ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ସବୁଠାରୁ ପ୍ରିୟ ଜାତି

ଚିଲିକା କଙ୍କଡ଼ା ଉପାଖ୍ୟାନ ଆମ୍ଭେମାନେ ଆକୈଶୋର ଶୁଣି ଆସୁଛନ୍ତି। ପିଲାବେଳେ ଆମ୍ଭଙ୍କୁ କୁହାଯାଇଛି ଯେ ଓଡ଼ିଆମାନେ ପରସ୍ପରର ଗୋଡ଼ ଟାଣିବାରେ ଦେଶରେ ପ୍ରଥମ। ଯେମିତି ଭାରତର ଅନ୍ୟଜାତିର ଲୋକମାନେ ଈର୍ଷା, ଅସୂୟାର ଊର୍ଦ୍ଧ୍ୱରେ! ମଣିଷ ତ ଈର୍ଷା, ଅସୂୟାର ଏକ ନିଗଡ଼ ଗଡ଼। ଭାରତର ଅନ୍ୟ ଅନେକ…
ଅଧିକ ଖବର ଦେଖନ୍ତୁ...

ସାପର ଧାରଣା

ଜଣେ ସାଧୁ ଗୋଟିଏ ଝଙ୍କାଳିଆ ଗଛ ତଳେ କୁଡ଼ିଆଟିଏ ତିଆରି କରି ରହିଲେ। ସେଇ ଗଛ ମୂଳରେ ଗୋଟିଏ ମୂଷା ବିଳରେ ପିଢ଼ି ପିଢ଼ି ଧରି ନାଗସାପ ପରିବାର ରହି ଆସୁଥିଲେ। ସେଠି ସେମାନେ ଜଗି ରହିଥିଲେ ଅତ୍ୟନ୍ତ ମୂଲ୍ୟବାନ ଧନରତ୍ନ ଆଦି। ସାଧୁ ସବୁ ଦିନ ସେଇ ନାଗସାପକୁ ସେଇ ବାଟେ ଯିବାର ଦେଖନ୍ତି।…
ଅଧିକ ଖବର ଦେଖନ୍ତୁ...

‘ସର୍ଟ‌ କଟ୍‌’

ଏକ ବାସ୍ତବତା ହେଲା, ପ୍ରକୃତିରେ ସବୁ କିଛି ନିର୍ଦ୍ଦିଷ୍ଟ ନିୟମ ଏବ˚ ସମୟ ଅନୁସାରେ ଘଟିଥାଏ, କେବଳ ମନୁଷ୍ୟର ହସ୍ତକ୍ଷେପ ହିଁ ତହିଁରେ ବିଭ୍ରାଟ ସୃଷ୍ଟି କରେ, ଯାହାର ସରଳ ଉଦାହରଣ ହେଲା ବୃକ୍ଷରେ ପାଚୁଥିବା ଫଳ, ଯାହା ଏକ ନିର୍ଦ୍ଦିଷ୍ଟ ଅବଧିରେ ହିଁ ସଂପନ୍ନ ହେଉଥିବା ବେଳେ ମନୁଷ୍ୟର…
ଅଧିକ ଖବର ଦେଖନ୍ତୁ...

ସକାଳ ନିକଟ, ତଥାପି ଅନ୍ଧାର

ଦାଶ ବେନହୁର ଭାରତ ସ୍ବାଧୀନ ହେଲା ୧୯୪୭ରେ, ମାତ୍ର ୧୯୪୫ ଯାଏ କେହି ଜାଣି ନଥିଲେ, ସ୍ବାଧୀନତା ଏତେ ଶୀଘ୍ର ଆସିଯିବ। ବ୍ରିଟିଶ୍‌ ସରକାର ମଧ୍ୟ ଜାଣି ନ ଥିଲେ, ବିଦାୟ ବେଳା ଆସିଗଲାଣି। ରାଜନୈତିକ ଦଳ ଗଢ଼ି ପହିଲେ ସଂଗ୍ରାମ ଓ ପରେ କ୍ଷମତା ହାସଲ ସକାଶେ ଗୋଟି ଚଲାଉଥିବା…
ଅଧିକ ଖବର ଦେଖନ୍ତୁ...

ମନ ପରିଭାଷା/ ଦର୍ପଣ ସ୍ନାୟୁ ଓ ସମାନୁଭୂତି

ଆମେ ସମସ୍ତେ ଜାଣୁ ଯେ ମସ୍ତିଷ୍କ ଆମ ବ୍ୟବହାରର ମୁଖ୍ୟ ନିୟନ୍ତ୍ରକ। ପୁଣି ମସ୍ତିଷ୍କର ଭିନ୍ନ ଭିନ୍ନ କେନ୍ଦ୍ର ପୃଥକ୍ ପୃଥକ୍ ବ୍ୟବହାରକୁ ନିୟନ୍ତ୍ରଣ କରେ; ଯେମିତି କି କାର୍‌ ଚଲାଉଥିବା ବେଳେ ମସ୍ତିଷ୍କର ଯେଉଁ କେନ୍ଦ୍ର କ୍ରିୟାଶୀଳ ହୋଇଥାଏ ଖାଇବା ସମୟରେ ଭିନ୍ନ ଏକ କେନ୍ଦ୍ର ସକ୍ରିୟ ରହେ।…
ଅଧିକ ଖବର ଦେଖନ୍ତୁ...

