Advertisment
Latest Posts
Advertisment
ଜିଲ୍ଲା
ବିଷ ପିଇ ଜୀବନ ହାରିବା ଉଦ୍ୟମ କଲେ ଆଉ ଜଣେ ଛାତ୍ରୀ; ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ
ଏକତରଫା ପ୍ରେମ ଏଵେ ଜଣେ ନିରୀହ ଛାତ୍ରୀର ଜୀବନ ନେବାକୁ ବସିଛି l ପ୍ରେମରେ ପଡ଼ିଥିବା ଯୁବକର ଅମାନୁଷିକ କାର୍ଯ୍ୟକୁ ସହି ନପାରି ବିଏସସି ନର୍ସିଂ ଛାତ୍ରୀ ଜଣକ ବିଷ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଘଟଣା ଏଵେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛିl
Gallery
ବାଣିଜ୍ୟ
ଆମେରିକା ସହିତ କାରବାର କଲେ ମୁଁ ଶୁଳ୍କ ହ୍ରାସ କରିବି: ଜାପାନ ବାହାନାରେ ବିଶ୍ୱକୁ ଧମକ ଦେଲେ ଟ୍ରମ୍ପ୍
ଆମେରିକା ଏବଂ ଜାପାନ ୫୫୦ବିଲିୟନ ଡଲାରର ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଟ୍ରମ୍ପ୍ ଖୁସି ପ୍ରକାଶ କରି କହିଛନ୍ତି, ଯେ କେବଳ ସେହି ଦେଶମାନଙ୍କୁ ଶୁଳ୍କ ରିହାତି ଦିଆଯିବ ଯେଉଁମାନେ ଆମେରିକା ସହିତ କାରବାର କରିବେ...
ଅପରାଧ
କାର ଉପରକୁ ଗୁଳିମାଡ଼: ବାଇକ୍ରେ ଆସି କାଣ୍ଡ ଭିଆଇଲେ ଦୁର୍ବୃତ୍ତ
ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳି ଯାଇଥିଲା। ଦିନ ଗୋଟାଏ ବେଳେ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ଏକ କାର୍ ଉପ ଆଖିବୁଜା ଗୁଳି ଚଳାଇଥିଲେ....
ମନୋରଞ୍ଜନ
ଜିମ୍ ନଯାଇ ୨୬ କିଲୋଗ୍ରାମ ଓଜନ ହ୍ରାସ କଲେ ବୋନି କପୁର
ଜିମ୍ ନଯାଇ ୨୬ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ବଲିଉଡ ପ୍ରଯୋଜକ ବୋନି କପୁର। ତାଙ୍କର ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ତାଙ୍କ କାମ ପାଇଁ ନୁହେଁ ବରଂ ତାଙ୍କର ନୂତନ ଫିଟନେସ ପାଇଁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।
ପୁନଶ୍ଚ ପୃଥିବୀ
ବିପଦ ବଢ଼ାଉଛନ୍ତି ପରଦେଶୀ ଉଦ୍ଭିଦ
ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।