ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

‘ଭାରତ ଯୋଡ଼ୋ ଯାତ୍ରା’ରେ ମାଆ ସୋନିଆଙ୍କ ଜୋତାର ଫିତା ବାନ୍ଧୁଥିବାର ନଜର ଆସିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁର: ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଅ ରାହୁଲ୍‌ ଗାନ୍ଧୀଙ୍କ ସାଙ୍ଗରେ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିିଳିଛି। ସେହି ସମୟର ଆଉ ଏକ ଦୃଶ୍ୟର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ହଟିବେ କି ଗେହଲଟ୍‌? ପାଇଲଟ ଭେଟିଲେ ଗେହଲଟଙ୍କ ବିଶ୍ୱସ୍ତ ଖାଚାରିୟାୱାସଙ୍କୁ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅଶୋକ ଗେହଲଟ ରହିବେ କି ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ଝୁଲି ରହିଥିବାବେଳେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ରାତିରେ ଜୟପୁରସ୍ଥିତ ବାସଭବନରେ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ତଥା ଗେହଲଟଙ୍କ…
ଅଧିକ ଖବର ଦେଖନ୍ତୁ...

ପତ୍ରାଚଲ ଜମି ଦୁର୍ନୀତି: ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା

ମୁମ୍ବାଇ: ପତ୍ରାଚଲ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ସେପ୍ଟେଟର ୧୯ରେ ଏକ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଦାଲତ ପତ୍ରାଚଲ ଜମି…
ଅଧିକ ଖବର ଦେଖନ୍ତୁ...

ସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ସ୍ୱାସ୍ଥ୍ୟ କ୍ଲିନିକ୍‌ ଖୋଲିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର କହିଛନ୍ତି ଯେ ସରକାର ରାଜ୍ୟରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ଆପ୍ଲା ଦାଭାଖାନା (ସ୍ୱାସ୍ଥ୍ୟ କ୍ଲିନିକ୍‌) ସ୍ଥାପନ କରିବେ। ଏସଂପର୍କରେ ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

‌‌ଷୋଡ଼ଶ ବିଧାନସଭାରେ ୬ ବିଧାୟକଙ୍କର ହେଲାଣି ପରଲୋକ

ଭୁବନେଶ୍ବର : ‌୨୦୧୯ ସାଧାରଣ ନିର୍ବାଚନ ପରେ ଷୋଡ଼ଶ ବିଧାନସଭା ଗଠନ ହୋଇଛି। ହେଲେ ଏହା ରାଜ୍ୟ ରାଜନୀତି ପାଇଁ ଅଶୁଭ ପାଲଟିଛି। ନିର୍ବାଚନର ସାଢ଼େ ତିନି ବର୍ଷ ମଧ୍ୟରେ ଜଣ ଜଣ କରି ୬ଜଣ ବିଧାୟକଙ୍କର ପରଲୋକ ହୋଇଗଲାଣି। ଦକ୍ଷ ବିଧାୟକମାନଙ୍କର ପରଲୋକ ଓଡ଼ିଶା ରାଜନୀତିରେ ବିରାଟ ଶୂନ୍ୟସ୍ଥାନ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

ଭୁବନେଶ୍ବର : ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସୋମବାର ଦିନ ଭାରତ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଧାମନଗରରେ ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଅକ୍ଟୋବର ୭ରେ ବିଜ୍ଞପ୍ତି…
ଅଧିକ ଖବର ଦେଖନ୍ତୁ...

କଟକ ଦଶହରାରେ ରାଜନୈତିକ ଚର୍ଚ୍ଚା

କଟକ : ଦୁଇବର୍ଷ ଜାକଜମକରେ କଟକ ଦଶହରା ପାଳନ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ବେଳେ ଏଥର ପୂଜା ଆୟୋଜନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ରାସ୍ତାରେ ଅସମ୍ଭାଳ ଭିଡ ସାଙ୍ଗକୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆକର୍ଷଣୀୟ ସାଜସଜ୍ଜା କଟକର ପରିବେଶକୁ…
ଅଧିକ ଖବର ଦେଖନ୍ତୁ...

ଭାରତ ଯୋଡ଼ୋ ଯାତ୍ରା କାଳରେ ପ୍ରବଳ ବର୍ଷାରେ ଭିଜି ଭାଷଣ ଦେଲେ ରାହୁଲ; ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କଲେ ସ୍ବରା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଦଳ ତଥା ସଂଗଠନକୁ ମଜବୁତ କରିବା ପାଇଁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । କର୍ଣ୍ଣାଟକର ମହୀଶୂରରେ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ବର୍ଷାରେ ଭିଜି ଭିଜି ସମବେତ ଜନତାକୁ…
ଅଧିକ ଖବର ଦେଖନ୍ତୁ...

‘କର୍ଣ୍ଣାଟକ ପତାକା’ରେ ରାହୁଲ ଗାନ୍ଧୀଙ୍କ ଫଟୋକୁ ବିରୋଧ କଲେ କନ୍ନଡ ସପକ୍ଷବାଦୀ ଗୋଷ୍ଠୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକାଧିକ କନ୍ନଡ ସପକ୍ଷବାଦୀ ସଂଗଠନ ତୀବ୍ର ସମାଲୋଚନା କରିଛନ୍ତି। କନ୍ନଡ ସପକ୍ଷବାଦୀ ସଂଗଠନଗୁଡ଼ିକ କଂଗ୍ରେସକୁ ଚେତାବନୀ ଦେଇ କହିଛନ୍ତି ଯେ ‘କର୍ଣ୍ଣାଟକ ପତାକା’ରେ ଦଳର…
ଅଧିକ ଖବର ଦେଖନ୍ତୁ...

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଭଳି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଧାମନଗର ଆସନ ବିଜେପିର ଥିଲା। ଧାମନଗରରେ ୱାର୍ଡ ସ୍ତର ପର୍ଯ୍ୟନ୍ତ ଦଳର ସଙ୍ଗଠନ ଅଛି। ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ। ଲଢେଇ ଜୋରଦାର…
ଅଧିକ ଖବର ଦେଖନ୍ତୁ...