ବୁଦ୍ଧଙ୍କ ସ୍ବାଗତ

ବୁଦ୍ଧ ନିଜ ଶିଷ୍ୟମାନଙ୍କ ସହିତ ଗୋଟିଏ ରାଜ୍ୟରେ ପ୍ରବେଶ କଲା ବେଳକୁ ରାଜ୍ୟ ସାରା ହୁରି ପଡ଼ିଗଲା ଯେ ବୁଦ୍ଧ ଆସିଛନ୍ତି। ରାଜ୍ୟର ରାଜାଙ୍କ ପାଖକୁ ବି ଏ ଖବର ଗଲା। ରାଜ୍ୟବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା। ମନ୍ତ୍ରୀ ମହୋଦୟ ରାଜାଙ୍କୁ କହିଲେ- ରାଜଧାନୀରେ ବୁଦ୍ଧ ପ୍ରବେଶ କରିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଓଲଟ ନାଟକ

ବର୍ନାଡ୍‌ ଶ’ଙ୍କର ୧୯୩୧ରେ ରଚିତ ନାଟକ ‘ଠୁ ଟ୍ରୁ ଟୁ ବି ଗୁଡ୍‌’ (ଶ’ ଇଂରେଜୀରେ ବ୍ୟବହୃତ ହେଉଥିବା ଏକ ସୁପରିଚିତ ଉକ୍ତି- ‘ଠୁ ଗୁଡ୍‌ ଟୁ ବି ଟ୍ରୁ’ ଅର୍ଥାତ୍‌ ‘ଏ‌େତ ଭଲ ଯେ ସତ ହୋଇନପାରେ’କୁ ଏଠାରେ ଓଲଟାଇ ଦେଇଥିଲେ) ଯେତେବେଳେ ପ୍ରଥମେ ମଞ୍ଚସ୍ଥ ହେଲା, ସେତେବେଳେ କେତେକ ସମୀକ୍ଷକଙ୍କ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଜାତିବାଦ ବୋଝ ମୁଣ୍ଡରୁ ଓହ୍ଲାଉ

ଆମେରିକାର ରାଜଧାନୀ ୱାସିଂଟନ ନିକଟରେ ଥିବା ସିଏଟଲରେ ଯେଉଁଠି ସିଲିକନ ଭେଲି ସହରଟି ଅଛି ଓ ପୃଥିବୀର ସର୍ବାଧିକ ପ୍ରତିଷ୍ଠିତ ଆଇ.ଟି. କମ୍ପାନିମାନେ ଅଛନ୍ତି, ସେଠାରେ ଅଳ୍ପ କିଛି ମାସ ତଳେ ସେଠାକାର ସହରର ପୌର ପରିଷଦରେ ଗୋଟିଏ ପ୍ରସ୍ତାବ ଆସିଥିଲା ଜାତିବାଦକୁ ହଟାଇବା ପାଇଁ। ଏହି…
ଅଧିକ ଖବର ଦେଖନ୍ତୁ...

ଦର୍ପଣ – ଚାହା ପାନର ଅଭ୍ୟାସ ଓ ବଜାର

ପାଣି ପଛକୁ ଚାହା ହେଉଛି ପୃଥିବୀର ଦ୍ବିତୀୟ ସର୍ବାଧିକ ପିଆଯାଉଥିବା ପାନୀୟ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) କରିଥିବା ଆକଳନ ଅନୁସାରେ ୨୦୨୦ରେ ପୃଥିବୀରେ ସମୁଦାୟ ୭ ମିଲିଅନ୍ ମେଟ୍ରିକ୍ ଟନ୍ ଚାହା ଉତ୍ପାଦନ କରାଯାଇଥିଲା। ଚୀନ ହେଉଛି ପୃଥିବୀର ସର୍ବାଧିକ ଚାହା ଉତ୍ପାଦନକାରୀ…
ଅଧିକ ଖବର ଦେଖନ୍ତୁ...

ତୀରନ୍ଦାଜଙ୍କ ବିଶ୍ବାସ

ଜଣେ ଅତି ଚମତ୍କାର ତୀରନ୍ଦାଜ ଥିଲେ। ତାଙ୍କର କୌଶଳ ଏମିତି ନିଖୁଣ ଥିଲା ଯେ ଆଖି ବୁଜି ମାରିଲେ ବି ତାଙ୍କ ଶର ଲକ୍ଷ୍ୟ ଭେଦ କରୁଥିଲା। ଜଣେ ସମର୍ଥ ଗୁରୁଙ୍କ ଅଧୀନରେ ବର୍ଷ ବର୍ଷ ଧରି ଅଭ୍ୟାସ କରି ସେ ଏହି ସାମର୍ଥ୍ୟ ହାସଲ କରିଥିଲେ। ଲୋକେ କହୁଥିଲେ ଯେ ଯେଉଁ ଦିନ ୟାଙ୍କର ଲକ୍ଷ୍ୟ ଠିକ୍‌…
ଅଧିକ ଖବର ଦେଖନ୍ତୁ...