ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

କୋଟିଆରେ ଉଡ଼ିଲା ୱାଇଏସ୍‌ଆର୍‌ କଂଗ୍ରେସ ଝଣ୍ଡା

କୋରାପୁଟ/ପଟାଙ୍ଗି: ନୂଆବର୍ଷର ପ୍ରଥମ ଦିନରେ କୋଟିଆରେ ରାଜନୀତିର ମଞ୍ଜି ବୁଣିଲା ଆନ୍ଧ୍ର। ୪ମାସ ପରେ ହେବାକୁ ଥିବା ନିର୍ବାଚନ ସମୟରେ ଏଠାରୁ ଭୋଟ ଉତ୍ପାଦନ ପାଇଁ ଯୋଜନା କରିଛି। ଏଥିପାଇଁ ଆନ୍ଧ୍ର ଏଜେଣ୍ଟ ଏବଂ ସମର୍ଥକ ଆଜି ଗାଁ ଗାଁ ବୁଲିଛନ୍ତି। ଶାସକ ଦଳ ୱାଇଏସ୍‌ଆର୍‌ କଂଗ୍ରେସର…
ଅଧିକ ଖବର ଦେଖନ୍ତୁ...

ଘନ କୁହୁଡ଼ି ହେଲା କାଳ, ଚାରିଘେରା ମାରି ବିଶାଖାପାଟଣାରୁ ଭୁବନେଶ୍ବର ଫେରିଗଲା ବିମାନ

ଜୟପୁର: ଗତ ପ୍ରାୟ ଏକ ସପ୍ତାହ ହେବ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେଉଛି। ସକାଳ ପ୍ରାୟ ୯ ଟା ପର୍ଯ୍ୟନ୍ତ ଏହି ଘନ କୁହୁଡି ଅନୁଭୁତ ହେଉଛି। ଜୟପୁର ଉପଖଣ୍ଡରେ ଅଧିକା ଦେଖିବାକୁ ମିଳିଛି। କୁହୁଡି ରେ ଲୋକେ ସକାଳୁ ମର୍ଣ୍ଣିଙ୍ଗ ୱାକ ଯିବା ପାଇଁ ସୁରକ୍ଷିତ ମଣୁନାହାନ୍ତି । କୌଣସି…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ଚିଠି, ସାଂସଦଙ୍କ ପ୍ରଶ୍ନରେ ସୀମିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନରେ ବାଧକ କିଏ? ଏହାକୁ ନେଇ ଏବେ ସହରବାସୀଙ୍କ ମନରେ ଉଠିଛି ପ୍ରଶ୍ନ । ଗତ କିଛି ବର୍ଷ ଧରି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ, ଜୟପୁର ପ୍ରେସ କ୍ଲବ ପକ୍ଷରୁ ବି ଦାବି ଜାରି ରହିଛି।…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତ ଗାଁରେ ଦ୍ବୈତ ଶାସନ: ନଁା ଲେଖା ଓଡ଼ିଶାରେ, ପାଠପଢ଼ା ଆନ୍ଧ୍ର ସ୍କୁଲରେ

ଶ୍ରୀକାନ୍ତ ସାହୁ କୋରାପୁଟ: ଆନ୍ଧ୍ରକୁ ନିକଟ, କୋରାପୁଟକୁ ଦୂର। ଶିକ୍ଷା, ସ୍ବାସ୍ଥ୍ୟ, ଜୀବନଜୀବିକା ସବୁ ପାଇଁ ଆନ୍ଧ୍ର ହିଁ ଭରସା। ବିକାଶ ପାଇଁ ଓଡ଼ିଶା ଯାହା କରିଛି ତାକୁ ଚ୍ୟାଲେଞ୍ଜ୍ କରି ଆନ୍ଧ୍ର ଦୁଇ ଗୁଣା ସୁବିଧା ସୁଯୋଗ ଅଜାଡ଼ି ଦେଇଛି। ଯେଉଁଥି ପାଇଁ ଓଡ଼ିଶାରେ ରହି ଆନ୍ଧ୍ର ଉପରେ…
ଅଧିକ ଖବର ଦେଖନ୍ତୁ...

ସିଟି ବସ୍ ନିଆଁ ଲାଗିବା: ମନୁଷ୍ୟକୃତ ନେଇ ଏତଲା ଦେଲେ ଇଓ

ଜୟପୁର: ଜାତୀୟ ରାଜପଥ କଡ ଜୀବନ ବୀମା କାର୍ଯ୍ୟାଳୟ ପାର୍ଶ୍ବରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ୨୦ଟି ସିଟି ବସ୍ ମଧ୍ୟରୁ ଗତ କାଲି ଆଉ ଗୋଟିକରେ ନିଆଁ ଲାଗିଥିଲା। ଖବର ପାଇ ସହକାରୀ ଅଗ୍ନିଶମ ଅଧିକାରୀ ସୁରେଶ ବାରିକ ସଦଳବଳେ ଯାଇ ନିଆଁ ଲିଭାଇଥିଲେ। ଗତ ନଭେମ୍ବର ମାସରେ ୨ଟି ବସରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥସାଗର ପୁନଃରୁଦ୍ଧାର ପ୍ରସଙ୍ଗ: ହାଲ୍ ଅନୁଦାନ ୬କୋଟିର ସରିଲା ଟେଣ୍ଡର, ଚୁକ୍ତିନାମାକୁ ଅପେକ୍ଷା

