ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଆସିଲା ମୌସୁମୀ, ରାଜଧାନୀରେ ରେକର୍ଡ ୯୨.୬ ମିମି ବର୍ଷା

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଗୁରୁବାର ଦିନ ମୌସୁମୀ ସକ୍ରିୟ ହୋଇଥିବା ବେଳେ କୋରାପୁଟ ଓ ଗଜପତି ଜିଲ୍ଲାକୁ ମଧ୍ୟ ଅଗ୍ରସର ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶା ଛୁଇଁଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଖସିପାରିବେନି ସରକାର, ମୁଖ୍ୟ ସଚିବ: ଦୁର୍ବଳ ଭିତ୍ତିଭୂମି ଖୋଲିଦେଲା ଶକ୍ତି ବିଭାଗର ଗୁମର କଥା

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍ ବିଭ୍ରାଟ ଥମିବାର ନାଁ ନେଉନାହିଁ। ବିଦ୍ୟୁତ୍ ବଣ୍ଟନ କଂପାନି ଯେତେ ଆଶ୍ବାସନା ବା ସଫେଇ ଦେଲେ ବି ଲୋକମାନଙ୍କ ଅସନ୍ତୋଷକୁ ଏହା ପ୍ରଶମିତ କରିପାରୁନାହିଁ। ଏପଟେ ସାଧାରଣରେ ଅସନ୍ତୋଷକୁ ଲକ୍ଷ୍ୟ କରି ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାଜରାସ୍ତାକୁ…
ଅଧିକ ଖବର ଦେଖନ୍ତୁ...

ନଡ୍ଡାଙ୍କ କାର୍ଯ୍ୟକ୍ରମରେ କଟିଲା ବିଜୁଳି, ଅସନ୍ତୋଷ ଝାଡ଼ିଲା ବିଜେପି

ଝାରସୁଗୁଡ଼ା : ବିଜେପି ପକ୍ଷରୁ ଗୁରୁବାର ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ନେଇ ବର୍ଷିବାର ଅଧ ଘଣ୍ଟା ନହେଉଣୁ ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ସମୟରେ କିଛି ପାଇଁ ବିଦ୍ୟୁତ୍‌ ଚାଲି ଯାଇଥିଲା। ଏହି ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ନକଲି ଡାକ୍ତର ଚିହ୍ନଟ ବ୍ୟବସ୍ଥା ସଂପର୍କରେ ଜଣାଅ

କଟକ : ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ କଣ ବ୍ୟବସ୍ଥା ରହିଛି? ଏ ଦିଗରେ ସରକାର ଏ ଯାଏ କି ପଦକ୍ଷେପ ଗ୍ରହଣ କରିଛନ୍ତି? ଏ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଭଳି କିଛି ବ୍ୟବସ୍ଥା ନାହିଁ ତେବେ ରାଜ୍ୟ ସରକାର ଏହି…
ଅଧିକ ଖବର ଦେଖନ୍ତୁ...

ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ଖୁସି ଖବର: ନିୟମିତ ହେବାନେଇ ଜାରିହେଲା ମୋଡାଲିଟି

ଭୁବନେଶ୍ୱର : ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ମୋଡାଲିଟି ପ୍ରକାଶ ପାଇଛି। ଉକ୍ତ ମୋଡାଲିଟି ଅନୁଯାୟୀ, ୨୦୧୩ ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା…
ଅଧିକ ଖବର ଦେଖନ୍ତୁ...

ଅନୁସୂଚିତ ଜାତି, ଜନଜାତି ନିର୍ବାଚନମଣ୍ଡଳୀରେ ସଂଯୋଜକ ନିଯୁକ୍ତ କରିବ କଂଗ୍ରେସ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ସେଲ୍‌ ରାଜ୍ୟ ଅଧ୍ୟକ୍ଷ ଓ ଜାତୀୟ ସଂଯୋଜକଙ୍କ ବୈଠକ ଆଜି କଂଗ୍ରେସ ଭବନରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ସଂପର୍କିତ ସାମ୍ବାଦିକ ସମ୍ମିଳନୀ ପାଇଁ ଖର୍ଚ୍ଚ ହୋଇଛି ୭୦ଲକ୍ଷ

ଭୁବନେଶ୍ବର : ବିଶ୍ବରେ କୋଭିଡ୍‌ ସଂକ୍ରମଣ ଆରମ୍ଭ ହେବା ପରେ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ କରିବା ଲାଗି ଗୀତ ଗୋବିନ୍ଦ ସଦନରେ ଦୈନିକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ପ୍ରତ୍ୟେକ ଦିନ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ରାଜ୍ୟବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କର୍ମୀଙ୍କୁ ଦେଲେ ୧୦ ସୂତ୍ରୀ ମନ୍ତ୍ର

ଝାରସୁଗୁଡ଼ା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟାରେ ଶ୍ରୀ ନଡ୍ଡା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ପଣ୍ଡ୍ରିପଥରସ୍ଥିତ ଜିଲ୍ଲା ବିଜେପିର ନୂତନ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ପାଣିକୋଇଲି ଟ୍ରମା ସେଣ୍ଟର ପାଇଁ ଖର୍ଚ୍ଚ ହେବ ୧୦୧ କୋଟି

ଭୁବନେଶ୍ବର : ଯାଜପୁର ଜିଲ୍ଲା ପାଣିକୋଇଲିରେ ନିର୍ମାଣ ହେବାକୁ ଥିବା ଟ୍ରମା କେୟାର ସେଣ୍ଟର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ପ୍ରଶାସନିକ ଅନୁମୋଦନ ମିଳିଛି। ସଂଶୋଧିତ ପ୍ରସ୍ତାବରେ ଟ୍ରମା ସେଣ୍ଟର ପାଇଁ ୧୦୧,୦୧,୯୨,୪୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଟ୍ରମା ବିଲ୍ଡିଂ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ରେ ନକଲି ଟିଟିଇ, ରେଳବାଇ ପୁଲିସ ହାତରେ ଧରାପଡ଼ିଲା

କୋରାପୁଟ : ଦେହରେ ଥିଲା ଟିଟିଇ ବ୍ୟବହାର କରୁଥିବା କଳା ରଙ୍ଗର ବ୍ଲେଜର୍। ହାତରେ କିଛି ନକଲି କାଗଜପତ୍ର। ଚଳନ୍ତା ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ କରୁଥିଲେ ଟଙ୍କା। ଯାତ୍ରୀ ମଧ୍ୟ ଟିଟିଇ ଭାବି ଫାଇନ୍‌ ଦେଉଥିଲେ। ତ‌େବେ, କେହିକିଛି ଭାବିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...