ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁରୀରୁ ତାଳଚେର ମଧ୍ୟରେ ଦ୍ଵିତୀୟ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ

ପୁରୀ: ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇହେବ ରାଉରକେଲା | ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆଜି କରାଯାଇଛି | ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଭିଡ଼ ଅଣାୟତ୍ତ: ଦର୍ଶନ ବେଳେ ଠେଲାପେଲାରେ ଭକ୍ତ ଗୁରୁତର

ପୁରୀ: ଶ୍ରୀମନ୍ଦିର ଭିତରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଦର୍ଶନ ବେଳେ ଭକ୍ତଙ୍କ ଭିତରେ ଠେଲାପେଲା ସ୍ଥିତି ଉପୁଜିଛି। ଏହି ଠେଲାପେଲାରେ ତଳେ ପଡ଼ିଯିବାରୁ ଭଦ୍ରକ ଅଞ୍ଚଳରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ଗୁରୁତର ହୋଇଛନ୍ତି। ତଳେ ମୁହଁ ମାଡ଼ି ପଡ଼ିଯିବାରୁ ତାଙ୍କ ନାକ…
ଅଧିକ ଖବର ଦେଖନ୍ତୁ...

ଲୁଟୁଛନ୍ତି, ୨୦ ବର୍ଷରେ ଖଣି ସାରିଦେବେ

ପୁରୀ: ଓଡ଼ିଶା ସରକାର ପୁଞ୍ଜିପତିଙ୍କ ଚାଟୁକାର ସାଜିଛନ୍ତି। ବଡ଼ ବଡ଼ କମ୍ପାନି, ପୁଞ୍ଜିପତିଙ୍କ ପାଇଁ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦଳିଚକଟି ଦିଆଯାଉଛି। ଜଳ, ଜଙ୍ଗଲ, ଜମିର ହରିଲୁଟ୍‌ ଚାଲିଛି। ଖଣିଜ ସମ୍ପଦରେ ଭରପୂର ଓଡ଼ିଶାର ପରିବେଶକୁ ନଷ୍ଟଭ୍ରଷ୍ଟ କରାଯାଉଛି। ଏହା ବିରୋଧରେ ଆମକୁ ଏକ…
ଅଧିକ ଖବର ଦେଖନ୍ତୁ...

ନିମାପଡ଼ା ପଣ୍ୟାଗାର ନିଗମ ଅଧିକାରୀ ଗିରଫ

ନିମାପଡ଼ା: ମିଲର୍‌ମାନଙ୍କଠାରୁ ନିକୃଷ୍ଟମାନର ଚାଉଳ ଗ୍ରହଣ କରିବାକୁ ଲକ୍ଷାଧିକ ଟଙ୍କାର ଲାଞ୍ଚ ନେଉଥିବା ସମୟରେ ଆଜି ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ନିମାପଡ଼ା ପଣ୍ୟାଗାର ଅଧିକାରୀ ଦେବୀ ପ୍ରସାଦ ମହାନ୍ତି। ଆଜି ସକାଳ ପ୍ରାୟ ୧୧ଟା ସମୟରେ ନିମାପଡ଼ା-ବଳଙ୍ଗା ରାସ୍ତାର ନହନ୍ତରା ନିକଟରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ଲକ୍ଷ ଟଙ୍କା ସହ ବସଷ୍ଟାଣ୍ଡରୁ ଧରାପଡ଼ିଲେ ଗୋଦାମ ବାବୁ

ନିମାପଡା/ଖରିଆର: ରାଜ୍ୟ ସରକାରଙ୍କ ଦୁଇ ଜଣ କର୍ମଚାରୀ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୁଇ ଲକ୍ଷ ଟଙ୍କା ଧରି ବସଷ୍ଟାଣ୍ଡରେ ବସକୁ ଜଗିଥିବାବେଳେ ମାଡିବସିଲା ଭିଜିଲାନ୍ସ। ପୁରୀ ନିମାପଡାରେ ଆଜି ଏହି ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ…
ଅଧିକ ଖବର ଦେଖନ୍ତୁ...

କିଛି ବିଧର୍ମୀ ହିନ୍ଦୁତ୍ବକୁ ନଷ୍ଟ କରିବାକୁ ଚାହୁଛନ୍ତି: ଶଙ୍କରଚାର୍ଯ୍ୟ

ପୁରୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ସନାତନ ଧର୍ମ ପ୍ରତି କଟୁ ମନ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧାଭାଷ ମୁଣ୍ଡ ଟେକିଛି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ବି ଏହାକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସାରା ବିଶ୍ୱରେ ସର୍ବପୁରାତନ ଓ ଚିରନ୍ତନ ସତ୍ୟ ହେଉଛି ସନାତନ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ରେଳଧାରଣାରୁ କୋରାପୁଟର ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ: ରେଳଧାରଣାରୁ ଆଜି ସନ୍ଧ୍ୟାରେ ଦୁଇ ଜଣ ଯୁବକ ଓ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ତୃପ୍ତିମୟୀ ସାହୁ (୨୧) ଓ ଯତୀନ ଶଙ୍କର ପାଢ଼ୀ (୨୩)। ସୂଚନା ଅନୁସାରେ ପୁରୀ ରେଳଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ରେଳଧାରଣାରେ ଦୁଇ ଜଣ ଯୁବକ-ଯୁବତୀଙ୍କ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ ଚାଷୀଙ୍କ ବଡ଼ ବିଜୟ ହୋଇଛି: ପ୍ରଶାନ୍ତ ଭୂଷଣ

ପୁରୀ/ଭୁବନେଶ୍ବର: ସମାଜସେବୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପୁରୀରେ ଆସନ୍ତା ୯ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଦିନିକିଆ ଚାଷୀ ସମାବେଶରେ ଯୋଗ ଦେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି। ଏଠାରେ ପ୍ରଶାନ୍ତ ଭୂଷଣଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏହି ଅବସରରେ ସେ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବରେ ମନିଅର୍ଡର୍‌ ପହଞ୍ଚିବା ଘଟଣା: ତଦନ୍ତ କରିବ ଡାକ ବିଭାଗ, ୫୦ କିମି ବାଟକୁ ଲାଗିଥିଲା ୫ ବର୍ଷ

ପୁରୀ/ଅସ୍ତରଙ୍ଗ: ପାଞ୍ଚ ବର୍ଷ ତଳେ ମାତ୍ର ୫୦ କିମି ଦୂରରୁ ପଠାଯାଇଥିବା ଏକ ମନିଅର୍ଡର ଏବେ ପ୍ରାପକଙ୍କ ଠିକଣାରେ ପହଞ୍ଚିଛି। ମନିଅର୍ଡର ପଠାଇଥିବା ପୁରୀ ସଦର ବ୍ଲକ୍‌ ବୀରନରସିଂହପୁରର ପ୍ରକାଶ କୁମାର ରଥ ଏହି ଅବହେଳା ପାଇଁ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ବର: ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ନାହାନ୍ତି। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା…
ଅଧିକ ଖବର ଦେଖନ୍ତୁ...