ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସରିନି ଧାନ ସଂଗ୍ରହ, ଅନ୍ୟ ଜିଲ୍ଲାରୁ ଧାନ ଆଣିବେ ସମ୍ବଲପୁର ମିଲର୍ସ!

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଚାଷୀମାନଙ୍କୁ ଶୋଷଣ କରିବା ପାଇଁ ସାଂଘାତିକ ଷଡ଼୍‌ଯନ୍ତ୍ର ଚାଲିଛି। ଜିଲ୍ଲାରେ ଧାନ ସଂଗ୍ରହ ଅଧା ବି ହୋଇନାହିଁ। କିନ୍ତୁ, ଏଠାକାର ମିଲ୍‌ ମାଲିକଙ୍କୁ ଅନ୍ୟ ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସୁନା ଧୋଇବାକୁ ଆସିଲେ, ଚୂନା ଗଲାଇ ଚାଲିଗଲେ

ସମ୍ବଲପୁର : ସୁନା ଧୋଇବାକୁ ଆସିଲେ, ଚୁନା ଲଗାଇ ଚାଲିଗଲେ। ରାଜ୍ୟ ବାହାରୁ ଆସୁଥିବା କିଛି ଅସାଧୁ ବ୍ୟକ୍ତି ଲୋକଙ୍କୁ ଠକିବାକୁ ଜାଲ ବିଛାଉଛନ୍ତି। ଲୋକେ ସେମାନଙ୍କ ଚାଲ୍‌ ବୁଝି ନପାରି ଠକେଇର ଶିକାର ମଧ୍ୟ ହେଉଛନ୍ତି। ଧନୁପାଲି ଥାନା ସର୍‌ଲାକାନି ଅଞ୍ଚଳରେ ଏଭଳି ଏକ ଘଟଣା ଏବେ ସହରରେ…
ଅଧିକ ଖବର ଦେଖନ୍ତୁ...

ରେଣ୍ଡୋ ମାଝୀଙ୍କ ଉପରେ ଗବେଷଣା ଆବଶ୍ୟକ

ସମ୍ବଲପୁର : ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ଉପସଭାପତି ଶିବନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଅରବିନ୍ଦ ମହାପାତ୍ର କହିଲେ, ରେଣ୍ଡୋ ମାଝୀଙ୍କ ଇଂରେଜ ଶାସନ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ରେଳ ମଣ୍ଡଳର ୫ ଲେଭେଲ୍ କ୍ରସିଂ ହଟିଲା

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମୋଟ ୫ଟି ମାନବଯୁକ୍ତ ଲେଭେଲ୍‌ କ୍ରସିଂ ଉଚ୍ଛେଦ କରାଯାଇ ତା’ ବଦଳରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ (ଅଣ୍ଡର୍‌ପାସ୍‌) ସ୍ଥାପନ କରାଯାଇଛି। ଏହି ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ସେକ୍‌ସନ୍‌ର…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଝାରସୁଗୁଡ଼ାରୁ ବିମାନ ବାତିଲ ପ୍ରସଙ୍ଗ ଉଠାଇଲେ ନିତେଶ

ସମ୍ବଲପୁର : ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ନିୟମିତ ବିମାନ ବାତିଲ ହେବା ପ୍ରସଂଗ ସଂସଦରେ ଉଠାଇଛନ୍ତି ସମ୍ବଲପୁର ସାଂସଦ ନିତେଶ ଗଂଗଦେବ। ସଂସଦର ନିୟମ ୩୭୭ରେ ଏହି ପ୍ରସଂଗ ଉଠାଇ ଶ୍ରୀ ଗଂଗଦେବ କହିଥିଲେ ଯେ ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଅଦିନିଆ ବନ୍ୟା, ବସ୍ତିକୁ ପଶିଲା କେନାଲ ପାଣି

ସମ୍ବଲପୁର : ଗୁରୁବାର ଦିନ ସମ୍ବଲପୁର ସହରରେ ଅଦିନିଆ ବନ୍ୟା ଦେଖିବାକୁ ମିଳିଥିଲା। କେନାଲ ପାଣି ଅଇଁଠାପାଲି ‌କେନାଲଆଡ଼ିପଡ଼ାରେ ଲୋକଙ୍କ ଘର ଭିତରକୁ ପଶିଯାଇଥିଲା। ଘର ଭିତରକୁ ପାଣି ପଶିବା କାରଣରୁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ିଛି। ଧାନ ଅମଳ ଯୋଗୁ ପାଖାପାଖି ଦୁଇ…
ଅଧିକ ଖବର ଦେଖନ୍ତୁ...

