ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଅପରାଜେୟ ବିଜୁ

ବିଜୁ ପଟ୍ଟନାୟକ ନିଆରା କଥା ଓ କାହାଣୀର ଜଣେ ବାଆଁରା ମଣିଷ। ମନର ଉଚ୍ଚତା ଯେମିତି ହିମାଳୟ, ହୃଦୟ ସେମିତି ସମୁଦ୍ର ପରି ଗଭୀର ଓ ବିଶାଳ। ଆଧୁନିକ ଓଡ଼ିଶାର ବିନ୍ଧାଣୀ ବିଜୁବାବୁଙ୍କ ସମଗ୍ର ଜୀବନ ଥିଲା ସେବା ଓ ସଂଗ୍ରାମ ପାଇଁ ଅଭିପ୍ରେତ। ସେଥିପାଇଁ ତାଙ୍କ ପ୍ରତି ସାଧାରଣ ଜନତାର ଥିଲା ଅକପଟ…
ଅଧିକ ଖବର ଦେଖନ୍ତୁ...

ବିରସ ମନ

ଗୋଟିଏ ଗାଁରେ ଉଭା ହେଲେ ଜଣେ ଦେବ ପୁରୁଷ। ସେ ଦେଖିଲେ ଗାଁ ଲୋକେ ମୁହଁ ଶୁଖାଇ ବୁଲୁଛନ୍ତି। ସେ ସେମାନଙ୍କୁ ଡାକି କହିଲେ- ବାବୁମାନେ, ବିରସ ମନରେ କାହିଁକି ରହିଛ? କାଲି ସକାଳୁ ଆସ। ତୁମ ମନ ସରସ ହେବା ପାଇଁ କାଲି ଯିଏ ଯାହା ଇଚ୍ଛା ମୋ ଠାରୁ ମାଗିନେଲେ ମୁଁ ଦେବି। ତା’ ପରେ ସୁଖରେ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ଅଙ୍ଗୀକାର

ଭାରତ ଏବଂ ଭାରତୀୟମାନଙ୍କୁ ନେଇ ଯେଉଁ ଶତାଧିକ ଲଘୁ ମନ୍ତବ୍ୟ ଶୁଣାଯାଏ ତାହା ମଧ୍ୟରୁ ଦୁଇଟି ଏହି ପ୍ରକାର: ଭାରତରେ ସବୁ ସମୟ ଚା ପିଇବାର ସମୟ, ଏଠାରେ କୌଣସି କଥା କେତେବେଳେ ସୁଦ୍ଧା ପୂର୍ଣ୍ଣାଙ୍ଗ ନୁହେଁ, ଭାରତରେ ସଭିଏଁ ଜଣେ ଜଣେ ଚିକିତ୍ସକ। ଏହି ମନ୍ତବ୍ୟର ଅର୍ଥ ବୁଝାଇ କହିବା…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନ ଓ ବିସ୍ଥାପନ

ନିକଟରେ ବିଚଳିତ କରିବା ଭଳି ଗୋଟିଏ ଖବର ସାମ୍ନାକୁ ଆସିଛି ଯେ ଭଦ୍ରକ ଜିଲ୍ଲା ଧାମରା ଉପକୂଳରେ ପ୍ରତିରକ୍ଷା ବିଭାଗର ୮୫୦ ଏକର ଜମିର ଚିହ୍ନବର୍ଣ୍ଣ ମିଳୁନାହିଁ। ଗବେଷଣାଗାର ଓ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା ପାଇଁ ନିଆଯାଇଥିବା ପାଞ୍ଚଟି ଦ୍ବୀପରୁ ଚାରିଟିର ଆଉ ସତ୍ତା ନାହିଁ। ଅବଦୁଲ କଲାମ…
ଅଧିକ ଖବର ଦେଖନ୍ତୁ...

ପ୍ରସାଦ ପ୍ରସାଦ ବାସୁଛି

ଆଜିକାଲି କ୍ୱଚିତ୍ ଏମିତି ଦିନଟିଏ ଯାଏ, ଯେଉଁଦିନ ଭାରତର କୌଣସି ପ୍ରାନ୍ତରର କୌଣସି ଶିଷ୍ଟ ବା ବିଶିଷ୍ଟ ବ୍ୟକ୍ତିଙ୍କ ପାଦ ପଡ଼େନାହିଁ ରାଷ୍ଟ୍ରପତି ଭବନରେ। ଓଡ଼ିଶାର ଅନେକ ଲୋକଙ୍କର ବି ପାଦ ପଡ଼େ। ବିଭିନ୍ନ ଭାଷାର ବହି ଓ ପତ୍ରପତ୍ରିକା ସାଙ୍ଗକୁ ବିଭିନ୍ନ ରାଜ୍ୟର ଚାରୁଚିତ୍ର ପ୍ରାୟ…
ଅଧିକ ଖବର ଦେଖନ୍ତୁ...

