ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଭୂଲେଖରେ ଦିଶୁନି ହାତୀବାରି ଗାଁ: କିସମ ପରିବର୍ତ୍ତନ ପାଇଁ ଦାବି

ଜୟପୁର: ଭୂଲେଖରେ ଦିଶୁନି ଜୟପୁର ବ୍ଲକର ଉମୁରୀ ପଞ୍ଚାୟତର ହାତୀବାରି ଗାଁ। କାରଣ ଗ୍ରାମବାସୀ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପେନାଙ୍ଗୀ ‘ଖ’ ସଂରକ୍ଷିତ ଜଙ୍ଗଲ ଓ ରାଜସ୍ବ ଜମିରେ ଘର ନିର୍ମାଣ କରି ରହି ଆସୁଛନ୍ତି। ଫଳ ସ୍ବରୁପ ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ…
ଅଧିକ ଖବର ଦେଖନ୍ତୁ...

କ୍ରେତାଙ୍କୁ ହସ୍ତାନ୍ତର ପୂର୍ବରୁ ୨୫୨ କିଲୋ ଗଂଜେଇ ସହ ଧରାପଡ଼ିଲେ ବିକ୍ରେତା

ଜୟପୁର: ଜୟପୁର ସଦରଥାନା ପୁଲିସ କ୍ରେତାଙ୍କୁ ଗଂଜେଇ ହସ୍ତାନ୍ତର କରିବା ପୂର୍ବରୁ ବିକ୍ରେତା ଜୟପୁର ସଦରଥାନା ପୁଲିସ ହାତ‌ରେ ଧରା ପଡ଼ିଛି। ୨୫୨କିଲୋ ଗଂଜେଇ ଜବତ କରି ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବୈପାରୀଗୁଡା ଥାନା ଅର୍ନ୍ତଗତ କୁମ୍ବିଗୁଡା ଗାଁର ଭଗୁ ମାଝୀ(୪୬)।…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ମୟ ହେଲା ସହରରୁ ଗାଁ

ଜୟପୁର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ ତାରିଖରେ ଲୋକାର୍ପଣ ହେବ। ଏଥି ପାଇଁ ଜୟପୁର ସହରର ସମସ୍ତ ୱାର୍ଡରେ ବୁଲୁଛି ୨ଟି ଅର୍ପଣ ରଥ। ଆସନ୍ତା କାଲି  ପର୍ଯ୍ୟନ୍ତ ଜୟପୁର ପୌରପାଳିକାର ସମସ୍ତ ସାହିରେ ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ ପରିକ୍ରମ ପ୍ରକଳ୍ପ ଅର୍ପଣ ରଥ।…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର- ଓଡ଼ିଶା ସୀମାରୁ ୧୯୧ କିଲୋ ୭୦୦ ଗ୍ରାମ୍ ଗଞ୍ଜେଇ ଜବତ

କୋରାପୁଟ: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଚଟୱା ଏବଂ ଜୋଲାପୁଟ ସୀମାରେ ୧୯୧ କିଲୋଗ୍ର‌ାମ୍ ୭୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ନନ୍ଦପୁର ଉପଖଣ୍ଡ ଅଧୀନରେ ପାଡ଼ୁଆ ଥାନା ଅଞ୍ଚଳରୁ ୮୮ କିଲୋଗ୍ର‌ାମ୍ ଓ ମାଛକୁଣ୍ଡ ଥାନା ଅଞ୍ଚଳରୁ ୧୦୩ କିଲୋଗ୍ରାମ ୭୦୦ ଗ୍ରାମ ଗଞ୍ଜେଇ…
ଅଧିକ ଖବର ଦେଖନ୍ତୁ...

ପୁପୁଗାଁ ମେଗା ଜଳସେଚନ ପ୍ରକଳ୍ପ: ୨୦୨୫ସୁଦ୍ଦା ସରିବା ନେଇ ଆଶଙ୍କା

ଜୟପୁର:  ପ୍ରତ୍ୟେକ ଘରେ ପିଇବା ପାଇଁ ପାଣି ଯୋଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର  ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ। ଜୟପୁର ବ୍ଲକର ୨୨ଟି ପଂଚାୟତର ୩୯୮ଟି ଗାଁକୁ  ୨ଟି ମେଗା ଜଳଯୋଗାଣ ପ୍ରକଳ୍ପରେ ଯୋଗାଇବାକୁ ଯୋଜନା କରାଯାଇଛି।  ଉପରଇନ୍ଦ୍ରାବତୀ ଡ୍ୟାମର ପାଣିକୁ  ନେଇ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଯୁବ ଦିବସରେ ୨୭ କରସେବକ ସମ୍ବର୍ଦ୍ଧିତ

