇ ପାରିନାହିଁ, ସେଥିମଧ୍ୟରୁ ୫୦ଟିର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି’

ଭୁବନେଶ୍ବର: ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ସେ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ ତାଙ୍କର ବୟାନ ଦେଇ କହିଛନ୍ତି, ‘୮୩ଟି ମୃତଶରୀର ବର୍ତ୍ତମାନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ‘ଟିଭି’ରେ ଲାଇଭ୍‌ ପ୍ରସାରଣ ଦେଖି ବାପାମାଆଙ୍କୁ ପାଇଲା ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ନେପାଳୀ ନାବାଳକ

କଟକ: ଡାକ୍ତରଖାନାରୁ ପ୍ରସାରିତ ଏକ ନେପାଳୀ ଦମ୍ପତିଙ୍କ ‘ଲାଇଭ୍‌’ ଟେଲିଭିଜନ୍ ସାକ୍ଷାତ୍‌କାର ଯୋଗୁଁ ସେମାନେ ଜୁନ୍‌ ୨ ତାରିଖ ଦିନ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ୧୫ ବର୍ଷିୟ ପୁଅର ସନ୍ଧାନ ମଙ୍ଗଳବାର ଦିନ ପାଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ‘ଆଇସିୟୁ’ରେ ରହି…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ଜୁଇରେ ଜଳିଲା ଶବ, ରେଳଧାରଣାରେ ଆତ୍ମା ଛଟପଟ!

ବାଲେଶ୍ବର, (ବାହାନଗାରୁ ରୁଦ୍ରରଞ୍ଜନ ଶେଜପଡ଼ା): ସେଦିନ ଆଗକୁ ପାଦ ବଢ଼ାଉ ବଢ଼ାଉ ରେଳଧାରଣା କଡ଼ରେ ପଡ଼ିଥିବା ଗୋଟିଏ ପାସ୍‌ପୋର୍ଟ ଫଟୋ ଉପରେ ନଜର ପଡ଼ିଲା। ଗୋରା ତକତକ ଚେହେରା। ଝିଅଟିର ବୟସ ୪ରୁ ୫ ବର୍ଷ ହେବ। ବାହାନଗା ରେଳ ଦୁର୍ଘଟଣାରେ ସେ ମରିଛି ନା ବଞ୍ଚିଛି, କହିହେବନି। ଶତାବ୍ଦୀର…
ଅଧିକ ଖବର ଦେଖନ୍ତୁ...

କଟକରେ ସିରିଜ୍‌ ଦୁର୍ଘଟଣା ଘଟାଇଲା ନିଶାସକ୍ତ କାର୍‌ ଡ୍ରାଇଭର

କଟକ: କଟକ ସହରରେ ସିରିଜ୍‌ ଦୁର୍ଘଟଣା ଘଟାଇଛି ଜଣେ ନିଶାସକ୍ତ କାର୍‌ ଡ୍ରାଇଭର। ବେପରୁଆ ଗାଡି ଚାଳନା ଯୋଗୁଁ ଏକାଧିକ ଗାଡିକୁ ଧକ୍କା ଦେଇଛି। କଟକ ସହରର ବାରବାଟୀ ଷ୍ଟାଡିୟମ, ଯୋବ୍ରା ଏବଂ ଚାଉଳିଆଗଞ୍ଜ ଆଦି ସ୍ଥାନରେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ଶେଷରେ ଲୋକଙ୍କ ହାବୁଡରେ…
ଅଧିକ ଖବର ଦେଖନ୍ତୁ...

ମୃତକଙ୍କ ଶବ ନେଇ ବିବାଦ: ପୁଅ ଉପରେ ଅଧିକାର କାହାର?

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ମୃତକ କାର୍ତ୍ତିକ ବେରାଙ୍କ ମରଶରୀର ନେବ କିଏ? ବାପା କି ସ୍ତ୍ରୀ ତାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ଶବ ଚିହ୍ନଟ ହେବା ପରେ ମଧ୍ୟ ଏହା କାହାକୁ ହସ୍ତାନ୍ତରିତ କରାଯାଇ ନାହିଁ। ବାଲେଶ୍ବର ଜିଲ୍ଲାର ରମାମଣୀଙ୍କ ଆଖିର ଲୁହ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଆଜି (ଗୁରୁବାର) ଅପରାହ୍ଣ ୪ଟାରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ www.orissaresults.nic.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ। ଏଥିସହ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାରକାରୀ ଦଳଙ୍କ ମନୋବଳ ବୃଦ୍ଧି ପାଇଁ ଏସ୍‌ସିବି ମାନସିକ ବିଭାଗରୁ ଯାଇଛନ୍ତି ୪ଜଣିଆ ଟିମ୍‌

କଟକ : ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତାହତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍‌ର ଅନେକ ସଦସ୍ୟ ଏବେ ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ଏଭଳି ସ୍ଥିତିରେ ଏନ୍‌ଡିଆରଏଫ୍‌ , ଓଡ୍ରାଫ୍‌ ତଥା ଯବାନମାନଙ୍କ ମାନସିକସ୍ଥିତି ତଥା ମନୋବଳକୁ ଦୃଢ କରିବା ପାଇଁ ଏସ୍‌ସିବି ଉକୃ‌ଷ୍ଟ ମାନସିକ…
ଅଧିକ ଖବର ଦେଖନ୍ତୁ...

ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା: ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ!

ପୁରୀ : ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ। ସାରା ବିଶ୍ବ ସାଉଁଟିବେ ବିଶ୍ବନିଅନ୍ତାଙ୍କ ଦିବ୍ୟ ଅନୁଭୂତି। ଏଥିପାଇଁ ବଡ଼ାଦାଣ୍ଡ ସହ ଶ୍ରୀମନ୍ଦିର ପାଖରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ରୁଣ୍ଡ ହେବେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...