ଫଟୋ ବନ୍ଧାଳି ଝିଅର ମୃତ୍ୟୁ

ଜମନକିରା : ପଡ଼ୋଶୀ ଛତିଶଗଡ଼ ରାଜ୍ୟ ବୋରି ରାଜନନ୍ଦ ଗାଁଓଁର ବୁଧୁବାର ସିଂ ଗଣ୍ଡର ଝିଅ ସୋନୁ ଗଣ୍ଡ (୧୮)ଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଜକୁ ୨୦/୨୫ ଦିନ ହେବ ଜମନକିରା ବ୍ଲକ୍ ଫାଶୀମାଲ ପଂଚାୟତ ପୁକୁଡ଼ା ଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅସହାୟ ଅବସ୍ଥାରେ ପଡ଼ି…
ଅଧିକ ଖବର ଦେଖନ୍ତୁ...

କୋର୍ଟକୁ ଆସୁନାହାନ୍ତି ଓକିଲ, ​ଫେରୁଛନ୍ତି ଲୋକ

ସମ୍ବଲପୁର: ଦିନ ଗଡ଼ୁଛି। ସ୍ଥିତିରେ କିନ୍ତୁ ସୁଧାର ଆସୁନି। କୋର୍ଟକୁ ଆସୁନାହାନ୍ତି ଓକିଲ। କୋର୍ଟରେ ଅଚଳାବସ୍ଥା ଜାରି ରହିଛି। ଏପଟେ ବିଭିନ୍ନ କାମରେ କୋର୍ଟକୁ ଆସୁଥିବା ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି। ସମ୍ବଲପୁରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ଆଇନଜୀବୀ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା ଜିଲ୍ଲା ସହ ଅନ୍ୟ ଦାବିରେ ବିଜେପିର ଶୋଭାଯାତ୍ରା

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡକୁ ଏକ ଜିଲ୍ଲା ଦାବି କରି ଭାରତୀୟ ଜନତାପାର୍ଟୀ ରାଜ୍ୟ ସମ୍ପାଦକ ରବିନାରାୟଣ ନାୟକ, ପୂର୍ବ ବିଧାୟକ ବୃନ୍ଦାବନ ମାଝୀ, ଜିଲ୍ଲା ସମ୍ପାଦକ ଶୁଶିଲ କୁମାର କର, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ କିସାନ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ମମତା ପଟେଲ, ନଗର ସଭାପତି କାହ୍ନୁ…
ଅଧିକ ଖବର ଦେଖନ୍ତୁ...

ମାଲଗାଡ଼ିର ୩ ବଗି ଅଲଗା ହୋଇଗଲା

ବାମରା: ବାମରା ନିକଟ ହରିପଡ଼ା ରେଲୱେ ଫାଟକଠାରେ ଏକ ଚଳନ୍ତା ମାଲଗାଡ଼ିର ପଛ ପଟୁ ୩ଟି ବଗି ଅଲଗା ହୋଇ ଯାଇଥିଲା। ଫଳରେ ୧ ଘଣ୍ଟା ଧରି ରେଲୱେ ରୁଟ୍‌ ବ୍ୟାହତ ହୋଇଥିଲା। ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ୧୦ ଟାରେ ଛତିଶଗଡ଼ ପଟୁ ଏକ କୋଇଲା ବୋଝେଇ ମାଲ ଗାଡ଼ି ଧାରୁଆଡିହି ଷ୍ଟେସନ…
ଅଧିକ ଖବର ଦେଖନ୍ତୁ...