Advertisment
Latest Posts
Advertisment
ରାଜ୍ୟ
କାମାକ୍ଷାନଗରରେ ଚାଞ୍ଚଲ୍ୟ: ବିଳମ୍ବିତ ରାତ୍ରିରେ ଏଟିଏମ ଲୁଟ୍ ଉଦ୍ୟମ ବିଫଳ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଛି। ଅଁଳାବାରେଣୀରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ତାଲା ଭାଙ୍ଗିବା ସହ ସିସି କ୍ୟାମେରାକୁ କଲର ସ୍ପ୍ରେ ମାରି ଲୁଟ ଉଦ୍ୟମ ହୋଇଛି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ପ୍ରଥମ ଲଢ଼େଇ ଆଜିଠୁ: ବୋଲର ଧରିବେ ମହାଟକ୍କର ମଙ୍ଗ
ଚଳିତବର୍ଷର ସବୁଠୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ‘ବର୍ଡର-ଗାଭାସ୍କର୍ ଟ୍ରଫି’ର ପ୍ରଥମ ଲଢ଼େଇ ଶୁକ୍ରବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଏହି ମହାଟକ୍କର ବିଶ୍ବ କ୍ରିକେଟ୍ର ଦୁଇ ଦୁର୍ଦ୍ଧର୍ଷ ତଥା ଲୋକପ୍ରିୟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ।
ରାଜନୀତି
ଆପ୍ ଘୋଷଣା କରିଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣ ପରାଜିତ ପ୍ରାର୍ଥୀ
ଆମ୍ ଆଦ୍ମୀ ପାର୍ଟି(ଆପ୍) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିିଛି। ସମୁଦାୟ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆପ୍।
ଅପରାଧ
ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ସରକାରୀ ଶିକ୍ଷୟିତ୍ରୀ
ରାଜସ୍ଥାନର ଅଲବର ଜିଲ୍ଲାରେ ଜଣେ ସରକାରୀ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି। ଦୁଷ୍କର୍ମକାରୀ ଶିକ୍ଷକଙ୍କୁ ଗିରଫ ପାଇଁ ପୁଲିସ କରୁଛି ଯାଞ୍ଚ।
ମନୋରଞ୍ଜନ
ପୁଅ ଓ ବୋହୂଙ୍କ ସମ୍ପର୍କରେ ଫାଟକୁ ନେଇ ମୁହଁ ଖୋଲିଲେ ଅମିତାଭ
ଅମିତାଭ ବଚ୍ଚନ ଲେଖିଛନ୍ତି, ‘ମୁଁ ମୋ ପରିବାର ବିଷୟରେ ଖୁବ ଅଳ୍ପ ଆଲୋଚନା କରିଥାଏ। କାରଣ ମୁଁ ପରିବାରର ଗୋପନୀୟତା ବଜାୟ ରଖିଥାଏ। ଜୀବନରେ ଭିନ୍ନ ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ହେଲେ ବହୁତ ସାହସ, ଦୃଢ଼ ବିଶ୍ବାସ ଓ ସଚ୍ଚୋଟପଣର ଆବଶ୍ୟକ ହୋଇଥାଏ।