ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

କଳାର ଚରିତ୍ର

ଜାପାନର କ୍ୟୋଟୋ ସହରର ଓବାକୁ ମନ୍ଦିରକୁ ବହୁତ ପର୍ଯ୍ୟଟକ ଆସନ୍ତି। ସେଇ ମନ୍ଦିରର ବିଶାଳ ଫାଟକ ଉପରେ ବଡ଼ ବଡ଼ ହରଫରେ ଖୋଦେଇ କରି ଲେଖାଯାଇଛି- ଦ ଫାଷ୍ଟ ପ୍ରିନ୍ସିପଲ୍ ବା ପ୍ରଥମ ନୀତି। ତାହା ଜାପାନୀ ଅକ୍ଷରରେ ଲେଖାଯାଇଛି। କିନ୍ତୁ ତାହା ଏତେ ସୁନ୍ଦର ଅକ୍ଷରରେ ଲେଖାଯାଇଛି ଯେ ତାକୁ…
ଅଧିକ ଖବର ଦେଖନ୍ତୁ...

ବିରଳ ବିଭ୍ରାନ୍ତି

ଆମେରିକୀୟ ସାମ୍ବାଦିକ ସ୍ବର୍ଗତ ମାଥ୍ୟୁ ଜୋସେଫ୍‌ସନ୍‌ଙ୍କର ୧୯୩୪ରେ ପ୍ରକାଶିତ ପୁସ୍ତକ ‘ଦି ରବର୍‌ ବ୍ୟାରନ୍‌ସ: ଦି ଗ୍ରେଟ୍‌ ଆ‌େମରିକାନ୍‌ କ୍ୟାପିଟାଲିଷ୍ଟ୍‌ସ, ୧୮୬୧-୧୯୦୧’ ଆମେରିକାର ଅର୍ଥନୈତିକ ଇତିହାସରେ ‘ରବର୍‌ ବ୍ୟାରନ୍‌ସ’ ଅଭିବ୍ୟକ୍ତିକୁ ଏକ ବିଧିବଦ୍ଧ ଆସନ ପ୍ରଦାନ କରିଥିଲା,…
ଅଧିକ ଖବର ଦେଖନ୍ତୁ...

ଆଧୁନିକ ଆଇନ ଦୃଷ୍ଟିରେ ପ୍ରାଚୀନ ମିଥ୍‌ (୨): କର୍ଣ୍ଣ ଓ ଅଶ୍ବତ୍‌ଥାମା ପର୍ବ

ଏକ ଭିନ୍ନ ଆଇନଗତ ଦୃଷ୍ଟିକୋଣରୁ ଗୋଟିଏ ଘଟଣା ଉଲ୍ଲେଖ କରୁଛି। ଏକଥା ସମସ୍ତେ ଜାଣନ୍ତି ଯେ କର୍ଣ୍ଣ ବା ରାଧେୟଙ୍କୁ ଅଙ୍ଗ ଦେଶର ରାଜା ଭାବରେ ଦୁର୍ଯ୍ୟୋଧନ ଅଭିଷିକ୍ତ କରାଇଥିଲେ। ସେତେବେଳେ କର୍ଣ୍ଣ କେବଳ ଜଣେ ସାରଥିଙ୍କ ପୁତ୍ର ବୋଲି ସେ ଜାଣିଥିଲେ। ଦୁର୍ଯ୍ୟୋଧନଙ୍କର କର୍ଣ୍ଣଙ୍କ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ସବୁଠୁ ବ୍ୟୟବହୁଳ ମେଗାପ୍ରକଳ୍ପ

ବିଶ୍ବ ସ୍ତରରେ ଅତି ବିଶାଳ ଆକାରର ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେ ମଧ୍ୟରୁ ଅଧିକାଂଶ ଆରବ ଉପସାଗରୀୟ ଦେଶମାନଙ୍କରେ ନିର୍ମିତ ହେଉଛି। ୧୦ ବିଲିଅନ୍ ଆମେରିକୀୟ ଡଲାର୍‌ରୁ ଅଧିକ ବ୍ୟୟବରାଦ ହୋଇଥିବା ପ୍ରକଳ୍ପକୁ ମେଗାପ୍ରକଳ୍ପ କୁହାଯାଉଥିବା ବେଳେ ବର୍ତ୍ତମାନ ୧୦୦ ବିଲିଅନ୍‌…
ଅଧିକ ଖବର ଦେଖନ୍ତୁ...

ଚୁପ୍‌ ରହିବାର କାରଣ

ଜଣେ ସଜ୍ଜନ ଗୋଟିଏ ଗାଁ ଦେଇ ଯାଉଥିଲେ। ସେଇ ଗାଁରେ କିଛି ଦିନ ଧରି ଚୋରି ହେଉଥିଲା। ତେଣୁ ଲୋକେ ରାତିରେ ପହରା ଦେଉଥିଲେ। ପାହାନ୍ତିଆ ବେଳେ ଜଣେ ଅପରିଚିତ ଲୋକ ଦେଖିବାରୁ ସେମାନେ ସନ୍ଦେହରେ ତାଙ୍କୁ ଧରି ପକାଇ ଚୋରିହାରି ବିଷୟରେ ପଚାରିବାକୁ ଲାଗିଲେ। ସଜ୍ଜନ ଜଣକ ନିରବ ରହିବାରୁ…
ଅଧିକ ଖବର ଦେଖନ୍ତୁ...

