ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଜଳବାୟୁ ପରିବର୍ତ୍ତନର ମୁକାବିଲା: କୃଷି ବିଭାଗ ଖୋଲିଛି ଜଳବାୟୁ ଅନୁକୂଳ ସେଲ୍‌

ଭୁବନେଶ୍ବର : ୨୦୧୨-୧୩ ମସିହା ବେଳକୁ ଓଡ଼ିଶାରେ ୧୪ ହଜାର ହେକ୍ଟର ଜମିରେ ଗହମ ଚାଷ ହେଉଥିଲା। ହେଲେ ଏବେ ରାଜ୍ୟରେ ଗହମ ଚାଷ ନିଶ୍ଚିହ୍ନ ପ୍ରାୟ ହୋଇ ସାରିଛି। କନ୍ଧମାଳ, କୋରାପୁଟ ସମେତ ନିକଟସ୍ଥ କିଛି ଅଞ୍ଚଳକୁ ମିଶାଇଲେ କେବଳ ୧୮୦୦ ହେକ୍ଟର ଜମିରେ ଚାଷ ହୋଇ ପାରୁଛି। ସମଗ୍ର ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଏ ଯାଏ ଜିତିନି ବିଜେପି; ପ୍ରତିଥର ବଦଳୁଛନ୍ତି ପ୍ରାର୍ଥୀ, ଆଗକୁ କିଏ?

ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ୍‌ କରିଛି ବିଜେପି। ଏଥିପାଇଁ କେନ୍ଦ୍ରୀୟ ନେତା ବାରମ୍ବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ପ୍ରବାସୀ ଭୋଟ୍‌ କିପରି ଟାଣି ହେବ ସେ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଚାଲିଛି। ଏଥିପାଇଁ ସୁରତ ସାଂସଦ…
ଅଧିକ ଖବର ଦେଖନ୍ତୁ...

ଗାଁ ସଭାରେ ପରିବାରକୁ ଅପମାନ: ଜୀବନ ହାରିଦେଲେ ପାଳିତା କନ୍ୟା

ଦିଗପହଣ୍ଡି : ଏକ ପ୍ରେମ ବ୍ୟାପାରକୁ ନେଇ ଗାଁ ସଭାରେ ଲଜ୍ଜିତ, ଅପମାନିତ ଓ ଅପମାନିତ ହୋଇଥିବା ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ‌ନେଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ତଥା କେ.ନୂଆଗାଁ ଥାନା ଅଧୀନ ବାରିତୋଳା ଗ୍ରାମରେ ଘଟିଥିବା ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ସିଂହଦ୍ବାର ରୁପା ଛାଉଣୀ କାମ: ଶ୍ରୀମନ୍ଦିର ଗଲା ରୁପା ଚାଦର

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା ଚାଦର, ରୁପା ଫ୍ରେମ୍‌ ଆଜି ପହଞ୍ଚିଛି। ଏସବୁ କଡ଼ା ସୁରକ୍ଷାରେ ଶ୍ରୀମନ୍ଦିରକୁ ନିଆଯାଇଛି। ସିଂହଦ୍ବାର ପାଇଁ ନିର୍ମାଣ ଚାଲିଥିବା କବାଟ ଲାଗିବା ପରେ ଏହା ଉପରେ ରୁପା ଦ୍ବାର ଫ୍ରେମ୍‌ ସହ ଚାଦର ଲଗାଯିବ। ସିଂହଦ୍ବାର…
ଅଧିକ ଖବର ଦେଖନ୍ତୁ...

