ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଗାଁରେ ଭାଲୁ ଆତଙ୍କ: ଜଙ୍ଗଲକୁ ଘଉଡ଼ାଇପାରୁନି ବନ ବିଭାଗ

ଜୟପୁର: କୋରାପୁଟ ଜିଲ୍ଲା କୁମୁଲିପୁଟ ଓ ବିଜେ ଗ୍ରାମରେ ପୁଣି ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ସେଠାରେ ୪ଟି ଭାଲୁ ଗତ କିଛି ଦିନହେବ ଆତଙ୍କ ଚଳାଇଥିଲେ। ସେମାନେ ଗାଁ ଛାଡ଼ି ଯାଉନଥିଲେ। ଗତ କିଛି ଦିନ ହେଲା ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ଭିତରକୁ ଚାଲି ଆସିଥିଲେ। ସେଥିମଧ୍ୟରୁ ଗୋଟିଏ ମାଈ…
ଅଧିକ ଖବର ଦେଖନ୍ତୁ...

ଘଞ୍ଚ ଜଂଗଲ ଭିତରେ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ: ପର୍ଯ୍ୟଟକଙ୍କୁ ଡାକୁଛି କୁଲାବେଡ଼ା ଜଳପ୍ରପାତ

ବୈପାରିଗୁଡ଼ା(ଅମରେନ୍ଦ୍ର ପରିଚ୍ଛା): କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଠାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳୀ। ସେଥିମଧ୍ୟରୁ ପ୍ରସିଦ୍ଧ ଗୁପ୍ତେଶ୍ବର, ଶିରିବେଡା, ବାଙ୍କୁଲି, ଗୁମ୍ମାଝରଣକୁ ଛାଡ଼ି ଦେଲେ ଅନ୍ୟ ସ୍ଥାନଗୁଡ଼ିକ ଲୁକାୟତ ଅବସ୍ଥାରେ ରହିଛି। ଅତି କମ୍ ଲୋକ ଏହିଭଳି ପର୍ଯ୍ୟଟନସ୍ଥଳ…
ଅଧିକ ଖବର ଦେଖନ୍ତୁ...

ସହାୟତା ପାଇଁ ୫ବର୍ଷ ହେଲା ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ଚଇତି ମାଳି

ଜୟପୁର: ଗତ ୫ବର୍ଷ ହେ‌ବ ବବାର୍ଦ୍ଧକ୍ୟ ଭତ୍ତା ଓ ପକ୍କାଘର ଖଣ୍ଡିକ ପାଇଁ ଆବେଦନ କରି କରି ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକକୁ ଦୌଡି ନୟାନ୍ତ ହେବା ପରେ ବି ଭତ୍ତା କିମ୍ବା ସରକାରୀ ଯୋଜନା ପାଇବାର ସୁଫଳ ପାଇପାରୁ ନାହାନ୍ତି ଜଣେ ଯୋଗ୍ୟ ହିତାଧିକାରୀ ବୃଦ୍ଧା। ଭତ୍ତା ଓ…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର‌ ଲୋକେ

ବୈପାରିଗୁଡ଼ା: ପିଲାଟି ଦିନରୁ ବାପା-ମା’ଙ୍କୁ ହରାଇ ଥିବା ଗରିବ ଆଦିବାସୀ ଝିଅକୁ ହତ୍ୟା କରାଯାଇ ଏକ ନିମଗଛରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ବଡ଼ଭାଇ। ଝିଅଟି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ନୂଆ ଘସର୍ଡା ଗ୍ରାମର ଗୌରୀ ମାଝୀ (୧୯)। ସେ ଜଣେ ଗରିବ ଆଦିବାସୀ ଝିଅ…
ଅଧିକ ଖବର ଦେଖନ୍ତୁ...