ମାମୁଙ୍କ ମଙ୍ଗଳ

ଟୁଆଁଟୁଇଁ ଯେତେବେଳେ ପିଠା ତିଆରି କରିବା ପାଇଁ ଜାଳ ସଂଗ୍ରହ କରିବାକୁ ଯାଇ ଜଙ୍ଗଲରେ ପହଞ୍ଚି ଏକ ଗଛରୁ ଶୁଖିଲା ଡାଳ ଖଣ୍ଡେ ଭାଙ୍ଗନ୍ତି, ସେ ମଡ଼ ମଡ଼ ଶବ୍ଦ ଶୁଣି ବଣ ଭିତରୁ କିଏ ଜଣେ ଗର୍ଜନ କରି ଉଠେ: ‘‘ମୋ ଜଙ୍ଗଲରେ କିଏ ରେ’’? ଟୁଆଁଟୁଇଁ ଭୟରେ ଜଡ଼ସଡ଼ ହୋଇ ଖନେଇ ଖନେଇ କହିପକାନ୍ତି:…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ସହରର ଆଦ୍ୟ କାରିଗର

ରାତି ପାହିଲେ ରାଜଧାନୀ ସହର ଭୁବନେଶ୍ବରର ଜନ୍ମଦିବସ, ୭୫ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ୍‌ ୧୩ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଵାହରଲାଲ ନେହରୁ ଭୁବନେଶ୍ବରଠାରେ ଓଡ଼ିଶାର ନୂଆ ରାଜଧାନୀର ଭିତ୍ତି ପ୍ରସ୍ତର ସ୍ଥାପନ କଲାବେଳେ କହିଥିଲେ- ବଡ଼ ଆନନ୍ଦର କଥା ଯେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ରମାଦେବୀଙ୍କ ପ୍ରେରଣା ମଧୁସୂଦନ

୧୯୩୪ରେ ଓଡ଼ିଶାରେ ପଦଯାତ୍ରା ବେଳେ ମହାତ୍ମା ଗାନ୍ଧୀ ଦିନେ ରମାଦେବୀଙ୍କୁ ପଚାରିଲେ, ‘‘ତୁମେ ଜାତୀୟ କାମକୁ ଆସିଲ କେମିତି?’’ ରମାଦେବୀଙ୍କ ସରଳ ଉତ୍ତର, ବଡ଼ ବାପା (ଉତ୍କଳଗୌରବ ମଧୁସୂଦନ ଦାସ)ଙ୍କ ପରୋକ୍ଷ ପ୍ରେରଣାରେ। ରମାଦେବୀଙ୍କ ଉତ୍ତର ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ, କାରଣ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅହଂକାରରୁ ମୁକ୍ତି

ଜଣେ ଅହଂକାରୀ ଭଦ୍ରଲୋକ ତହିଁରୁ ମୁକ୍ତ ହେବା ଲାଗି ପ୍ରୟାସ କଲେ। ତାଙ୍କ ବିଚାରଧାରା ବଦଳିଲା। ସବୁ ପ୍ରସଙ୍ଗର କେନ୍ଦ୍ରରେ ନିଜକୁ ରଖି ବିଚାର କରିବାର ପ୍ରବୃତ୍ତି ବଦଳିଲା। ନିଜ ଗୁରୁଙ୍କ ପାଖକୁ ଯାଇ ସେ କହିଲେ- ମହାତ୍ମା, ନିଜକୁ ଯଥାସମ୍ଭବ ଅହ˚ ମୁକ୍ତ କରିବାର ପ୍ରୟାସ ଜାରି ରଖିଛି। ଆପଣ…
ଅଧିକ ଖବର ଦେଖନ୍ତୁ...

ଉପଭୋକ୍ତା ଉପୁରି

‘ଉପ‌େଭାକ୍ତା ଉପୁରି’ (‘କନ୍‌ସ୍ୟୁମର୍ସ ସର୍‌ପ୍ଲସ୍‌’) ହେଉଛି ଅର୍ଥଶାସ୍ତ୍ରର ଏକ ସୁପରିଚିତ ପ୍ରାରମ୍ଭିକ ଧାରଣା। କୌଣସି ଦ୍ରବ୍ୟ ବା ସେବା ପାଇଁ ଜଣେ ଉପଭୋକ୍ତା ଯେଉଁ ଦାମ୍‌ ଦେବାକୁ ପ୍ରସ୍ତୁତ ଥାଏ, ଯଦି ତା’ଠାରୁ କମ୍‌ ଦାମ୍‌ରେ ତାହା ତା’କୁ ମିଳିଯାଏ, ତେବେ ଉଭୟ ଦାମ୍‌ ମଧ୍ୟରେ ଥିବା…
ଅଧିକ ଖବର ଦେଖନ୍ତୁ...