କ୍ରୋଧର ଉତ୍ତାପ

ଏକଦା ମରୁଭୂମି ଦେଇ ଯାଉଥିଲେ ଫକିର ଫିରୋଜ। ସାଙ୍ଗରେ ଜଣେ ମାତ୍ର ଶିଷ୍ୟ। ହଠାତ୍‌ ଏକ ପଟୁଆରରେ ଆସିଗଲେ ଆରବର ରାଜା। ସନ୍ଥ ଫିରୋଜଙ୍କୁ ଦେଖି ସେ ଓଟରୁ ଓହ୍ଲାଇ ପଡ଼ି ଫିରୋଜଙ୍କୁ ଅଭିବାଦନ କଲେ। ତା’ ପରେ ସେ କହିଲେ- ଫିରୋଜ, ମୋ ମନରେ ସ˚ଶୟଟିଏ କେତେ ଦିନ ହେଲାଣି ଆନ୍ଦୋଳିତ ହେଉଛି।…
ଅଧିକ ଖବର ଦେଖନ୍ତୁ...

ବୀଣାପା’ ଅଛନ୍ତି, ନାହାନ୍ତି

ପଦ୍ମଶ୍ରୀ ଡକ୍ଟର ବୀଣାପାଣି ମହାନ୍ତିଙ୍କୁ ଏ ପୁଷ୍ପାଞ୍ଜଳି। ଏପ୍ରିଲ୍‌ ୨୦୨୨ରେ ସେ ଆମକୁ ଛାଡ଼ି ଚାଲିଗଲେ। ବୀଣାଅପା ନାହାନ୍ତି, ଏମିତି କିଛି ମୋତେ ଲାଗୁନାହିଁ। ସେ ଅଛନ୍ତି- ସେଇ ବାଦାମବାଡ଼ି ଗ୍ଲାସ୍ ପ୍ୟାଲେସ୍ ଘରେ ମୁଁ ପହଞ୍ଚିଯିବି- ସେ ବା କେହି କବାଟ ଖୋଲିବେ। ହସ ହସ ମୁହଁରେ, ସେ…
ଅଧିକ ଖବର ଦେଖନ୍ତୁ...

ପ୍ରସଙ୍ଗ ତାଜମହଲ

ଭାରତବର୍ଷର ପର୍ଯ୍ୟଟନ ଶିଳ୍ପ ବାଣିଜ୍ୟକୁ ଯଦି ଆମ ଦେଶର କୌଣସି ନିର୍ଦ୍ଦିଷ୍ଟ କୀର୍ତ୍ତି ସବୁଠାରୁ ଅଧିକ ପରିପୁଷ୍ଟ କରିଥାଏ ତାହାହେଲେ ସେଇଟି ହେଉଛି ତାଜମହଲ। ଅପୂର୍ବ ସୌନ୍ଦର୍ଯ୍ୟ ଯୋଗୁଁ ଏହା ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଭାବରେ ପରିଗଣିତ ହୋଇଥାଏ। ଭାରତୀୟ ସାହିତ୍ୟ,…
ଅଧିକ ଖବର ଦେଖନ୍ତୁ...

କାହାଣୀର ‌ଶେଷ ପୃଷ୍ଠା

କାହାଣୀ ଯେମିତି ଦୀର୍ଘ, ତା’ ସହ ଯୋଡ଼ା ଘଟଣାବଳୀ ମଧ୍ୟ ଅନୁରୂପ ଭାବେ ବ୍ୟାପକ। କାହାଣୀ ନୁହେଁ ତ ଆଉ କ’ଣ? ସତରେ କ’ଣ ବିଶ୍ବାସ ଥିଲା ଯେ ସବୁ ପ୍ରଦେଶ ଓ ଶହ ଶହ ରାଜୁଡ଼ା ସରହଦ ଦିନେ ଏକ ହେବ ଏବଂ ସେ ସବୁର ପରିଚାଳନା ଲାଗି ଗୋଟେ ବିଶଦ୍‌ ନିୟମ-ଗ୍ରନ୍ଥ ବା ସଂବିଧାନ ପ୍ରଣୟିତ ହେବ?…
ଅଧିକ ଖବର ଦେଖନ୍ତୁ...

ଡାହାଣ ବଳଦ ପାହାର ଖାଏ

କୃଷକଟିଏ ହଳ କଲାବେଳେ କିମ୍ବା ଶଗଡ଼ ଚଳାଇବା ବେଳେ ଡାହାଣ ପାର୍ଶ୍ବରେ ଯୋଚିଥିବା ବଳଦକୁ ବେଶି ପାହାର ଦେଇଥାଏ। ଯଦିଓ ଡାହାଣ ବଳଦଟି ଅଧିକ ସକ୍ରିୟ, କର୍ମଠ ଓ ବିଶ୍ବସ୍ତ ହୋଇଥାଏ, ତଥାପି ସେ ତା’ର ମାଲିକ ଠାରୁ ଅଧିକ ପାହାର ଖାଇଥାଏ ଓ କୃଷକ ମଧ୍ୟ ତା’ଠାରୁ ଅଧିକ କିଛି ଆଶା ରଖିଥାଏ। ସେ…
ଅଧିକ ଖବର ଦେଖନ୍ତୁ...