Advertisment
Latest Posts
Advertisment
ରାଜ୍ୟ
ସାତକୋଶିଆ ଗଣ୍ଡକୁ ଗଲେ ୧୨ ଘଡ଼ିଆଳ ଶାବକ
ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ମହାନଦୀ ଗଣ୍ଡରେ ଆଜି ୧୨ଟି ଘଡ଼ିଆଳ ଶାବକଙ୍କୁ ଛଡ଼ାଯାଇଛି। ଗତ ବନ୍ୟା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ୪ ମାସ ପରେ ଆଜି ସେମାନଙ୍କୁ ନିଜ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ସମ୍ବଲପୁରର ବିଜୟଧାରା ଅବ୍ୟାହତ, କିଟ୍ ଉଭୟ ମ୍ୟାଚ୍ ହାରିଲା
ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ପୂର୍ବାଞ୍ଚଳ ଜୋନ୍ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ଆଜି ଏହି ୪ଟି ଦଳ ୨ଟି ଲେଖାଏ ମ୍ୟାଚ୍ ଖେଳିଛନ୍ତି। ସମ୍ବଲପୁରର ବିଜୟଧାରା ଅବ୍ୟାହତ ଥିବା ବେଳେ କିଟ୍ ଉଭୟ ମ୍ୟାଚ୍ ହାରିଛି।
ରାଜନୀତି
କଳ୍ପନା ସୋରେନ : ଝାଡ଼ଖଣ୍ଡ ରାଜନୀତିରେ ନୂଆ ତାରକା
ଝାଡ଼ଖଣ୍ଡ ନିର୍ବାଚନ ଅନେକ ଦୃଷ୍ଟିରୁ ରୋଚକ ହୋଇଛି। କିନ୍ତୁ ଏହାର ସବୁଠାରୁ ରୋଚକ ଦିଗ ହେଉଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନଙ୍କ ଉତଥାନ । ଝାଡ଼ଖଣ୍ଡ ରାଜନୀତିରେ ସେ ଜଣେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ।
ଅପରାଧ
ଡିସିପି ଅଫିସ୍ ସାମନାରେ ସିନେ କଳି: ବବିଙ୍କ ଆଡ଼କୁ ଝପଟିଗଲେ ମନୋଜ
ଓଲିଉଡ୍ କଳାକାର ମନୋଜ ମିଶ୍ର ଓ ସିନେମା ଶିଳ୍ପର ତାଙ୍କ ପ୍ରତିପକ୍ଷଙ୍କୁ ନେଇ ପ୍ରଥମେ ଗଣମାଧ୍ୟମ ଜରିଆରେ ଚର୍ଚ୍ଚାକୁ ଆସିଥିଲା ସିନେ କଳି। ପରେ ବିଭିନ୍ନ ଥାନାରେ ମାମଲା ପହଞ୍ଚିଥିଲା। ପୂର୍ବରୁ ସବୁ କଥାକଥାରେ ଚାଲିଥିଲା।
ମନୋରଞ୍ଜନ
ନୋଟାଠାରୁ ବି କମ ଭୋଟ ପାଇଲେ ବିଗବସ ପ୍ରତିଯୋଗୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଥର ବିଗ୍ ବସ୍ ଫେମ ଅଭିନେତା ଏଜାଜ୍ ଖାନ୍ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଭର୍ସୋଭା ଆସନରୁ ପ୍ରାର୍ଥୀ ହୋଇଥିବା ଏଜାଜଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା।