ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶୋକ ପ୍ରକାଶ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଘଟିଥିବା ଦୁର୍ଘଟଣାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା: ୧୨ ମୃତକଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଘଟିଥିବା ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ୮ ଗୁରୁତର

ଦିଗପହଣ୍ଡି: ମଧ୍ୟରାତ୍ରିରେ ଘଟିଛି ବଡ଼ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି। ଏଥିସହିତ ଦୁଇ ବସ୍‌ର ଅନେକ ଯାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୦ ମୃତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ନିଶାଦ୍ରବ୍ୟ ଚାଲାଣ ନିରୋଧ ଦିବସ ଆଜି; ବ୍ରହ୍ମପୁର ପାଲଟିଛି ଟ୍ରାନ୍‌ଜିଟ ପଏଣ୍ଟ୍‌, ସକ୍ରିୟ ରହିଛନ୍ତି ଅନ୍ତଃରାଜ୍ୟ…

ବ୍ରହ୍ମପୁର: ନିଶାର ମାୟାଜାଲରେ ଛନ୍ଦି ହୋଇଯାଇଛନ୍ତି ଯୁବପିଢ଼ି। କିଏ ନିଶାଦ୍ରବ୍ୟ ଚାଲାଣ କରୁଛି ତ, ଆଉ କାହା ପାଇଁ ନିଶାସେବନ ଅଭ୍ୟାସ ପାଲଟି ଗଲାଣି। ବ୍ରହ୍ମପୁର ସହରରେ ଏବେ ନକଲି ମଦ, ଗଂଜେଇ ଓ ଅଫିମ ପରେ ବ୍ରାଉନ୍‌ସୁଗାର କାରବାରର ଚେର ମଧ୍ୟ ଲମ୍ବିବାରେ ଲାଗିଛି। ପଶ୍ଚିମବଙ୍ଗରୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଷ୍ଟ୍ରପତି ଭିଭି ଗିରିଙ୍କୁ ଭୁଲିଗଲେ, ଶ୍ରାଦ୍ଧ ବାର୍ଷିକୀରେ ବି ମନେପଡ଼ି‌ଲେନି

ବ୍ରହ୍ମପୁର : ବ୍ରହ୍ମପୁରର ଅନ୍ୟତମ ବରପୁତ୍ର, ଦେଶର ଚତୁର୍ଥ ରାଷ୍ଟ୍ରପତି ତଥା ଭାରତରତ୍ନ ଭି.ଭି. ଗିରିଙ୍କ ଶନିବାର ଥିଲା ଶ୍ରାଦ୍ଧ ଦିବସ। ୧୯୮୦ ମସିହା ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା। ଜନ୍ମ ହୋଇଥିଲେ ବ୍ରହ୍ମପୁରରେ, ଦେହତ୍ୟାଗ କଲେ ‌ମାଡ୍ରାସ୍‌(ବର୍ତ୍ତମାନ ଚେନ୍ନାଇ)ରେ। ଆଜିର…
ଅଧିକ ଖବର ଦେଖନ୍ତୁ...

ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ୩ ଦୁର୍ବୃତ୍ତ: ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ପୁଣି ଅଭାବନୀୟ ଘଟଣା ଘଟିଛି। ଏଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହାଣିଛନ୍ତି ୩ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନନ୍ତେଇ ଛକରେ ସନ୍ତୋଷ ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

କ୍ରିପ୍ଟୋ କରେନ୍ସି ନାଁରେ ସାଇବର୍‌ ଠକେଇ: ୧୫ ପର୍ଯ୍ୟାୟରେ ଯୁବତୀଙ୍କଠୁ ଠକିନେଲେ୧୭ ଲକ୍ଷ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ପୁଣିଥରେ ଏକ ବଡ଼ଧରଣର ସାଇବର୍‌ ଠକେଇ ହୋଇଛି। ଅନ୍‌ଲାଇନ୍‌ରେ କ୍ରିପ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ ପରେ ପ୍ରଥମେ ପ୍ରଥମେ ଲୋଭନୀୟ ଫେରସ୍ତ ଦେଲେ। ପରେପରେ ଅଧିକ ଲାଭର ଲୋଭ ଦେଖାଇ ମୋହଗ୍ରସ୍ତ କଲେ ସାଇବର୍‌ ଠକ। ଏପରି ଭାବେ ଜଣେ ଯୁବତୀଙ୍କଠାରୁ ୧୫ଟି…
ଅଧିକ ଖବର ଦେଖନ୍ତୁ...

ଫୋକସ୍‌‌ରେ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନୂଆମୁହଁ ଦେବ ବିଜେପି!

ଶେରଗଡ଼ : ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କାରଣ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ବିଧାୟକ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି। ଫଳ‌ରେ ମୋଟାମୋଟି ଭାବେ କହିବାକୁ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଏ ଯାଏ ଜିତିନି ବିଜେପି; ପ୍ରତିଥର ବଦଳୁଛନ୍ତି ପ୍ରାର୍ଥୀ, ଆଗକୁ କିଏ?

ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ୍‌ କରିଛି ବିଜେପି। ଏଥିପାଇଁ କେନ୍ଦ୍ରୀୟ ନେତା ବାରମ୍ବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ପ୍ରବାସୀ ଭୋଟ୍‌ କିପରି ଟାଣି ହେବ ସେ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଚାଲିଛି। ଏଥିପାଇଁ ସୁରତ ସାଂସଦ…
ଅଧିକ ଖବର ଦେଖନ୍ତୁ...