ଜୟପୁର: ସହରବାସୀଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନାଥ ସାଗର ୩୦୦ ଏକରର ପରିଧିର ସାଗର ଧିରେ ଧିରେ ସଂକୁଚିତ ହେବା ସହ ପଙ୍କ, ସହରର ନାଳନର୍ଦ୍ଦମା ମାଟିରେ ପୋତି ହୋଇଯାଇଛି। ପୁନଃରୁଦ୍ଧାର ପାଇଁ ପୌରପାଳିକା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ହାଲ ଅନୁଦାନର ୬କୋଟିର ଟେଣ୍ଡର ସରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥସାଗରକୂଳରୁ ୪୩ ପରିବାର ସ୍ଥାନାନ୍ତରକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଲା, ଜମି ଖୋଜା ଜାରି

ଜୟପୁର: ଜଗନ୍ନାଥ ସାଗରର ଚତୁଃପାର୍ଶ୍ବ ଜବରଦଖଲ ଉଛେଦ କରିବାକୁ ୨ବର୍ଷ ତଳେ ଏନଜିଟି (ଜାତୀୟ ସବୁଜ୍ ଟ୍ରିବ୍ୟୁନାଲନ) ନିର୍ଦେଶ ଦେଇଥିଲେ। ୨ବର୍ଷ ପରେ କୋର୍ଟର ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି ଜୟପୁର ପୌରପାଳିକା । ସାଗର ପାର୍ଶ୍ବ ତଥା ଚନ୍ଦନବାଡ଼ ହାଇସ୍କୁଲ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

କାଗଜପତ୍ରରେ ଚାଲିଛି ମଣ୍ଡିରେ ଧାନ କିଣା 

ଜୟପୁର: କାଗଜପତ୍ରରେ ଚାଳିଛି ମଣ୍ଡି। ମଣ୍ଡିକୁ ଚାଷୀଙ୍କୁ ଆଉ ଧାନ ନେଇ ଯିବାକୁ ପଡ଼ୁନି କି ସେହି ମାତ୍ରାରେ ଧାନ ବି ମଣ୍ଡିକୁ ଆସୁଥିବା ଦେଖିବାକୁ ମିଳିନି। କାଁଭାଁ ଅଳ୍ପ ଧାନ ମଣ୍ଡିକୁ ଆସିଲେ ହେଲା। କିନ୍ତୁ ଚାଷୀ ବିନା ଧାନ ଆଣି ମଣ୍ଡିରେ ଭାଗ ନେଉଛନ୍ତି। କ୍ରୟକାରୀ ସଂସ୍ଥାର ଡିଇଓ ମାନେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଡିଏଚଏଚ ୫ବର୍ଷ ପୂରିଲା: କାର୍ଯ୍ୟକ୍ଷମ ହେଉନି ସିଟିସ୍କାନ

ଜୟପୁର: ଗତ ୫ବର୍ଷ ତଳେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୋରାପୁଟରୁ ଜୟପୁରକୁ ଆସିଥିଲା। ଜୟପୁର–ବୋରିଗୁମ୍ମା ଜାତୀୟ ରାଜପଥର ଉମୁରୀ ପଂଚାୟତର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓଶିଶୁ କଲ୍ୟାଣ ୱାର୍ଡକୁ  ଏହାକୁ ସ୍ଥାନାନ୍ତର ହୋଇଥିଲା। ଆଶା ଥିଲା ଧାର୍ଯ୍ୟସଂଖ୍ୟକ ବିଶେଷଞ…
ଅଧିକ ଖବର ଦେଖନ୍ତୁ...

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦଯାପିତ: ୧୮.୫୮କୋଟି ଟଙ୍କାର ବ୍ୟବସାୟ

ଜୟପୁର: ଦଶହରା ପଡ଼ିଆରେ ଆୟୋଜିତ  ଆଂଚଳିକ କୃଷି ଯନ୍ତ୍ରପାତି ମେଳା ଶନିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଗତ ୨୬ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ  ୧୮କୋଟି ୫୮ଲକ୍ଷ ୭୬ହଜାର ୬୨୫ଟଙ୍କାର ବ୍ୟବସାୟ ହୋଇଛି। ମେଳାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୬୧ଜଣ ଚାଷୀ ୫କୋଟି ୩୩ଲକ୍ଷ…
ଅଧିକ ଖବର ଦେଖନ୍ତୁ...