ବିଧାୟକ କ୍ବାର୍ଟର୍ସ ପ୍ରକଳ୍ପ ପାଇଁ ଗଛ କଟା ମାମଲା: ବିଶେଷଜ୍ଞ କମିଟି ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଆବେଦନକାରୀ

କଟକ: ୟୁନିଟ୍‌-୪ରେ ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ୩୫୦ ପୁରୁଣା ଗଛ ହଟାଯିବା, ଆଇନ ଅନୁଯାୟୀ କରାଯାଇନାହିଁ। ଏହି ଗଛ ସବୁକୁ ନ କାଟି ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିଥା’ନ୍ତା। କିନ୍ତୁ ସରକାରୀ ଆନ୍ତରିକତା ଅଭାବରୁ ଏହା କରାଯାଇନାହିଁ। ବିଧାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ବି କଲବଲ କରିବ ଡେଙ୍ଗୁ!

ଭୁବନେଶ୍ବର : ଏ ବର୍ଷ ବି ଡରାଇବ ଡେଙ୍ଗୁ। ରାଜଧାନୀରେ ଗତବର୍ଷ ଧରି ଚଳିତବର୍ଷ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ଖୋର୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଏଭଳି ସଂକେତ ଦେଉଛି। ଆଉ କିଛିଦିନ ଭିତରେ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ବୋଲି ପାଣିପାଗ…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ବହୀନତାର ସୀମା ଟପିଲା: ପହଣ୍ଡି ବେଳେ ବଡ଼ ଅଘଟଣ, ପଡ଼ି​ଗଲେ ମହାବାହୁ

ପୁରୀ : ଆଡ଼ପ ପହଣ୍ଡିରେ ଆଜି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ପହଣ୍ଡି ବେଳେ ଚାର ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଡାହାଣ ପାର୍ଶ୍ବକୁ ପଡ଼ିଯିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଏହି ଅଘଟଣ ପାଇଁ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ଚିତା ବି ଖସିପଡ଼ିଛି। ଏହା ଭକ୍ତଙ୍କ ମହଲରେ…
ଅଧିକ ଖବର ଦେଖନ୍ତୁ...

ଆସିଲା ମୌସୁମୀ, ରାଜଧାନୀରେ ରେକର୍ଡ ୯୨.୬ ମିମି ବର୍ଷା

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଗୁରୁବାର ଦିନ ମୌସୁମୀ ସକ୍ରିୟ ହୋଇଥିବା ବେଳେ କୋରାପୁଟ ଓ ଗଜପତି ଜିଲ୍ଲାକୁ ମଧ୍ୟ ଅଗ୍ରସର ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶା ଛୁଇଁଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଖସିପାରିବେନି ସରକାର, ମୁଖ୍ୟ ସଚିବ: ଦୁର୍ବଳ ଭିତ୍ତିଭୂମି ଖୋଲିଦେଲା ଶକ୍ତି ବିଭାଗର ଗୁମର କଥା

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍ ବିଭ୍ରାଟ ଥମିବାର ନାଁ ନେଉନାହିଁ। ବିଦ୍ୟୁତ୍ ବଣ୍ଟନ କଂପାନି ଯେତେ ଆଶ୍ବାସନା ବା ସଫେଇ ଦେଲେ ବି ଲୋକମାନଙ୍କ ଅସନ୍ତୋଷକୁ ଏହା ପ୍ରଶମିତ କରିପାରୁନାହିଁ। ଏପଟେ ସାଧାରଣରେ ଅସନ୍ତୋଷକୁ ଲକ୍ଷ୍ୟ କରି ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାଜରାସ୍ତାକୁ…
ଅଧିକ ଖବର ଦେଖନ୍ତୁ...

ନଡ୍ଡାଙ୍କ କାର୍ଯ୍ୟକ୍ରମରେ କଟିଲା ବିଜୁଳି, ଅସନ୍ତୋଷ ଝାଡ଼ିଲା ବିଜେପି

ଝାରସୁଗୁଡ଼ା : ବିଜେପି ପକ୍ଷରୁ ଗୁରୁବାର ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ନେଇ ବର୍ଷିବାର ଅଧ ଘଣ୍ଟା ନହେଉଣୁ ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ସମୟରେ କିଛି ପାଇଁ ବିଦ୍ୟୁତ୍‌ ଚାଲି ଯାଇଥିଲା। ଏହି ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...