ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ରାହୁଲ୍‌ ନିଜ ଘର ସଜାଡ଼ି ପାରୁ ନାହାନ୍ତି, ପରକୁ ନିନ୍ଦା କରୁଛନ୍ତି: ମାୟାବତୀ

ଲକ୍ଷ୍ନୌ: ମେଣ୍ଟ ପାଇଁ କଂଗ୍ରେସର ଉଦ୍ୟମକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ରାହୁଲ୍‌ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରି ଆଜି ଦଳିତ ନେତ୍ରୀ ମାୟାବତୀ କହିଛନ୍ତି ଯେ, ଗାନ୍ଧୀ ଆପଣା ଦଳକୁ ଶୃଙ୍ଖଳିତ ପାରୁ ନାହାନ୍ତି ସେଥିରେ ପୁଣି ‘ବିଏସ୍‌ପି’କୁ ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

‘ସିବିଆଇ, ଇଡି, ପେଗାସସ୍‌ ଓ ତିନି-ଚାରି ଜଣ କୋଟିପତି ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ‘ସିବିଆଇ, ଇଡି, ପେଗାସସ୍‌ ଓ ତିନି-ଚାରି ଜଣ କୋଟିପତି ଦେଶର ସାଂପ୍ରତିକ ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି’ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଏହାର ପ୍ରମାଣ ସଦବାକୁ ଯାଇ ସେ କହିଛନ୍ତି ଯେ ୟୁପି ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଅମିତାଭ, ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ କଲା ମଧ୍ୟପ୍ରଦେଶ କଂଗ୍ରେସ

ଭୋପାଳ: ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତିକୁ ସମାଲୋଚନା କରିବାରେ ଚୟନାତ୍ମକ ହୋଇଥିବା ଅଭିଯୋଗ କରି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ଶନିବାର ଦାହ କରିଛି ମଧ୍ୟପ୍ରଦେଶ କଂଗ୍ରେସ। ଯେତେବେଳେ ୟୁପିଏ କ୍ଷମତାରେ ଥିଲା ସେତେବେଳେ ଦଳ ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଉପନିର୍ବାଚନ: ଟିଏମସି ପୋଷ୍ଟର ଚିରିଥିବା ନେଇ ବିଜେପି କଲା ଅଭିଯୋଗ; ୨ ପୁଲିସ ଅଧିକାରୀଙ୍କ ବଦଳି

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନ ପୂର୍ବରୁ କୋଲକାତାର ବାଲିଗୁଙ୍ଗେ ବିଧାନସଭା କ୍ଷେତ୍ରରେ ଫ୍ଲେକ୍ସ ଏବଂ ହୋର୍ଡିଂ ଭଙ୍ଗାରୁଜା କରିଥିବା ଅଭିଯୋଗରେ ବିଜେପି ଶାସକ ତୃଣମୂଳ କଂଗ୍ରେସ (ଟିଏମସି)ର ତୀବ୍ର ନିନ୍ଦା କରିଛି। ବିଜେପି ପ୍ରାର୍ଥୀ କିଆ ଘୋଷ ଶୁକ୍ରବାର ଦିନ ଏସଂପର୍କରେ ଅଭିଯୋଗ କରି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି: ସଞ୍ଜୟ ରାଓ୍ଵତ

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ଵତ ଶୁକ୍ରବାର ଦିନ ଅଭିଯୋଗ କରି କହିଛନ୍ତି ଯେ ମୁମ୍ବାଇକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି। ଏବଂ ଏହି ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନା…
ଅଧିକ ଖବର ଦେଖନ୍ତୁ...

ଏଠି ସୀତା ବି ବଦ୍‌ନାମ: ସାଂସଦ ସୁପ୍ରିୟା ସୁଲେଙ୍କ ସହ ଭାଇରାଲ୍ ଫଟୋକୁ ନେଇ ଏପରି କହିଲେ ଶଶୀ ଥରୁର୍‌

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ‌ ନେତା ଶଶୀ ଥରୁର୍‌ଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଶଶୀ ସାଂସଦ ସୁପ୍ରିୟା ସୁଲେଙ୍କ ସହ ଲୋକସଭାରେ କଥା ହେଉଥିବାର ନଜର ଆସିଛନ୍ତି। ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ନେଇ ଲୋକେ ନାନା କଥା ହେଉଛନ୍ତି। ଏହାର…
ଅଧିକ ଖବର ଦେଖନ୍ତୁ...

ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ପରେ ପୂର୍ବତନ ବିଜେପି ବିଧାୟକ କୋର୍ଟରେ କଲେ ଆତ୍ମସମର୍ପଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଅଦାଲତ ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ବିଧାୟକ ସଂଗୀତ ସୋମଙ୍କ ନାମରେ ଏକ ଜାମିନ ବିହୀନ ଗିରଫ ପରଓ୍ଵାନା (ୱାରେଣ୍ଟ) ଜାରି କରିବା ପରେ ଅଭିଯୁକ୍ତ ସୋମ ମଙ୍ଗଳବାର ଏଠାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ୨୦୦୯ରେ ଏକ ରାସ୍ତା ଅବରୋଧ ମାମଲାରେ…
ଅଧିକ ଖବର ଦେଖନ୍ତୁ...

ଇଡି କାର୍ଯ୍ୟାନୁଷ୍ଠାନ ‘ମରାଠୀ ମାନୁସ୍‌’ ଉପରେ ଆକ୍ରମଣ: ରାଓ୍ଵତ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଶିବସେନା ସାଂସଦ ସଞ୍ଜୟ ରାଓ୍ଵତ୍‌ ଓ ତାଙ୍କ ସଂପର୍କୀୟଙ୍କ ସମ୍ପତ୍ତିକୁ ଜବତ କଲାପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ରାଓ୍ଵତ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏପ୍ରକାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟବିତ୍ତ ‘ମରାଠୀ…
ଅଧିକ ଖବର ଦେଖନ୍ତୁ...

ପଣ୍ଡିତମାନେ ଶୀଘ୍ର କଶ୍ମୀରକୁ ଫେରିବେ: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ରବିବାର ଦିନ କହିଛନ୍ତି ଯେ କଶ୍ମୀର ପଣ୍ଡିତମାନେ ଖୁବ୍‌ ଶୀଘ୍ର କଶ୍ମୀର ଉପତ୍ୟକାରେ ନିଜ ଘରକୁ ଫେରିବାକୁ ସକ୍ଷମ ହେବେ। ଏଥିପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟ ଚାଲିଛି ଯାହା ଦ୍ୱାରା ସେମାନେ ଆଉ କେବେ ବି…
ଅଧିକ ଖବର ଦେଖନ୍ତୁ...

ଆପ୍‌ରେ ଯୋଗଦେବେ ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ ସୋମବାର ଆମ୍‌ ଆଦମୀ ପାର୍ଟି (ଆପ୍‌)ରେ ଯୋଗଦେବେ ଯୋଗଦେବାକୁ ଯାଉଛନ୍ତି। ରାଓଙ୍କୁ ଦଳରେ ସାମିଲ କରିବା ପାଇଁ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌…
ଅଧିକ ଖବର ଦେଖନ୍ତୁ...