ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଥାନା ଅନତର୍ଗତ ତେଲଙ୍ଗାବସନ୍ତ ପଞ୍ଚାୟତ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରିଥିଲେ ହେଁ ଝିଅକୁ ଉଦ୍ଧାର କରାଯାଇପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଅସଦାଚରଣ ଅଭିଯୋଗ

ମହାକାଳପଡ଼ା: ମହାକାଳପଡା ବ୍ଲକ ଅନ୍ତର୍ଗତ କରଞ୍ଜ ଅଞ୍ଚଳର ଜନୈକା ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ କରାଯାଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଖବର ନେବାରେ ଜଣାପଡ଼ିଛି ଯେ, ସଂପୃକ୍ତା ନାବାଳିକା କରଞ୍ଜ ଅଞ୍ଚଳରେ ଥିବା ନିଜ ମାମୁଁ ଘରକୁ…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତି ନୁହେଁ, ପ୍ରସଙ୍ଗ ବଡ଼: ସୌମ୍ୟରଂଜନ

ଗରଦପୁର: ବ୍ୟକ୍ତି ବଡ଼ ନୁହେଁ, ପ୍ରସଙ୍ଗ ହେଉଛି ବଡ଼। ମୋତେ ନୁହେଁ, ଆପଣମାନେ ପ୍ରସଙ୍ଗକୁ ହିଁ ସ୍ୱାଗତ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ଛାତ୍ରସଂସଦ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତର ଉତ୍ତରରେ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଛାତ୍ର…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ପରେ ପ୍ରେମିକ ସହ ଫେରିଲେ ସ୍ତ୍ରୀ!

ରାଜନଗର : ୫ ବର୍ଷ ତଳେ ହଠାତ ନିଖୋଜ ହୋଇଗଲେ ଜଣେ ମହିଳା। ତାଙ୍କୁ ହତ୍ୟା କରି ଶବ ଗାଏବ କରିଦେଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ଜେଲ୍‌ ଯିବାକୁ ପଡ଼ିଲା। ଦେଡ଼ଶୁର ବି ବାଦ୍‌ ପଡ଼ି ନଥିଲେ। ମାତ୍ର ଏବେ ମହିଳାଜଣକ ଜୀବିତ ଅବସ୍ଥାରେ ଗାଁକୁ ଫେରିଛନ୍ତି। ନିଜ ପ୍ରେମିକ ସହ। କେନ୍ଦ୍ରାପଡ଼ା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଦେଢ଼ବର୍ଷ ଧରି ବୋହୂକୁ ଦୁଷ୍କର୍ମ ଅଭିଯୋଗ

ରାଜନଗର : କେନ୍ଦ୍ରାପଡା ରାଜନଗରରେ ରାଇରଙ୍ଗପୁର ଭଳି ଏକ ଘଟଣା ଘଟିଛି। ଜଣେ ବୃଦ୍ଧ ଶ୍ୱଶୁର ଦେଢ଼ବର୍ଷ ଧରି ନିଜର ବୋହୂଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି। ଏ ସଂକ୍ରାନ୍ତରେ ବୋହୂ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ଜଣାପଡ଼ିଛି ଯେ,ରାଜନଗର…
ଅଧିକ ଖବର ଦେଖନ୍ତୁ...

କାନ୍ଦିଲେ ବୈଜୟନ୍ତ: ଗଭୀର ଆଘାତ ଦେଇଛି ନିଲମ୍ବନ

ପୁରୀ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେବା ପରେ ଆଜି ଏଠାରେ ପହଂଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେଠାରୁ ସ୍ୱର୍ଗଦ୍ଵାର ଯାଇ ବିଜୁ ସ୍ମୃତି ପୀଠରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ସେଠାରେ ୧୫ ମିନିଟ ନିରବ ପ୍ରାର୍ଥନା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଚାନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ, ୫ ବଖରା ଭସ୍ମୀଭୂତ

କେନ୍ଦ୍ରାପଡ଼: କେନ୍ଦ୍ରାପଡ଼ା ଜିଲ୍ଳାର ପଟ୍ଟମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଓଉପଦା ଗ୍ରାମ ପଞ୍ଚାୟତର ଚାନ୍ଦପୁର ଗ୍ରାମରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଗୋଟାଏ ଖଞ୍ଜାରେ ରହୁଥିବା ଗାଁର ପାଞ୍ଚ ଭାଇ ରମାକାନ୍ତ ମଲ୍ଲିକ, କୈଳାସ ମଲ୍ଲିକ, କପିଳା ମଲ୍ଲିକ,…
ଅଧିକ ଖବର ଦେଖନ୍ତୁ...

ନଦୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଆଳି/ ଗୋବିନ୍ଦପୁର: ଆଳି ବ୍ଲକ ମାହାରାକୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ଖରସ୍ରୋତା ନଦୀରୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ନିରଞ୍ଜନ ସାହୁ। ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥ ଆଦାୟ କରିବାକୁ ଯାଇଥିବା ବେଳେ ସେ ଡିସେମ୍ବର ମାସ ୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ ମିଳିଲା ସାହସିକତା ପୁରସ୍କାର

ରାଜନଗର :  କୁମ୍ଭୀର ପାଟିରୁ ବଡ଼ଭଉଣୀକୁ ବଞ୍ଚାଇଥିବା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ମମତା ଦଳାଇ ଆଜି ଜାତୀୟ ସାହସିକତା ପୁରସ୍କାର ପାଇଛନ୍ତିି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନଜନକ ‘ବାପୁ ଗେୟାଧାନୀ’ ସମ୍ମାନରେ ସମ୍ମାନିତ କରିଛନ୍ତିି।…
ଅଧିକ ଖବର ଦେଖନ୍ତୁ...

ପଲ୍ଲୀସଭା ଦାବିରେ ଆମରଣ ଅନଶନ

ରାଜନଗର ରାଜନଗର ବ୍ଲକ ସମ୍ମୁଖରେ ଗୁଳୁଦିଆ ଗ୍ରାମର ଯୁବକମାନେ ଆମରଣ ଅନଶନରେ ବସିଛନ୍ତି। ଦୁଇଦିନ ହେଲା ଆମରଣ ଅନଶନରେ ବସିରହିଛନ୍ତିି। ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାଜନଗର ବ୍ଲକ ମହିଁଷାସୁର ପଞ୍ଚାୟତର ଗୁଳୁଦିଆ…
ଅଧିକ ଖବର ଦେଖନ୍ତୁ...