ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗାଁ ସଭାରେ ପରିବାରକୁ ଅପମାନ: ଜୀବନ ହାରିଦେଲେ ପାଳିତା କନ୍ୟା

ଦିଗପହଣ୍ଡି : ଏକ ପ୍ରେମ ବ୍ୟାପାରକୁ ନେଇ ଗାଁ ସଭାରେ ଲଜ୍ଜିତ, ଅପମାନିତ ଓ ଅପମାନିତ ହୋଇଥିବା ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ‌ନେଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ତଥା କେ.ନୂଆଗାଁ ଥାନା ଅଧୀନ ବାରିତୋଳା ଗ୍ରାମରେ ଘଟିଥିବା ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

କାର୍‌ ମଡ଼ାଇ ବିଜେଡି ନେତାଙ୍କୁ ହତ୍ୟା

ଦିଗପହଣ୍ଡି/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଖମ୍ବାରିଗାଁର ଜଣେ ଜଣାଶୁଣା ବିଜେଡି ନେତାଙ୍କୁ କାର୍‌ ମଡ଼ାଇ ହତ୍ୟା କରାଯାଇଛି। ଅଭିଯୁକ୍ତ ମଧ୍ୟ ସେହି ଗାଁର। ଘଟଣା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଦିଗପହଣ୍ଡି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସରପଞ୍ଚ  ତଥା ଜଣାଶୁଣା ବିଜେଡି ନେତାଙ୍କ ମୃତ୍ୟୁ: ଦୁୁର୍ଘଟଣା ନା ହତ୍ୟା!

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ  ଥାନା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ଅଧୀନ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ  ତଥା ଜଣାଶୁଣା ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ତେବେ ଏହା ଦୁର୍ଘଟଣା ନା ତାଙ୍କୁ ଷଡ଼ଯନ୍ତ୍ର କରି ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମର ୧୦୧ ଚାଷୀଙ୍କୁ ମିଳିନି ଖରିଫ ଧାନ ବିକ୍ରି ପ୍ରାପ୍ୟ: ରବିରେ ୧୩୧ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ

ଭୁବନେଶ୍ବର: ଧାନ ବିକ୍ରିର ୨୪ ଘଣ୍ଟାରୁ ସର୍ବାଧିକ ୩ ଦିନ ମଧ୍ୟରେ ଚାଷୀଙ୍କୁ ପ୍ରାପ୍ୟ ମିଳିଯିବା ଉଚିତ। ମାତ୍ର ରାଜ୍ୟରେ ଖରିଫ ସରି ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାର ୧୦୧ ଚାଷୀ ଧାନ ବିକ୍ରି ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି। ଗତ ଫେବ୍ରୁଆରିରେ ଏହି ଚାଷୀମାନେ…
ଅଧିକ ଖବର ଦେଖନ୍ତୁ...

ଜରଡ଼ାଗଡ଼ ରଥଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପାତ୍ରପୁର: ଗଞ୍ଜାମ ଜିଲ୍ଲାର ପାର୍ଥସାରଥିଧାମ ଭାବେ ପରିଚିତ ଜରଡ଼ାଗଡ଼ରେ ରଥଯାତ୍ରା ଆଧ୍ୟାତ୍ମିକମୟ ପରିବେଶରେ ପାଳିତ ହୋଇଯାଇଛି। ଯାତ୍ରାରେ ସୀମାନ୍ତ ଆନ୍ଧ୍ରପ୍ରଦେଶ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଭାଗରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମହାପ୍ରଭୁଙ୍କ ସମସ୍ତ ରୀତିନୀତି…
ଅଧିକ ଖବର ଦେଖନ୍ତୁ...

କୁଲାଡରେ ରଥଯାତ୍ରା, ବଡ଼ଦାଣ୍ଡ ଜନସମୁଦ୍ର

ଭଞ୍ଜନଗର: ଭଞ୍ଜନଗର ନିକଟ ଐତିହ୍ୟସଂପନ୍ନ କୁଲାଡ଼ରେ ଆଧ୍ୟାତ୍ମିକ ପରିବେଶରେ ଶ୍ରୀଜିଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଗ୍ରାମର ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଯାଇଥିଲା। ଭଞ୍ଜବଂଶ ଦାୟାଦ ପ୍ରଶାନ୍ତ ଭଞ୍ଜଦେଓ, ପ୍ରଶାସନିକ ଓ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରୀଜିଉଙ୍କ…
ଅଧିକ ଖବର ଦେଖନ୍ତୁ...

ଅଲାରିଗଡ଼ ରଥଯାତ୍ରାରେ ଜିଲ୍ଲାପାଳଙ୍କ ଛେରା ପହଁରା

ଶେରଗଡ଼: ଶେରଗଡ଼ ବ୍ଲକ୍ ଅଲାରିଗଡ଼ ଗ୍ରାମରେ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥ ପ୍ରତିଷ୍ଠା ପରେ ଶ୍ରୀଜିଉଙ୍କୁ ରଥ ଉପରକୁ ପହଣ୍ଡି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍ ଅତିଥି ଭାବେ ଯୋଗ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ରକ୍ତଶିକୁଳି ରୋଗୀ ସଂଖ୍ୟା

ଭଞ୍ଜନଗର : ବଢ଼ିବାରେ ଲାଗିଛି ରକ୍ତଶିକୁଳି ତଥା ସିକ୍‌ଲସେଲ୍ ରୋଗୀଙ୍କ ସଂଖ୍ୟା। ଏହା ଏକ ବଂଶଗତ ରୋଗ। କ୍ରମାଗତ ଭାବେ ଗତ କିଛିବର୍ଷ ଧରି ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ବ୍ୟବଧାନରେ ରକ୍ତଶିକୁଳି, ଥାଲେସେମିଆ ଓ ହିମୋଫୋଲିଆ ରୋଗୀଙ୍କ…
ଅଧିକ ଖବର ଦେଖନ୍ତୁ...

କେମିତି ଚାଲିବ ଶିକ୍ଷା ବ୍ୟବସ୍ଥା? ଗଞ୍ଜାମରେ ୯ ବ୍ଲକ୍ ଶିକ୍ଷାଧିକାରୀ ପଦବି ଖାଲି

ଛତ୍ରପୁର : ଗୁଣାତ୍ମକ ଶିକ୍ଷାର ବିକାଶ ଓ ପିଲାମାନଙ୍କୁ ଯୁଗୋପଯୋଗୀ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ହାଇସ୍କୁଲ୍‌କୁ ରୂପାନ୍ତରଣ କରି ସ୍ମାର୍ଟସ୍କୁଲ୍‌ରେ ପରିଣତ କରିଛନ୍ତି। ଯେଉଁଠି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ପାଠାଗାର ଓ ଲ୍ୟାବ୍ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଯୋଗାଇଦିଆଯାଉଛି।…
ଅଧିକ ଖବର ଦେଖନ୍ତୁ...

ରାଜମିସ୍ତ୍ରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର, ହତ୍ୟା ମାମଲା ରୁଜୁ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର କନକପାଟଣା ସାହିରେ ଏକ ଭଡ଼ାଘରୁ ଜଣେ ରାଜମିସ୍ତ୍ରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଠାବ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ଯୁଧିଷ୍ଠିର ବେହେରା। ତାଙ୍କ ଶବ ଘରର ଉପରମହଲାର ଚଟାଣରେ ପଡ଼ିଥିବା ବେଳେ କାନ୍ଥରେ ବି ରକ୍ତଛିଟା…
ଅଧିକ ଖବର ଦେଖନ୍ତୁ...