ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନର ମୁଁ ଅଂଶ ବିଶେଷ: ବିରୋଧୀ ଦଳ ନେତା

ଭୁବନେଶ୍ବର: ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୁଁ ଆନ୍ଦୋଳନର ଅଂଶ ବିଶେଷ। ସେ ଆହୁରି କହିଛନ୍ତି, ଆଗାମୀ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା: ୧୪ ଆଇନଜୀବୀ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୁଲିସ ଏଯାଏ ୧୪ଜଣ ଆଇନଜୀବୀଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବେ ବି ଚଢ଼ଉ ଜାରି ରହିଛି।ଏନେଇ ସୂଚନା ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା, ସୁପ୍ରିମକୋର୍ଟ କ୍ଷୁବ୍ଧ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ସୋମବାର ଦିନ ଉଗ୍ରରୂପ ନେଇଛି। ୧୪୪ ଧାରାକୁ ଭ୍ରୂକ୍ଷେପ ନକରି ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି କଳାକାର, ଚାଷୀ,…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ: ଦେହରେ ନିଆଁ ଲଗାଇଲେ, ଅବସ୍ଥା ସଙ୍କଟାପନ୍ନ

ଧନକଉଡ଼ା : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କଳାମାଟି ପଞ୍ଚାୟତ କର୍ଣ୍ଣ ପାଲିରେ ଥିବା ଶ୍ରୀରାମ ରାଇସମିଲ୍‌ ପରିସରରେ ଦେହରେ କିରାସିନି ଢାଳି, ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଉକ୍ତ ଗ୍ରାମର ଗୁଣନିଧି ଅମାତ (୪୬)। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା…
ଅଧିକ ଖବର ଦେଖନ୍ତୁ...

ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରୁ ଗଳିତ ବାଘ ମୁଣ୍ଡ ଉଦ୍ଧାର, ୨ ଗିରଫ  

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଂଜ ଅଞ୍ଚଳ ଖୋଲଗଡ଼ ସଂରକ୍ଷିତ ଶରଧାପୁର ନିକଟ ଆଷାଡ଼ିଆ ଗାଁ ଜଙ୍ଗଲରୁ ଏକ କଲରାପତରିଆ ଗଳିତ କଟାମୁଣ୍ତ, ବାଘ ଚମଡ଼ା ପୋଡ଼ାଯାଇଥିବା ପାଉଁଶ ଜବତ କରିଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଶରଧାପୁର ଗ୍ରାମର ଅଜିତ ନାଏକ (୨୨) ଓ ଚୈତନ୍ୟ କୁଜୁର (୩୬)…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ନିର୍ଯାତନା ଦେଇ ସ୍ବାମୀ ଫେରାର୍

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସ୍ବାମୀ ନାମରେ ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନାନୁସାରେ ଢେଙ୍କାନାଳ ଅଞ୍ଚଳର ବାପି ଖିଲାର ସାତ ବର୍ଷ ତଳେ ରେଢ଼ାଖୋଲ ଥାନା ଶିଶୁପର୍ଣ୍ଣ ଗ୍ରାମର ବନିତା ଖିଲାରଙ୍କୁ ବିବାହ କରିଥିଲେ। ବିବାହ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ମାରିବାକୁ ଯାଇଥିଲେ: ଶିକାରୀ ଗୁଳିରେ ସାଥୀ ମୃତ

ଜମନକିରା: ପତ୍ରା ଜଙ୍ଗଲରେ ଗୋଡେଇ ଗୋଡ଼େଇ ବାର୍‌ହା ମାରିବା କାଳ ହୋଇଛି। ଗୋଟିଏ ପଟକୁ ଗୋଡ଼େଇ ବାର୍‌ହାକୁ ଲକ୍ଷ୍ୟ କରି ଶିକାରୀ ଗୁଳି କରୁଥିବା ବେଳେ ଉକ୍ତ ଗୁଳି ବାଜି ସାଥୀ ଶିକାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ରବିବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରସଂଗ: ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ଦରଦ ଏମିତି !

ସମ୍ବଲପୁର: ସବୁବେଳେ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର କୃପାଦୃଷ୍ଟି ରହି ଆସିଥିବା ଶାସକ ଦଳର ନେତା ଓ ମନ୍ତ୍ରୀମାନେ ସଭାସମିତିରେ କହି ଆସୁଛନ୍ତି। ହେଲେ, ସରକାର କିନ୍ତୁ ଚତୁରତାର ସହିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ଦାବିଗୁଡ଼ିକୁ ଅଣଦେଖା କରି ଆସୁଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଂଗ: କୋର୍ଟ ଭିତରୁ ବିଚାରପତିକୁ ବାହାର କଲେ, ବ୍ୟାପକ ଭଂଗାରୁଜା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି। ଜିଲ୍ଲା ଓକିଲ ସଂଘର ଆହ୍ବାନରେ ଆଜି ସମ୍ବଲପୁରର ଶତାଧିକ ସଂଗଠନର ସମର୍ଥନ ଯୋଗୁଁ ଏହା ଜନ ଆନ୍ଦୋଳନର ରୂପ ନେଇଥିବା ବେଳେ ନେଲ୍‌ସନ୍ ମଣ୍ଡେଲା ଛକରେ ଶୀତଳଷଷ୍ଠୀ ପରି ଭିଡ଼…
ଅଧିକ ଖବର ଦେଖନ୍ତୁ...

କୋର୍ଟ ଭଙ୍ଗାରୁଜା କରୁଥିବା ଓକିଲଙ୍କ ସହ ଭଦ୍ର ବ୍ୟବହାରର ଆବଶ୍ୟକତା ନାହିଁ; ସେମାନଙ୍କୁ ହାଜତରେ ପୁରାଅ : ପୁଲିସ୍‌କୁ…

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଚାଲିଥିବା ଧର୍ମଘଟ ସମୟରେ ଓକିଲମାନେ ଅଦାଲତ ପରିସରରେ ଭଙ୍ଗାରୁଜା କରିବା ଘଟଣାରେତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ। ଆନ୍ଦୋଳନ ସମୟରେ ଭଙ୍ଗାରୁଜା କରୁଥିବା ଓକିଲଙ୍କ ସହ ଭଦ୍ରୋଚିତ…
ଅଧିକ ଖବର ଦେଖନ୍ତୁ...