ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଦିଗପହଣ୍ଡି ଦୁର୍ଘଟଣା: ୨ ନିଷ୍ପାପ ଶିଶୁଙ୍କୁ ଝୁରୁଛି ମୁଜାଗଡ଼ ଗାଁ

ଭଞ୍ଜନଗର:​ ‘ଗୋଟିଏପଟେ ବୋହୂ ଓ ନାତିର ମୃତ୍ୟୁ। ଅନ୍ୟପଟେ ଡାକ୍ତରଖାନାରେ ଜୀବନ ସହ ଲଢ଼ୁଛି ପୁଅ। ମୋ’ପରିବାର ଉପରେ ଦଇବ ‌ଯେମିତି ଦୁଃଖର ପାହାଡ଼ ଲଦିଦେଇଛି। ଆଉ କେତେ ସହିବି’। ଏହି କୋହଭରା ଆବେଦନ ପରିପ୍ରକାଶ କରିବା ବେଳେ ଗୋପାଳଚନ୍ଦ୍ର ପ୍ରଧାନଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ସତରେ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟ୍‌ ରେଞ୍ଜର୍‌: ନଗଦ ୫.୩୯ ଲକ୍ଷ ମିଳିଲାଣି, ଗିରଫ କଲା ଭିଜିଲାନ୍ସ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଟେରିଟରିଆଲ୍ ‌ଫ‌ରେଷ୍ଟ୍ ରେଞ୍ଜ୍ ଅଫିସର୍ ତଥା ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍ ଏକକାଳୀନ ଦିଗପହଣ୍ଡିସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ…
ଅଧିକ ଖବର ଦେଖନ୍ତୁ...

ଚାଳକଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା! ‌ଫେରାର୍‌ ଓଏସ୍‌ଆର୍‌ଟିସି ବସ୍ ଚାଳକ ଗିରଫ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ଗତ ୨୫ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଭୟାବହ ବସ୍ ଦୁର୍ଘଟଣା ପରେ ଫେରାର୍‌ ହୋଇଯାଇଥିବା ଓଏସ୍‌ଆର୍‌ଟିସି ବସ୍ ଚାଳକ ମାନସ ପ୍ରଧାନଙ୍କୁ ଦିଗପହଣ୍ଡି ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ରବିବାର ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ଅତିରିକ୍ତ ପରିବହନ କମିସନର କହିଲେ- ମିନିବସ୍‌ର ଅବସ୍ଥା ଏତେ ଖରାପ ନଥିଲା, ସରକାରୀ ବସ୍…

ଭୁବନେଶ୍ବର/ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବସ୍‌ର ସ୍ଥିତି ନେଇ ଅତିରିକ୍ତ କମିସନର ଲାଲମୋହନ ସେଠୀ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡି ଦୁର୍ଘଟଣା: ସରକାରୀ ବସ ଡ୍ରାଇଭର ଗିରଫ, ଗତକାଲି ଆତ୍ମସମର୍ପଣ କରିଥିଲେ

ବ୍ରହ୍ମପୁର: ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣା ମାମଲାରେ ସରକାରୀ ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଦିଗପହଣ୍ଡି  ଥାନା ପୁଲିସ ତାଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ଗିରଫ କରିଛି। ମାନସ…
ଅଧିକ ଖବର ଦେଖନ୍ତୁ...

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ: ଦିଗପହଣ୍ଡି ରେଞ୍ଜରଙ୍କ ଘରେ ଚଢ଼ଉ, ନଗଦ ୫ ଲକ୍ଷ ଟଙ୍କା ଜବତ

ଦିଗପହଣ୍ଡି: ପୁଣି ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ବ୍ରହ୍ମପୁର ଭିଜିଲାନ୍ସର ୬ଜଣିଆ ଟିମ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ବାହାବେଦିରୁ ଶ୍ମଶାନଘାଟ: ଖଣ୍ଡଦେଉଳି ଓ ମୁଜାଗଡ଼ରେ ସଭିଁଙ୍କ ଆଖିରେ ଲୁହ

ହସଖୁସିର ମାହୋଲ୍ ଓ ବନ୍ଧୁ ପରିଜନଙ୍କ ଭିଡ଼ରେ ସରିଲା ଝିଅ ବାହାଘର। ଆଉ ଝିଅକୁ ଶୁଭବିଦାୟ ଜଣାଇବା ସହ ବରଘର ପକ୍ଷରୁ ଆୟୋଜିତ ଭୋଜିରେ ଯୋଗ ଦେଇ ଫେରୁଥିଲେ କନ୍ୟାଯାତ୍ରୀ। କିନ୍ତୁ ରାସ୍ତାରେ ଛକିଥିଲା ମୃତ୍ୟୁ। ଲୌହଦାନବ ଭଳି ବସ୍ ମାଡ଼ି ଆସି ନିମିଷକରେ ସବୁକିଛି ଛାରଖାର୍ କରିଦେଲା। ଆଉ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ମାଆ ଚାଲିଗଲେ, ବଞ୍ଚିଗଲେ ବାପାପୁଅ

ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ସଂଗୀତା ଡାକୁଆ। ସଂଗୀତା ତାଙ୍କ ସ୍ବାମୀ ମହେଶ୍ବର ଡାକୁଆ ଓ ୪ ବର୍ଷର ପୁଅ ମୋଦିଜିତଙ୍କ ସହିତ ଉକ୍ତ ମିନିବସ୍‌ରେ ଫେରୁଥିଲେ। ଏଥିରେ ସଂଗୀତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପୁଅ ଓ ସ୍ବାମୀ ବର୍ତ୍ତିଯାଇଛନ୍ତି। ପୁଅର ବାମହାତ ଓ…
ଅଧିକ ଖବର ଦେଖନ୍ତୁ...

ସରକାରୀ ବସ୍‌ ଧକ୍କାରେ କନ୍ୟାଯାତ୍ରୀ ବସ୍‌ ଚୂର୍‌ମାର୍‌: ଲୁହରେ ଭିଜିଲା ବାହାଘର ଖୁସି

ବ୍ରହ୍ମପୁର / ଦିଗପହଣ୍ଡି : ବାହାନଗା ରେଳ ଦୁର୍ଘଟଣା ମନରୁ ନଯାଉଣୁ ସୋମବାର ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ପାର୍ଶ୍ବରେ ଗତକାଲି ବିଳମ୍ବିତ ରାତିରେ କନ୍ୟାଯାତ୍ରୀ ମିନିବସ୍‌…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ସମୟରେ ପଞ୍ଚମ ଶ୍ରେଣୀ ଛାତ୍ରକୁ ଟାଣିନେଲା କୁମ୍ଭୀର, ଉଦ୍ଧାର ହେଲା ମୃତଦେହ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଘୋଡାହଡ ନଦୀରେ ଗାଧୋଉଥିବା ବେଳେ ୫ମ ଶ୍ରେଣୀ ଛାତ୍ରକୁ ଏକ କୁମ୍ଭୀର ଟାଣି ନେଇଥିବା ବେଳେ ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଲେ ଖମ୍ବାରୀ ଗାଁ ପଞ୍ଚାୟତ ସେବକ ଟିକରପଡା…
ଅଧିକ ଖବର ଦେଖନ୍ତୁ...