ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: ଆସନ୍ତା ୩୧ ତାରିଖରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଯୋଡ ଯାତ୍ରା ପାଇଁ ପୋଷ୍ଟର ରିଲିଜ କରାଯାଇଛି। ଆଇ ଜି ପାର୍କରୁ ଆରମ୍ଭ ହୋଇ ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଧାମନଗରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଆଜିଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ। ୨୮ ଓ ୨୯ତାରିଖ ଦୁଇ ଦିନ ବିଭିନ୍ନ ପଞ୍ଚାୟତ ବୁଲି ପଦଯାତ୍ରା ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଧାମନଗର ଉପନିର୍ବାଚନ: ନିର୍ବାଚନ କମିସନଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ : ଧାମନଗର ବିଧାନସଭା ଉପନିର୍ବାଚନରେ ଚାଲିଛି ହାଇ ଡ୍ରାମା। ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଜୋରଦାର୍‌ ଆରୋପ ଓ ପ୍ରତ୍ୟାରୋପ ଚଳାଇଛନ୍ତି। ବିଜେଡି ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ: ସିଇଓ

ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ବାରମ୍ବାର ଉଲ୍ଲଂଘନ ହେବା ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଆସିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ରାଜନୈତିକ ଦଳ, ସରକାରୀ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଗୋଷ୍ଠୀକନ୍ଦଳର ଫାଇଦା ନେବ କି ‘ପ୍ରଦୀପ ସେନା’? ସଂଗଠନ ଗଠନ ପରେ ରାଜନୈତିକ ବାତାବରଣ ସରଗରମ

ଗୋଳନ୍ଥରା : ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଗତ ୨ରୁ ୩ ମାସ ହେଲା ନିର୍ବାଚନମଣ୍ଡଳୀରେ ନିଜ ସଂଗଠନକୁ ସକ୍ରିୟ କରିବା ସହ ବିଭିନ୍ନ ଗ୍ରାମରେ ଜନସଂପର୍କ ପଦଯାତ୍ରା ଅଭିଯାନ ଆରମ୍ଭ କରିଛନ୍ତି। ଆଉ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ମୁଁ ବିଜେପି ବିଧାୟିକା ପ୍ରାର୍ଥୀ : ପ୍ରତ୍ୟୁଷା

ନୟାଗଡ଼ : ‘ ଆଗାମୀ ୨୦୨୪ ମସିହା ନିର୍ବାଚନରେ ମୁଁ ବିଜେପି ବିଧାୟିକା ପ୍ରାର୍ଥୀ ଭାବେ ଲଢ଼ିବାକୁ ସଂଗଠନ କରୁଛି। ଦଳରେ ମିଶିବା ବେଳେ ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏନେଇ ମୋତେ ପ୍ରତିଶ୍ରୁତି ଦିଆଯାଇଥିଲା। ସେଠାରେ ଇରାନୀ ଓ ତାଙ୍କ ସ୍ବାମୀ ତଥା…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ଭୋଟ୍‌ ନ ଦେବା ପାଇଁ ନବନିର୍ମାଣ କୃଷକ ସଂଗଠନର ଆହ୍ବାନ

ଭଦ୍ରକ/ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଏବେ ସରକାର ବିରୋଧରେ ତାତି ଉଠିଛି ନବନିର୍ମାଣ କୃଷକ ସଙ୍ଗଠନ। ବିଜେଡି ସପକ୍ଷରେ ଭୋଟ୍‌ ନଦେବା ପାଇଁ ନବନିର୍ମା‌ଣ କୃଷକ ସଙ୍ଗଠନ ପକ୍ଷରୁ ସଙ୍ଗଠନର ରାଷ୍ଟ୍ରୀୟ ନେତା ଅକ୍ଷୟ କୁମାର ଓ ଜିଲ୍ଲା ସଭାପତି ଶେଷଦେବ ନନ୍ଦ ଆହ୍ବାନ ଦେଇଛନ୍ତି। ଏହି ଦୁଇ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ଦାଢି ଛିଣ୍ଡାଇ ଦେବାକୁ ଆହ୍ଵାନ ଦେଇ ଫସିଲେ ପଶ୍ଚିମବଙ୍ଗ ମନ୍ତ୍ରୀ: ଭିଡିଓ ହେଲା ଭାଇରାଲ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ଉଦୟନ ଗୁହା ଗୁରୁବାର ଦିନ ଏକ ସାଧାରଣ ସଭାରେ ତୃଣମୂଳ କଂଗ୍ରେସ କର୍ମୀମାନଙ୍କୁ କେନ୍ଦ୍ର ମନ୍ତ୍ରୀ ନିଶିଥ ପରମାଣିକଙ୍କ ନିଶ ଓ ଦାଢି ଛିଣ୍ଡାଇ ଦେବାକୁ ଆହ୍ଵାନ ଦେଇ ଏକ ବିବାଦରେ ଫସି ଯାଇଛନ୍ତି। ରିପୋର୍ଟରୁ ପ୍ରକାଶ, ପଶ୍ଚିମବଙ୍ଗର ଉତ୍ତର ବଙ୍ଗଳା…
ଅଧିକ ଖବର ଦେଖନ୍ତୁ...

ଧାମନଗର ଉପନିର୍ବାଚନ: ୨୮ରୁ ୨ ଦିନିଆ ପଦଯାତ୍ରା କରିବେ ଧର୍ମେନ୍ଦ୍ର, ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍‌

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ତଥା ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା…
ଅଧିକ ଖବର ଦେଖନ୍ତୁ...

ହବିଷ୍ୟାଳୀଙ୍କ ନବୀନ ଭଜନ : ଦୃଢ଼ ନିନ୍ଦା କଲା ବିଜେପି, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାକୁ ନେଇ ରାଜନୀତି ଦୁର୍ଭାଗ୍ୟଜନକ…

ଭୁବନେଶ୍ବର: ପୁରୀସ୍ଥିତ ବଗଲା ଧର୍ମଶାଳାରେ ହବିଷ୍ୟାଳୀମାନେ ଏକତ୍ର ବସି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ଲିଖିତ ଭଜନ ଗାନ କରିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ହବିଷ୍ୟାଳୀ ଶିବିରରେ କାର୍ତ୍ତିକ ବ୍ରତର ମୂଳ ଲକ୍ଷ୍ୟ ଦିଗହରା ହେଉଥିବା ଅଭିଯୋଗ ହୋଇଛି। ଭଜନକୀର୍ତ୍ତନ ବଦଳରେ…
ଅଧିକ ଖବର ଦେଖନ୍ତୁ...