ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

ବିଶ୍ରା: ରବିବାର ବିଳମ୍ବିତ ରାତିରେ ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସନୁଆ ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ଦ୍ଵାରା ବ୍ୟାନର ଏବଂ ପୋଷ୍ଟର ଲଗା ଯାଇଛି। ଏହି ଘଟଣା ପରେ ସୋମବାର ସକାଳେ ଝାଡ଼ଖଣ୍ଡ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

ରାଉରକେଲା: କୋଏଲନଗର ଝିରପାଣି ମାର୍କେଟସ୍ଥ ଏକ ମୋବାଇଲ ଦୋକାନରୁ ବଡଧରଣର ଚୋରି ହୋଇଛି। ଦୁଇ ଚୋର ଭେଣ୍ଟିଲେଟର ଭାଙ୍ଗି ଦୋକାନରୁ ୧୦ଟି କି ୨୦ ଟି ମୋବାଇଲ ନୁ‌ହେଁ ନାମୀଦାମୀ କମ୍ପାନିର ୯୭ଟି ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଦୁଇ ଚୋରଙ୍କ ଚୋରିର ଦୃଶ୍ୟ ଦୋକାନରେ…
ଅଧିକ ଖବର ଦେଖନ୍ତୁ...

ଚହଲାରେ ଫସିଛି ଦନ୍ତା; ବନ ବିଭାଗ ଟିମ୍‌ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ବନାଞ୍ଚଳ ସବଡେଗା ସେକ୍ସନ ଡମକୁଡା ଗାଁ ନିକଟରେ ଏକ ବିଲ ମଝି ଚହଲାରେ ଫସିଯାଇଛି ଦନ୍ତା। ଚହଲାଟି ପାଣି, କାଦୁଅ ଭରି ଯାଇଥିବାରୁ ଶତ ଚେଷ୍ଟା ସତ୍ତ୍ବେ ଉପରକୁ ଉଠି ପାରୁ ନାହିଁ। ଗତ ରାତିରେ ହାତୀଟି ଡମକୁଡା ପାଖକୁ ଆସିଥିବା ବେଳେ ପାଣି ପିଇବାକୁ ଚହଲାକୁ ଯାଇଥିଲା ଓ…
ଅଧିକ ଖବର ଦେଖନ୍ତୁ...

ବସକୁ ଧକ୍କା ଦେଲା ୧୬ ଚକିଆ ଟ୍ରକ୍: ବାଇକ ଚାଳକଙ୍କ ପ୍ରାଣହାନି

ରାଉରକେଲା: ଜାତୀୟ ରାଜପଥ ବଜରଙ୍ଗ ଛକ ନିକଟରେ ମୟୂରୀ ବସ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ବସ ରାଉରକେଲାରୁ ବଡ଼ବିଲ ଯାଉଥିଲା। ଲାଠିକଟା ବଜରଙ୍ଗ ଛକ ନିକଟରେ ଡ଼ିସକଭର ବାଇକରେ ରାଉରକେଲାକୁ ଯାଉଥିବା ଗାଡ଼ିଚାଳକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

କୋଏଲ ନଦୀରେ ଭାସିଗଲେ ୨ ଛାତ୍ର: ଜଣେ ମୃତ, ଜଣେ ନିଖୋଜ; ବର୍ତ୍ତିଲେ ଅନ୍ୟ ଦୁଇ ସହପାଠୀ

ରାଉରକେଲା: କୋଏଲ ନଦୀରେ ଗାଧୋଇବା କାଳ ହୋଇଛି। ପାଣିରେ ବୁଡ଼ି ଜଣେ ଛାତ୍ରଙ୍କର ଜୀବନ ଯାଇଛି। ଜଣେ ଏବେ ବି ନିଖୋଜ ଅଛନ୍ତି। ନଦୀକୁ ଓହ୍ଲାଇ ନଥିବାରୁ ଅନ୍ୟ ଦୁଇ ସହପାଠୀ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଲେବରଟେନାମେଣ୍ଟର ସରୋଜ କୁମାର ଭୋଳଙ୍କ ପୁଅ ପ୍ରିୟାଂଶୁ ଭୋଳ (୧୪)। ‌ନିଖୋଜ…
ଅଧିକ ଖବର ଦେଖନ୍ତୁ...

କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ, ଦୁଇ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ରାଉରକେଲାର କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି | ସମସ୍ତ ଛାତ୍ର ବାସନ୍ତୀ କଲୋନି ଡ଼ିଏଭି ସ୍କୁଲ ଛାତ୍ର | ସମସ୍ତଙ୍କ ଘର ଲେବରଟେନମେଣ୍ଟରେ l ଶନିବାର…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି କାରବାର: ଝାଡ଼ଖଣ୍ଡରେ ବିକ୍ରି ହେଉଛି ଓଡ଼ିଶା ଧାନ

ରାଉରକେଲା: ଆସନ୍ତା ୧୫ ତାରିଖ ସୁଦ୍ଧା ଜିଲ୍ଲାରେ ଅଧିକାଂଶ ବ୍ଲକରେ ଧାନମଣ୍ଡି ଖୋଲିବାକୁ ଯାଉଛି। ପ୍ରତ୍ୟେକ ମଣ୍ଡିକୁ ଟାର୍ଗେଟ ଦିଆସରିଛି। ଏହା ପୂର୍ବରୁ କିଛି ବ୍ଲକରେ ଚାଷୀମାନେ ଧାନ ବିକିବା ଆରମ୍ଭ କରି ଦେଇଛନ୍ତି। ତା’ପୁଣି ଓଡ଼ିଶା ବଜାରରେ ନୁହେଁ, ଝାଡ଼ଖଣ୍ଡରେ। ପ୍ରତିଦିନ ୪୫ରୁ ୫୦…
ଅଧିକ ଖବର ଦେଖନ୍ତୁ...

ପୁନର୍ବାସ ଓ ଥଇଥାନ ନୀତିକୁ ଅଣଦେଖାର ପ୍ରତିବାଦ: ବିସ୍ଥାପିତଙ୍କ ଧାରଣା, ଓସିପିଏଲ ଖଣି ବନ୍ଦ

ସୁନ୍ଦରଗଡ଼: ଜମି ଅଧିଗ୍ରହଣ ନିୟମକୁ ଅଣଦେଖା କରିବା ସହ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ବିସ୍ଥାପିତଙ୍କୁ କ୍ଷତିପୂରଣ ଏବଂ ପୁନର୍ବାସ, ଥଇଥାନ, ନିଯୁକ୍ତି ନଦେଇ ଭଣ୍ଡିଥିବା ଅଭିଯୋଗରେ ଆଜି ଓସିପିଏଲ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି ସାନଘୁମୁଡ଼ା ଗାଁର ପ୍ରଭାବିତ ଲୋକେ। ଯୁବନେତା ଡ.…
ଅଧିକ ଖବର ଦେଖନ୍ତୁ...

ବିକଶିତ ଭାରତ ସମସ୍ତ ନାଗରିକଙ୍କ ଦାୟିତ୍ବ: ଧର୍ମେନ୍ଦ୍ର

ରାଉରକେଲା: ଦେଶ ଆଗକୁ ବଢ଼ୁଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ଏକ ସମୃଦ୍ଧ ଓ ବିକଶିତ ଦେଶ ହେବାକୁ ଯାଉଛି। ଭାରତକୁ ବିକଶିତ କରିବା ସମସ୍ତ ନାଗରିକଙ୍କ ଦାୟିତ୍ବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ରାଉରକେଲାର ଜାତୀୟ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)…
ଅଧିକ ଖବର ଦେଖନ୍ତୁ...

ଏନଆଇଟି, ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ…
ଅଧିକ ଖବର ଦେଖନ୍ତୁ...