ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

ଭୁବନେଶ୍ବର : ବାହନଗା ରେଳ ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା? ଏଥିପାଇଁ କିଏ ଦାୟୀ? କେଉଁଠି ରହିଥିଲା ତ୍ରୁଟି? ସିଗନାଲରେ ତ୍ରୁଟି ରହିଥିଲା କି? ବୈଷୟିକ ନା ମନୁଷ୍ୟକୃତ? ଦୁର୍ଘଟଣା ପଛରେ ରହିଛି କି ଅପରାଧିକ ଷଡ଼ଯନ୍ତ୍ର? ତାହାର କାରଣ ଜାଣିବା ଲାଗି ସିବିଆଇ ତଦନ୍ତ ଚଳାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ରେଳ ଦୁର୍ଘଟଣା ମୃତକଙ୍କ ପରିବାରକୁ କିଟ୍‌, କିସ୍‌ର ସହାୟତା ଘୋଷଣା: ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା

ଚନ୍ଦ୍ରଶେଖରପୁର : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାରୁ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂଚନା ଦିଆଯାଇଛି। ମୃତକଙ୍କ ପରିବାରକୁ କିଟ୍‌ ଓ କିସ୍‌ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ୩ ରାଜିନାମା

ଭୁବନେଶ୍ୱର : ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ହାଉସ୍‌ ସିଷ୍ଟମ୍‌ ଏବଂ ସ୍କୁଲ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ଆଉ ପାଦେ ଆଗକୁ ନେବା ଲାଗି ଆଜି ଦୁଇଟି ଜାତୀୟସ୍ତରୀୟ ସଂସ୍ଥା ସହ ରାଜିନାମା ସ୍ୱାକ୍ଷରିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଦ୍ବିତୀୟ ଦିନରେ ଖୋଳତାଡ଼ କଲା ସିବିଆଇ

ବାଲେଶ୍ବର : ବାହାନଗା ରେଳ ଦୁର୍ଘଟଣା ପଛରେ ସମ୍ଭାବ୍ୟ କାରଣକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ସନ୍ଦେହ ଉପରୁ ପରଦା ଉଠାଇବା ପାଇଁ ସିବିଆଇଠାରୁ ଆରମ୍ଭ କରି ରେଳ ବିଭାଗର ବରିଷ୍ଠ ଅଧିକାରୀ ତନାଘନା ଚଳାଇଛନ୍ତି। ଦୁର୍ଘଟଣା ପରଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ…
ଅଧିକ ଖବର ଦେଖନ୍ତୁ...

୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ, ତୃତୀୟ ସପ୍ତାହରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ

ଭୁବନେଶ୍ୱର : କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଉଛି। ପଶ୍ଚିମା ବାୟୁ ସକ୍ରିୟ ହେବା ସହ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପ୍ତି ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ସୃଷ୍ଟି ହୋଇଛି। ଧାର୍ଯ୍ୟ ସମୟର ୯…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଏମିତି ବି ଆସେ: ଘୂର୍ଣ୍ଣିଝଡ଼ରେ ଛାଏଁ ଗଡ଼ିଲା ମାଲଗାଡ଼ି, ୬ ଶ୍ରମିକ ମୃତ

ବ୍ୟାସନଗର : କାଳବୈଶାଖୀ ପ୍ରଭାବରେ ବୁଧବାର ଅପରାହ୍ଣରେ ହଠାତ୍‌ ଆରମ୍ଭ ହୋଇଗଲା ଘୂର୍ଣ୍ଣିଝଡ଼। ଯାଜପୁରରୋଡ ଷ୍ଟେସନ୍‌ ନିକଟରେ ଇଞ୍ଜିନ୍‌ ବିହୀନ ମାଲବାହୀ ଟ୍ରେନ୍‌ର ୱାଗନ୍ ଗଡ଼ି ଚାଲିଲା। ବର୍ଷା ପବନରୁ ବର୍ତ୍ତିବା ପାଇଁ ଏହି ୱାଗନ୍ ତଳେ ଆଶ୍ରୟ ନେଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା। ଏହି…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍ ଦୁର୍ଘଟଣା: ନିଖୋଜ ୧୧୯ ଏବେ କେଉଁଠି? ବିହାର ଓ ପଶ୍ଚିମବଙ୍ଗର ଦାବି ପରେ ଅଡ଼ୁଆ ବଢ଼ିଲା

ଭୁବନେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗର ସର୍ବାଧିକ ରହିଥିବା ଓଡ଼ିଶା ସରକାର ସ୍ପଷ୍ଟ କରିସାରିଛନ୍ତି। ବହୁ ସଂଖ୍ୟକ ଆହତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁତର ଥିବା ଆଉ କିଛି ଯାତ୍ରୀଙ୍କର ଭୁବନେଶ୍ବର ସମେତ କଟକ,…
ଅଧିକ ଖବର ଦେଖନ୍ତୁ...

ଦୁର୍ବୃତ୍ତ ବଗିର ଲକ୍‌ ଖୋଲିବାରୁ ଘଟିଲା ଦୁର୍ଘଟଣା: ଡିଆରଏମ୍‌

ଯାଜପୁର : ଯାଜପୁରରୋଡ ଷ୍ଟେସନ୍‌ ନିକଟରେ ଇଞ୍ଜିନ୍‌ବିହୀନ ବଗି ଗଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ନେଇ ଖୋର୍ଦ୍ଧାରୋଡ୍‌ ଡିଆରଏମ ରିକେଶ ରାୟ ତଦନ୍ତ କରିଛନ୍ତି। ସେ କହିଛନ୍ତି ବଗିଗୁଡ଼ିକ ସୁରକ୍ଷିତ ରଖାଯାଇଥିଲା। କେହି ଦୁର୍ବୃତ୍ତ ଏହା ଲକ୍ ଖୋଲିଦେଇଥିବାରୁ ୧୮ଟି ଅଲଗା ହୋଇ…
ଅଧିକ ଖବର ଦେଖନ୍ତୁ...

ତାଳଚେରରେ ବନ୍ଦ ପାଳନ

ତାଳଚେର : ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯିବା ଦାବିରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ତାଳଚେରକୁ ଜିଲ୍ଲା ଘୋଷଣା ଦାବିରେ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ୧୨ଟି ବିରୋଧୀ ରାଜନୈତିକ ଦଳ ପକ୍ଷରୁ ବୁଧବାର ପୂର୍ବାହ୍ନରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ୧୫ ଜଣିଆ ପ୍ରତିନିଧି…
ଅଧିକ ଖବର ଦେଖନ୍ତୁ...