ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଶ୍ବଶୁରଙ୍କୁ ହତ୍ୟା, ଜ୍ବାଇଁକୁ ଆଜୀବନ ଜେଲ୍

ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଦନାର୍ଦ୍ଦନପୁରରେ ୨୦୨୦ ଏପ୍ରିଲ ୧୦ରେ ସଂଘଟିତ ଏକ ହତ୍ୟା ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ। ଶ୍ବଶୁର ବିଶେଶ୍ବର ନାଗ (୭୨)ଙ୍କ ହତ୍ୟା ଅଭିଯୁକ୍ତ ଜ୍ବାଇଁ ଲଳିତ ଓରାମ (୪୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

ମଦ ବେପାରୀ ରାଜକିଶୋରଙ୍କ ଘରେ ଆୟକର ଚଢ଼ଉ ଜାରି, ଟଙ୍କା ଭର୍ତ୍ତି ୨ ଟ୍ରଙ୍କ ଜବତ ଚର୍ଚ୍ଚା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଓ ପଡ଼ୋଶୀ ୨ ରାଜ୍ୟ (ଝାରଖଣ୍ଡ, ଛତିଶଗଡ଼)ର କିଛି ଜିଲ୍ଲାର ମଦ ବାଦଶାହା କୁହାଯାଉଥିବା ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆୟକର ବିଭାଗ ଚଢ଼ଉ ଜାରି ରଖିଛି। ଗୁରୁବାର ମଧ୍ୟାହ୍ନରେ ତାଙ୍କ ଘରୁ ଟଙ୍କା ଭର୍ତ୍ତି ୨ଟି ବଡ଼ ଟ୍ରଙ୍କ ଜବତ ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଗୋରୁ ବୋଝେଇ ଗାଡ଼ି ପୋଡ଼ିଦେଲେ

ସୁନ୍ଦରଗଡ଼: ଏକ ଗୋଚାଲାଣ ଗାଡ଼ିକୁ ହେମଗିରି ଥାନା ଅନ୍ତର୍ଗତ ଜୁଲୁମବାହାଲ ଗ୍ରାମପଞ୍ଚାୟତର ବେହେରାମୁଣ୍ଡା ଠାରେ କିଛି ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ମୁତାବକ ଏକ ପିକଅପ ଭ୍ୟାନ( ଓଡି ୧୬ବି-୨୩୯)ରେ ଝାରସୁଗୁଡ଼ା ଜିଲ୍ଲା କନକତୁରା ଦେଇ ଗୋ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ଟିକସ୍ ଫାଙ୍କି: ସୁନ୍ଦରଗଡ଼ର ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଜାରି

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ବଡ଼ ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ସମ୍ବଲପୁର ଆୟକର ବିଭାଗ ଚଢ଼ଉ ଜାରି ରଖିଛି। ଟିକସ୍ ଫାଙ୍କି ଅଭିଯୋଗରେ ଗତକାଲିଠାରୁ ରାଜକିଶୋରଙ୍କ ରାଣୀବଗିଚାସ୍ଥ ଘର, ତତ୍ ସଂଲଗ୍ନ ଅଫିସ ସହ ସର୍ଗିପାଲି ଦେଶୀ ମଦ ଭାଟିରେ ଏକକାଳୀନ ଚଢ଼ାଉ ଚାଲିଛି। ମଧ୍ୟ ରାତ୍ରରେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଅଦିନିଆ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ୩ ଦିନ ହେଲା ସୁନ୍ଦରଗଡ଼ରେ ଅଦିନିଆ ବର୍ଷା ଲାଗି ରହିଛି। ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଆଜି ସମସ୍ତ ସ୍କୁଲକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ନର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୂଚୀତ କରି ଦିଆଯାଇଛି ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆର୍‌ଏମ୍‌ସି ପ୍ଲାନିଂ ନିୟମକୁ ଫୁଃ: ନିର୍ମାଣ ଚାଲିଛି ବହୁତଳ କୋଠା, ବନ୍ଦ ନୋଟିସ୍‌ ସତ୍ବେ ଚାଲିଛି କାମ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପ୍ଲାନିଂ ନିୟମକୁ ଫୁଃ କରି ଦେଉଛନ୍ତି ସହରର କିଛି କୋଠା ମାଲିକ। ମନଇଚ୍ଛା ତିଆରି କରିଚାଲିଛନ୍ତି ବହୁତଳ କୋଠା। ଆର୍‌ଏମ୍‌ସି ପ୍ଲାନିଂ ବିଭାଗର ଅଧିକାରୀଙ୍କ ତାଗିଦ୍‌ ସତ୍ବେ ନିର୍ମାଣ କାମ ବନ୍ଦ କରୁନାହାନ୍ତି। ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କୁ ୭ ପଞ୍ଚାୟତର ସମସ୍ୟା କହିଲେ ପ୍ରଶାନ୍ତ

ରାଉରକେଲା: ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ପଞ୍ଚାୟତର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲିଙ୍କ ସହ ଆଲୋଚନା କରିଛନ୍ତି ପ୍ରଶାନ୍ତ ସେଠୀ। ଜିଲ୍ଲାପାଳ ସମସ୍ୟାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମାଧାନ କରିବାକୁ ଶ୍ରୀ ସେଠୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଧୋଇଗଲା ବର୍ଷାଜଳ ଅମଳ ପ୍ରକଳ୍ପ: ୬୩ କୋଟି ଖର୍ଚ୍ଚରେ କେଁ, ସୂଚନା ଫଳକ ଅଛି, ପ୍ରକଳ୍ପ ଉଭାନ୍‌

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ୧୧ ନଂ ୱାର୍ଡ ଅନ୍ତର୍ଗତ ରାଉରକେଲା ଶିଳ୍ପାଞ୍ଚଳ। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା) ପାଣ୍ଠିରେ କରାଯାଇଛି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ। ଯେଉଁ ସ୍ଥାନରେ ପ୍ରକଳ୍ପ ସମ୍ପର୍କିତ ସୂଚନା ଫଳକ ଲାଗିଛି। ସେଠି ପ୍ରକଳ୍ପର ନାଁ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଓ ରାଉରକେଲାରେ ଆୟକର ଚଢ଼ଉ

ରାଉରକେଲା: ଆୟକର ବିଭାଗ ତରଫରୁ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ବ୍ୟବସାୟିକ ସଂସ୍ଥା, ଦୋକାନ, କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ଉ କରାଯାଇଛି। ବୁଧବାର ସକାଳୁ ଆୟକର ବିଭାଗର ଏକାଧିକ ଟିମ୍ ଶ୍ରୀ ଜୟସ୍ବାଲଙ୍କ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ଉ କରି ତଲାସି ଜାରି…
ଅଧିକ ଖବର ଦେଖନ୍ତୁ...

ନିରାପତ୍ତାରେ ଗୃହରକ୍ଷୀବାହିନୀ ସେବା ପ୍ରଶଂସନୀୟ: ଡିଆଇଜି

ରାଉରକେଲା: ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ରିଜର୍ଭ ପୁଲିସ ପଡ଼ିଆରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆରକ୍ଷୀ ଉପନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ନିତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ପରେଡ‌ରେ ଅଭିବାଦନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...