ଜୟପୁର: ଯୁବମାନସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀରେ ଆବାହକ ସୁଧାଂଶୁ ‌ଶେଖର ଜେନାଙ୍କ ଆବାହକତ୍ବରେ ସଂଧ୍ୟା ଫଙ୍କସନ୍ ହଲ ପରିସରରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ଜୟପୁର, ବୋରିଗୁମ୍ମା, କୁମୁଲି .କାମତା, ନାରିଗାଁ, ବିସିଂହପୁର ଆଦି ଅଂଚଳର ୨୭ଜଣ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏସ୍‌ସି, ଓବିସି ବର୍ଗଙ୍କ ପାଇଁ ଦେୟମୁକ୍ତ ୟୁପିଏସ୍‌ସି କୋଚିଂରେ ନାମଲେଖା ଆରମ୍ଭ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡକ୍ଟର ଆମ୍ବେଦକର ସେଣ୍ଟର ଅଫ୍ ଏକ୍ସଲେନ୍ସ (ଡିଏସିଇ)ରେ ଗତ ୧୦ ତାରିଖ ଠାରୁ ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଦେୟମୁକ୍ତ ୟୁପିଏସସି କୋଚିଂର ଦ୍ୱିତୀୟ ବ୍ୟାଚ୍ ପାଇଁ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ମକରସଂକ୍ରାନ୍ତି ପାଇଁ ବଜାର‌କୁ ଆସିଲା ଗୁଡି: ସରକାରୀ ନିର୍ଦ୍ଦେଶ ଓ କଟକଣା କାର୍ଯ୍ୟକାରୀ ହେବ ତ?

ଜୟପୁର: ମକର ସଂକ୍ରାନ୍ତି ଓଡ଼ିଶାର ଗଣପର୍ବ ଭାବେ ପାଳନ କରାଯାଏ। ଦକ୍ଷିଣ ଓଡ଼ିଶାର ଜୟପୁର ସହରରେ ଏହାର ପରମ୍ପରା ଓ ବିଶେଷତ୍ବ ବେଶ୍ ଅଧିକ ରହିଛି। ତେବେ ମକର ସଂକ୍ରାନ୍ତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଧି ହେଉଛି ଗୁଡ଼ି ଉଡ଼ାଇବା। କୁହାଯାଏ ଗୁଡ଼ି ଉଡ଼ାଇବା ପାଇଁ ଏହି ସମୟ ପାଇଁ ଅନୁକୂଳ ଅଟେ।…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ୮୭ହଜାର ୨୮୦ହେକ୍ଟର ଜମିରେ ହେବ ରବି ଚାଷ

ଜୟପୁର: ରବି ଚାଷ ପାଇଁ ଗୋଟିଏ ପଟେ ଚାଷୀ ମୁଣ୍ଡରେ ପଗଡ଼ି ଭିଡିବା ସହ ଜମିରେ ଓହ୍ଲାଇ ପଡ଼ିଛି। ସରକାରୀ ବିହନ ଓ ସାର ପାଇଁ ଅପେକ୍ଷା ନ କରି ହାଇବ୍ରୀଡ ବିହନ, ଘରୋଇ କଂପାନୀ ଗୁଡିକ ନିକଟରୁ ରାସୟନିକ ସାର ଆଣି ଜମିରେ ପକାଇ ଚାଷ କାମ ଆରମ୍ଭ କରିସାରିଲାଣି। ହଳକୁ ଅପେକ୍ଷା କରିବା ବଦଳରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାର ୩ଲକ୍ଷ ୭୦ହଜାର ହିତାଧିକାରୀ ପାଇବେ ୪ମାସର ଅଗ୍ରୀମ ଚାଉଳ

ଜୟପୁର: ଦେଶରେ କେହି ଭୋକରେ ରହିବେ ନାହିଁ । ସେଥିପାଇଁ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହୋଇଛି। କେନ୍ଦ୍ରସରକାରଙ୍କ ନୂତନ ସମନ୍ବିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏନଏଫଏସଏ ହିତାଧିକାରୀଙ୍କୁ ଅର୍ଥାତ୍ ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ) ପରିବାର ଏବଂ ପ୍ରାୟୋରିଟି ହାଉସହୋଲ୍ଡ (ପିଏଚଏଚ) ଓ…
ଅଧିକ ଖବର ଦେଖନ୍ତୁ...