ଜାପାନ ପଦ୍ଧତିରେ ନୂଆ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ, ଲାଗିଲା ୮ ହଜାର ଗଛ

ଜୟପୁର: ଜାପାନ ପଦ୍ଧତିରେ ନୂଆ ଜଙ୍ଗଲ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମକାପୁଟ ନିକଟରେ ମିୱାୱାକି ଫରେ‌ଷ୍ଟ କ୍ୟାମ୍ପା ୧ମିଟର ଓସାରକୁ ୧ମିଟର ଲମ୍ବରେ ସାଢ଼େ ୨ଏକର ପରିଧିରେ ୯୦ରକମର ୮ହଜାର ଔଷଧୀୟ, ଫଳନ୍ତି  ଓ ଫୁଲ ବୃକ୍ଷ ଲାଗିଛି । ଏହା ପରିସରରେ  ଚାଳିବା  ପାଇଁ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ଭୋଗୀ, ଆଜି ପୋଙ୍ଗଲ୍

ଜୟପୁର: ଆଉ ଦିନକ ପରେ ତେଲୁଗୁ ସଂପ୍ରଦାୟର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି ତଥା ପୋଙ୍ଗଲ। ଏଥିପାଇଁ ଉତ୍ସବମୁଖର ଜୟପୁର ସହର। ଏହି ଅବସରରେ ରବିବାର ମଧ୍ୟରାତ୍ରିରୁ ଭୋଗୀ ଉତ୍ସବ ପାଳନ କରାଯାଇଛି। ସହରର ବିଭିନ୍ନ ସାହିରେ ଭୋଗି ଜାଳିବା ସହ ନାଚଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ।…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ, ଶୌଚାଳୟ ଲୋକାର୍ପଣ

ଜୟପୁର: ବହୁ ପ୍ରତିକ୍ଷୀତ ଖଜୁରବନ୍ଧର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପୌରପାଳିକା ପକ୍ଷରୁ କରାଯାଇ ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ ନାଁରେ ନାମିତ କରାଯାଇଛି। ଏହାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକାର୍ପଣ କରିଛନ୍ତି। ଏହା ପରିସରରେ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୭ ଓ ୨୨ରେ ଦେଶୀ-ବିଦେଶୀ ମଦ ବିକ୍ରି ବନ୍ଦ କରିବାକୁ ଉଠିଲା ଦାବି

ଜୟପୁର: ୧୭ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ସେହିଭଳି ୨୨ତାରିଖ ଦିନ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ। ଉଭୟ ଉତ୍ସବକୁ ନେଇ ରାଜନୈତିକ ନେତାମାନେ ମଧ୍ୟ ବେଶ ଉତ୍ସାହିତ ହେବା ସହ ଶୁଭେଚ୍ଛାବାର୍ତ୍ତାର ଭିଡିଓ ଭାଇରାଲ କରିବା ସହ ଦେଶୀ ଓ ବିଦେଶୀ…
ଅଧିକ ଖବର ଦେଖନ୍ତୁ...

ମୀନାପାଇ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ୍‌: ଜାତୀୟ ରାଜପଥ ଅବରୋଧ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ୩୨୬ ନଂ ଜାତୀୟ ରାଜପଥ  ମୀନାପାଇ ଘାଟିରେ ଭାରସାମ୍ୟ ହରାଇ ଏକ କାଠ ବୋଝେଇ ଟ୍ରକ୍‌ ଓଲଟିଛି। ତଳେ କାଠ ପଡ଼ି ଜାତୀୟ ରାଜପଥ ଅବରୋଧ ହୋଇଯାଇଛି। ଏହାଫଳରେ ଉଭୟ ପଟେ ବହୁ ଗାଡ଼ିମୋଟର ଅଟକିଛି।
ଅଧିକ ଖବର ଦେଖନ୍ତୁ...

କୋମାରେ ଆରୋଗ୍ୟବନ: ହଜିଗଲାଣି ଶହ ଶହ ଔଷଧୀୟ ବୃକ୍ଷ

ଜୟପୁର: ଗତ ୨୦୨୦-୨୧ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସହରାଂଚଳ ବନୀକରଣ ଯୋଜନାରେ ଜୟପୁର ବନଖଣ୍ଡ ପକ୍ଷରୁ ପେନାଙ୍ଗୀ –ଖ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ(ମକାପୁଟ) ଯିବା ରାସ୍ତାରେ ଅରୋଗ୍ୟ ବନ କରାଯାଇଥିଲା। ଏହା ପରିସରରେ ଲଗାଯାଇଥିଲା ୧୦୦ରକମର ୪ହଜାର ୪୦୦ ଔଷଧୀୟ ବୃକ୍ଷ ।  ଉଦ୍ଧେଶ୍ୟ…
ଅଧିକ ଖବର ଦେଖନ୍ତୁ...