Advertisment
Latest Posts
Advertisment
ରାଜ୍ୟ
ଓଡ଼ିଶାରେ ୨ ରାଡାର୍ ଷ୍ଟେସନ୍ ପ୍ରତିଷ୍ଠା କରିବ କୋଷ୍ଟଗାର୍ଡ: ଗୋପାଳପୁରରେ ମୋବାଇଲ୍ ସର୍ଭିଲାନ୍ସ ବ୍ୟବସ୍ଥା
ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଉଛି। କୋଷ୍ଟଗାର୍ଡ ପକ୍ଷରୁ ଓଡ଼ିଶା ଉପକୂଳରେ ୨ଟି ରାଡାର୍ ଷ୍ଟେସନ୍ ପ୍ରତିଷ୍ଠା କରାଯିବ।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
୧୫ବର୍ଷ ପରେ ଅଷ୍ଟ୍ରେଲିଆର ପ୍ରଥମ ଆଇସିସି ଫାଇନାଲ୍ ପରାଜୟ
ଅଷ୍ଟ୍ରେଲିଆ ୧୫ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଫାଇନାଲ୍ରେ ପରାଜିତ ହୋଇଛି। ଗତ ଦେଢ଼ ଦଶନ୍ଧି ହେବ କ୍ରିକେଟ୍ର ତିନିଟି ଯାକ ଫର୍ମାଟ୍ ଯଥା ଟ୍ବେଣ୍ଟି-୨୦, ଦିନିକିଆ ଓ ଟେଷ୍ଟ୍ର ଅପ୍ରତିଦ୍ବନ୍ଦ୍ବୀ ଦଳ ପାଲଟିଥିବା...
ରାଜନୀତି
ବିମାନରେ ସାଇବର ଆକ୍ରମଣ ନେଇ ସଞ୍ଜୟ ପ୍ରଶ୍ନ ଉଠାଇଲେ, ତଥ୍ୟ ଉପରେ ଧ୍ୟାନ ଦେବାକୁ ଅଜିତଙ୍କ ଗୁରୁତ୍ବ
ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ବର୍ତ୍ତମାନ ବିଭିନ୍ନ ଦୃଷ୍ଟିକୋଣରୁ କରାଯାଉଛି। ଏହି ସମୟରେ ସଞ୍ଜୟ ରାଉତ ଦୁର୍ଘଟଣା ଉପରେ ଅନ୍ୟାନ୍ୟ ଯୁକ୍ତି ମଧ୍ୟ ଯୋଡିଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହାର ଉତ୍ତର ଦେଇଛନ୍ତି...
ଅପରାଧ
ବିଧବା ମହିଳାଙ୍କୁ ଦୁଷ୍କର୍ମ: ଗର୍ଭବତୀଙ୍କୁ ତେଲେଙ୍ଗାନାରେ ଛାଡ଼ିଦେଲା ଅଭିଯୁକ୍ତ
ଝରିଗାଁ ବ୍ଲକ ବଡାଝରି ଗ୍ରାମର ଜଣେ ବିଧବା ମହିଳା ପ୍ରଲୋଭନରେ ପଡ଼ି ଜଣେ ବିବାହିତ ପୁରୁଷଙ୍କ ସହ ବାଧ୍ୟ ବାଧ୍ୟକତା ସଂପର୍କ ରଖି ଶେଷରେ ଗର୍ଭବତୀ ହୋଇ ତିରସ୍କାର ହେବା ଘଟଣା ଚର୍ଚ୍ଚାକୁ ଆସିଛି।
ମନୋରଞ୍ଜନ
ଏହି କାରଣରୁ ଅକ୍ଷୟଙ୍କ ସହ କାମ କରନ୍ତିନି ଶାହରୁଖ ଖାନ
ଶାହରୁଖ ଖାନ ଏହି କଥା କହିଛନ୍ତି ଯେ ସେ ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଚାହାଁନ୍ତି, କିନ୍ତୁ ଉଭୟଙ୍କ କିଛି ଭିନ୍ନ ଅଭ୍ୟାସ ଯୋଗୁଁ ଗୋଟିଏ ଫିଲ୍ମରେ ଏକାଠି କାମ କରିପାରି ନାହାନ୍ତି | ଆସନ୍ତୁ ଜାଣିବା କାରଣ କ’ଣ।