ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ନଡ୍ଡାଙ୍କୁ କଂଗ୍ରେସର ୧୮ଟି ପ୍ରଶ୍ନ; ସିବିଆଇ, ଇଡି ଓଡ଼ିଶାକୁ ପର୍ଯ୍ୟଟନ ପାଇଁ ଆସୁଛନ୍ତି : ପଞ୍ଚାନନ

ଭୁବନେଶ୍ବର : ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ କେବଳ ନିଜ ଦଳର କର୍ମୀ ଓ ନେତାଙ୍କ ମନରେ ପ୍ରାଣ ସଞ୍ଚାର ପାଇଁ ଉଦ୍ଦିଷ୍ଟ। ଓଡ଼ିଶାର ବିକାଶ ପାଇଁ ତାଙ୍କ ପାଖରେ କୌଣସି ଖସଡ଼ା ନାହିଁ। ଏହାସହ କଂଗ୍ରେସ ଦଳ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ବରିଷ୍ଠ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଓଟିଇଟି ଆଡ୍‌ମିଟ କାର୍ଡରେ ତ୍ରୁଟିକୁ​ ନେଇ ୧୫ଶହ ଛାତ୍ରଛାତ୍ରୀ ଚିନ୍ତାରେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜୁଲାଇ ୧ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ର ଆଡମିଟ କାର୍ଡରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। ଜଣେ ପରୀକ୍ଷାର୍ଥୀଙ୍କ ଦୁଇଟି ପେ‌ପର ପାଇଁ ଦୁଇଟି ପରୀକ୍ଷା କେନ୍ଦ୍ର ଆଡମିଟ୍ କାର୍ଡରେ ଛପା…
ଅଧିକ ଖବର ଦେଖନ୍ତୁ...

ବଦଳିବ ରାଜଧାନୀ କଲେଜ ଚେହେରା

ଖଣ୍ଡଗିରି: ରାଜଧାନୀ ଡିଗ୍ରି କଲେଜର ଉନ୍ନତୀକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ନାମଫଳକ ସମେତ ଛାତ୍ରାବାସ ଓ କ୍ୟା‌ମ୍ପସ ଆଲୋକୀକରଣ ପାଇଁ ୭ ଲକ୍ଷ ୮୩ ହଜାର ୬୦୦ ଟଙ୍କା ମଞ୍ଜୁର ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ହେବାକୁ ଥିବା ଏହି କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ହେରାପଞ୍ଚମୀ ନୀତିରେ ବିଳମ୍ବ: ରାତି ସାଢ଼େ ଗୋଟାଏ ସୁଦ୍ଧା ଶ୍ରୀମନ୍ଦିରରୁ ବାହାରିପାରିଲେନି ମା’ ଲକ୍ଷ୍ମୀ

ପୁରୀ : ଶନିବାର ଦ୍ବିତୀୟ ଭୋଗମଣ୍ଡପ ନୀତିରେ ବିଳମ୍ବ ହୋଇଥିଲା। ଏହି କାରଣରୁ ଅନ୍ୟାନ୍ୟ ନୀତି ମଧ୍ୟ ବିଳମ୍ବ ହେବାସହ ସନ୍ଧ୍ୟାଧୂପ ନୀତି ବିଳମ୍ବିତ ହୋଇଥିଲା। ଏପରିକି ଲକ୍ଷ୍ମୀ ଠାକୁରାଣୀ ରାତି ୧ଟା ସୁଦ୍ଧା ଶ୍ରୀମନ୍ଦିରରୁ ବାହାରି ପାରିନଥିଲେ। ପରମ୍ପରା ଅନୁଯାୟୀ, ସନ୍ଧ୍ୟାଧୂପ ଉଠି…
ଅଧିକ ଖବର ଦେଖନ୍ତୁ...

ବନ୍ୟପ୍ରାଣୀ ଗଣନା: ଡେବ୍ରିଗଡ଼ରେ ଏକମାତ୍ର ମହାବଳ, ୮୨ କଲରାପତରିଆ

ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା ସରିଛି। ଗତ ମେ ୨୯ରୁ ଜୁନ୍‌ ୩ ପର୍ଯ୍ୟନ୍ତ ଡେବ୍ରିଗଡ଼ରେ ଏହି ଗଣନା କରାଯାଇଥିଲା। ୬୦ ଜଣିଆ ଟିମ୍ ପ୍ରଥମ ୩ ଦିନ ମାଂସାସୀ ପ୍ରାଣୀ ଗଣନା କରିଥିବା ବେଳେ ଶେଷ ୩ ଦିନ ତୃଣଭୋଜୀ ପ୍ରାଣୀ ଗଣନା ହୋଇଥିଲା। ଗତ ବର୍ଷ ଅପେକ୍ଷା ଡେବ୍ରିଗଡ଼…
ଅଧିକ ଖବର ଦେଖନ୍ତୁ...

ଏମପି,ଏମଏଲଏ କୋର୍ଟରେ ପ୍ରଥମ ଦୋଷୀ ସାବ୍ୟସ୍ତ: ୟା ପରେ କାହା ପାଳି?

ଭୁବନେଶ୍ବର : ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ଓ ଏମ୍‌ପିଙ୍କ ବିରୋଧରେ ରୁଜୁ ହେଉଥିବା ଅପରାଧ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଏମଏଲ୍‌ଏ/ଏମ୍‌ପି କୋର୍ଟ ପ୍ରତିଷ୍ଠା ହୋଇଛି। ଭୁବନେଶ୍ବରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ପରିସରରେ ଏହି ସ୍ବତନ୍ତ୍ର ଅଦାଲତ କାମ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଦୁଇ ଦିନ ବର୍ଷିବ

ଭୁବନେଶ୍ବର : ଆଗାମୀ ୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସମାନ ଅଞ୍ଚଳରେ ଏହି…
ଅଧିକ ଖବର ଦେଖନ୍ତୁ...

‘ଆଦି ପୁରୁଷକୁ ନେଇ ​ଲିଗାଲ୍ ନୋଟିସ୍‌

କଟକ: ଫିଲ୍ମ ‘ଆଦି ପୁରୁଷକୁ ନେଇ କେନ୍ଦ୍ରୀୟ ଫିଲ୍ମ ସେନସର୍‌ ବୋର୍ଡ ଅଧ୍ୟକ୍ଷଙ୍କୁ ଲିଗାଲ ନୋଟିସ୍‌ ଦେଇଛନ୍ତି ଓଡ଼ିଶା ହାଇକୋର୍ଟର ଆଇନଜୀବୀ। ଏ ସଂକ୍ରାନ୍ତରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଚିଠି…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା: ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ, ୨୭ରେ ଦଣ୍ଡବିଧାନ

ଭୁବନେଶ୍ବର/ରାୟଗଡ଼ା : ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ। କିନ୍ତୁ ଏ ଷଡ୍‌ଯନ୍ତ୍ର‌ରେ ସେ ସଫଳ ହୋଇପାରିଲେ ନାହିଁ। ୨୮ ବର୍ଷ ପରେ ସ୍ବତନ୍ତ୍ର ଅତିରିକ୍ତ ଦୌରାଜଜ୍-୩ ବିଚାରପତି ସସ୍ମିତା ପାଢ଼ୀ ଆଜି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଷ୍ଟ୍ରପତି ଭିଭି ଗିରିଙ୍କୁ ଭୁଲିଗଲେ, ଶ୍ରାଦ୍ଧ ବାର୍ଷିକୀରେ ବି ମନେପଡ଼ି‌ଲେନି

ବ୍ରହ୍ମପୁର : ବ୍ରହ୍ମପୁରର ଅନ୍ୟତମ ବରପୁତ୍ର, ଦେଶର ଚତୁର୍ଥ ରାଷ୍ଟ୍ରପତି ତଥା ଭାରତରତ୍ନ ଭି.ଭି. ଗିରିଙ୍କ ଶନିବାର ଥିଲା ଶ୍ରାଦ୍ଧ ଦିବସ। ୧୯୮୦ ମସିହା ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା। ଜନ୍ମ ହୋଇଥିଲେ ବ୍ରହ୍ମପୁରରେ, ଦେହତ୍ୟାଗ କଲେ ‌ମାଡ୍ରାସ୍‌(ବର୍ତ୍ତମାନ ଚେନ୍ନାଇ)ରେ। ଆଜିର…
ଅଧିକ ଖବର ଦେଖନ୍ତୁ...