ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମିଆଁମାର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ…
ଅଧିକ ଖବର ଦେଖନ୍ତୁ...

ଖଣି ଫେରସ୍ତର ଗହନ କଥା: ଲାଭ ଆଶାରେ ନେଲେ, କ୍ଷତି ଦର୍ଶାଇ ଫେରାଉଛନ୍ତି

କେନ୍ଦୁଝର: ଖଣି ନିଲାମ ନେବାର ମାତ୍ର ଦୁଇବର୍ଷ ପରେ ଖଣି ଫେରସ୍ତର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଲାଭ ଆଶାରେ ଅତ୍ୟଧିକ ପ୍ରିମିୟମ ଦେଇ ଖଣି ହାତେଇଥିବା ଲିଜ୍‌ଧାରୀ ଏବେ କ୍ଷତି ହେଉଥିବା ଦର୍ଶାଇ ଖଣି ଫେରସ୍ତ ପାଇଁ ଚିଠି ଲେଖୁଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ଉଚ୍ଚ ପ୍ରିମିୟମରେ ଖଣି…
ଅଧିକ ଖବର ଦେଖନ୍ତୁ...

ମଦ୍ୟପାନ କରି ବାଉଳିଚାଉଳି ହେଉଥିଲେ ଶିକ୍ଷକ, ଭୟରେ କ୍ଲାସରୁମ୍‌କୁ ଗଲେନି ଛାତ୍ରଛାତ୍ରୀ

କେନ୍ଦୁଝର: ବିଦ୍ୟାଳୟ ରୂପି ମନ୍ଦିରରେ ଛାତ୍ରଛାତ୍ରୀ ଦେବତା ହେଲେ ଶିକ୍ଷକ ହେଉଛନ୍ତି ପୂଜାରୀ। ଶିକ୍ଷକଙ୍କ ମାର୍ଗଦର୍ଶନରେ ପିଲାମାନଙ୍କର ଭବିଷ୍ୟତ ଗଢ଼ିହେବ। କିନ୍ତୁ ଶିକ୍ଷକ ଯଦି ସକାଳୁ ସକାଳୁ ପେଟ ମଦପିଇ ସ୍କୁଲ ପହଞ୍ଚିବେ, ତାହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେମିତି ହେବ। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ତ୍ୱରାନ୍ଵିତ ହେଉଛି। ତେବେ, ଓଡ଼ିଶା ଉପରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇ ନଥିଲେ ସୁଦ୍ଧା ରାଜ୍ୟ ଉପରେ ମୌସୁମୀର ପ୍ରଭାବ ଦୁର୍ବଳ ଅବସ୍ଥାରେ ରହିଛି। ଅନ୍ୟପଟେ ବାୟୁମଣ୍ଡଳର ୧.୫ କିମି ଉଚ୍ଚତାରେ ଏକ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

କେନ୍ଦୁଝର: ବକେୟା ବିଲ୍‌ ପାଇଁ କେନ୍ଦୁଝର ଆୟୁର୍ବେଦିକ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ଦେବାଶିଷ ମହାପାତ୍ର ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ସରକାର ଜୁନ୍‌ ମାସରେ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଦେଶରୁ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି। ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ଗତକାଲି (ସୋମବାର) ଠାରୁ ଦକ୍ଷିଣ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାରଣରୁ ଓଡ଼ିଶାରୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୫ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟ ଉପରେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନଥିବା ବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ…
ଅଧିକ ଖବର ଦେଖନ୍ତୁ...

ବୈତରଣୀ ନଦୀକୂଳ ଜାମୁ ଗଛରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି। ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ରହିଥିବାବେଳେ ଏକ ନୂଆ…
ଅଧିକ ଖବର ଦେଖନ୍ତୁ...

ଝିଅଘରୁ ଫେରୁଥିଲେ, ନଦୀରେ ବୁଡ଼ିଗଲେ ବୃଦ୍ଧା

ତେଲକୋଇ: ଝିଅଘରୁ ଫେରୁଥିବାବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଶିବନାରାୟଣପୁରଗୋଡ଼ା ପଞ୍ଚାୟତ କମଳାଙ୍ଗ-ରାମଚନ୍ଦ୍ରପୁର ଗ୍ରାମ ନିକଟରେ ସମାକୋଇ ନଦୀରେ ବୁଡ଼ି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତକଜଣକ ହେଲେ କମଳାଙ୍ଗ ଗ୍ରାମ ମୁଣ୍ଡାସାହିର ନଟ ମୁଣ୍ଡାଙ୍କ ପତ୍ନୀ ସାବିତ୍ରୀ ମୁଣ୍ଡା…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଚାଳକଙ୍କୁ ଚାଲାଣ ଡର: ସାତମାସରେ କଟିଲାଣି ୪୦ ହଜାର ଇ-ଚାଲାଣ

କେନ୍ଦୁଝର: ଗାଡ଼ି ଚାଳକଙ୍କୁ ଡର ଇ-ଚାଲାଣ। ରାସ୍ତାରେ ଟିକେ ଏପଟସେପଟ ହେଲେ କଟୁଛି ଚାଲାଣ। ପ୍ରତିମାସରେ ହଜାରହଜାର ଇ-ଚାଲାଣ କଟୁଥିଲେ ମଧ୍ୟ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ସାତମାସ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୩୯ ହଜାର…
ଅଧିକ ଖବର ଦେଖନ୍ତୁ...