ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ୍‌

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା-ବାମେବାରି ରାସ୍ତାର ଧନୁର୍ଜୟପୁର କଣ୍ଡରାପଶିଠାରେ ଏକ ଟ୍ରକ୍‌ (ଓଡି-୦୯-ଜି-୮୭୫୫) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେବାରୁ ଖୁଣ୍ଟ ଭାଙ୍ଗିଯାଇଛି। ଚାଳକଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଏସ୍‌ଡବ୍ଲୁର ସ୍ଲରି ପାଇପ୍‌ଲାଇନ୍‌ ପାଇଁ ଗଛ ବଳି

କେନ୍ଦୁଝର: ଜେଏସ୍‌ଡବ୍ଲ୍ୟୁର ସ୍ଲରି ପାଇପ୍‌ଲାଇନ୍‌ ବିଛାଇବା ପାଇଁ ହଜାର ହଜାର ଗଛ କାଟି ଦିଆଯାଇଛି। ସବୁଜାଣି ସରକାରୀ କଳ ଚୁପ୍‌ ବସିଛି। ଜୀବିକା ଚାଲିଯିବା ଭୟରେ ସ୍ଲରି ପାଇପ୍‌ଲାଇନ୍‌କୁ କେନ୍ଦୁଝରର ଯୁବଗୋଷ୍ଠୀ ବିରୋଧ କରୁଥିବା ବେଳେ ବ୍ୟାପକ ଗଛକଟା ଯୋଗୁଁ ଜିଲ୍ଲାର ପରିବେଶ ଉପରେ…
ଅଧିକ ଖବର ଦେଖନ୍ତୁ...

ସୁନୀତାଙ୍କୁ ହତ୍ୟା ଘଟଣା: ସ୍ବାମୀ ସୁରେଶଙ୍କୁ ନେଇ ହତ୍ୟାକାଣ୍ଡର ପୁନଃଦୃଶ୍ୟାୟନ କଲା ପୁଲିସ

ବାଂଶପାଳ: ସୁନୀତା ଘଣାଙ୍କ ମୃତ୍ୟୁ ଘଟଣାରେ ପୁଲିସ ତାଙ୍କ ସ୍ବାମୀ ସୁରେଶ ପରିଡ଼ାଙ୍କୁ ନୟାକୋଟ ଥାନା ବସନ୍ତପୁର ନିକଟ ବୈତରଣୀ ନଦୀକୂଳରୁ ଶବ ଉଦ୍ଧାର ହୋଇଥିବା ସ୍ଥାନକୁ ନେଇ ହତ୍ୟାକାଣ୍ଡର ପୁନଃଦୃଶ୍ୟାୟନ କରିଛି। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତାରୁ ସୁନୀତାଙ୍କୁ ସୁପାରି କିଲରଙ୍କ…
ଅଧିକ ଖବର ଦେଖନ୍ତୁ...

ରୂପାନ୍ତରୀକରଣ କାର୍ଯ୍ୟରେ ଅନିୟମିତତା, ବିଦ୍ୟାଳୟରେ ତାଲା

ଆନନ୍ଦପୁର: ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ନହେବା ତଥା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ଆନନ୍ଦପୁର ପୌରାଞ୍ଚଳର ୧ନମ୍ବର ୱାର୍ଡ ପଦ୍ମପୁର ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଓଲଟି ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଚମ୍ପୁଆ: ଟ୍ରାକ୍ଟର ଓଲଟି ପଡ଼ିବାରୁ ଚମ୍ପୁଆ ଥାନା ଅଧୀନ ବଡ଼ନଈ ଗ୍ରାମର ଗଦା ଚାତମ୍ବା (୨୦) ଙ୍କ ମୃତ୍ୟୁ ହୋଇଛି। ପଳଶା ଗ୍ରାମର  ଟ୍ରାକ୍ଟର ମାଲିକଙ୍କ ଘରକୁ ସେ ଗାଡ଼ି ନେଇ ଯାଉଥଲେ। ନିୟନ୍ତ୍ରଣ ହରାଇବାରୁ ତାହା ଓଲଟି ପଡ଼ିବାରୁ ସେ ତଳେ ଚାପି ହୋଇ ରହିଯାଇଥିଲେ। ଟ୍ରାକ୍ଟରରେ ଥିବା…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଳୁନି ଦରମା

କେନ୍ଦୁଝର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀଙ୍କ ୭ ମାସର ଦରମା ମିଳୁନାହିଁ। ଯେଉଁ ସଂସ୍ଥା ଏହାକୁ ଆଉଟ ସୋର୍ସିଂରେ ନେଇଛି, ଦରମା କଥା କହିଲେ ଧରାଛୁଆଁ ଦେଉନାହିଁ। ଫଳରେ ଅତି ସ୍ବଳ୍ପ ଦରମା ପାଉଥିବା ଏହି କର୍ମଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଯୋଡ଼ା: ଯୋଡ଼ା ସହରର ଏନ୍‌ଏସି ଗେଟ ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ସୁବାସିନୀ ଦାସ (୪୨)। ସେ ଶାସ୍ତ୍ରୀନଗରରେ ରହୁଥିଲେ। ସୁବାସିନୀ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଦୋକାନକୁ ଯାଇଥିଲେ। ରାସ୍ତା ଅତିକ୍ରମ କରିବା ସମୟରେ ଏକ ବାଇକ୍ ଦ୍ରୁତ ଗତିରେ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୧୧ ଅସୁସ୍ଥ: ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି

ହାଟଡ଼ିହି: ଖାଦ୍ୟରେ ବିଷକ୍ରିୟା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ୧୧ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଓ ୫ ଜଣ ବୟସ୍କ ରହିଛନ୍ତି। ସୂଚନାରୁ ଜଣା ଯାଇଛି ଯେ ହାଟଡ଼ିହି ବ୍ଲକ ଅମୃତପୁର ଗାଁର  ଗୋପୀନାଥ ଦାସଙ୍କ ଗୋଟିଏ ପରିବାରର ୧୧ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ; ୧୨ ଜିଲ୍ଲାକୁ ଅରେଞ୍ଜ; ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିମଧ୍ୟରୁ ୧୨ଟି…
ଅଧିକ ଖବର ଦେଖନ୍ତୁ...

ଫିଟୁଛି ମା ତାରିଣୀଙ୍କ ନଡ଼ିଆ ନଷ୍ଟ ଗୁମର: ଟେଣ୍ତର ନିୟମର ହୋଇଥିଲା ଖୋଲା ଉଲ୍ଲଂଘନ

ଘଟଗାଁ: ଫିଟୁଛି ମା ତାରିଣୀଙ୍କ ନଡ଼ିଆ ନଷ୍ଟ ପଛର ଗୁମର। ପୂର୍ବତନ ନିଲାମଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫ ବର୍ଷ ଧରି ଦେବୋତ୍ତର ବିଭାଗର ଜଣେ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ନେଇ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ସମ୍ପୃକ୍ତ ପୂର୍ବତନ ନିଲାମଧାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...