ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଆକ୍ରମଣ କରି ମତେ ହତ୍ୟା କରିବାକୁ ‌‌ଚେଷ୍ଟା କରିଛନ୍ତି ଶିବସେନା କର୍ମୀ: ‘ବିଜେପି’ ନେତା କିରୀଟ ସୋମୈୟା

ମୁମ୍ବାଇ: ଶନିବାର ଦିନ ପୁଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ ଶିବସେନା କର୍ମୀମାନେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା କଥା ‘ବିଜେପି’ ନେତା କିରୀଟ ସୋମୈୟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁମ୍ବାଇର ଖାର୍‌ ଥାନା ବାହାରେ ଶାସକ ଦଳର ୧୦୦ ଗୁଣ୍ଡା ଟେକାପଥର ପକାଇ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ପରେ ତେଜସ୍ବୀ ଯାଦବଙ୍କ ଇଫ୍‌ତାର୍‌ ପାର୍ଟିରେ ଯୋଗ ଦେଲେ ନୀତୀଶ କୁମାର

ପାଟନା: ‘ରାଷ୍ଟ୍ରୀୟ ଜନତା ଦଳ’ ସହିତ ରାଜନୈତିକ ସମିକରଣ ପରିବର୍ତ୍ତନ ସଂକ୍ରାନ୍ତରେ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରି ଆଜି ବିହାରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଇଫ୍‌ତାର୍‌ ପାର୍ଟି’ରେ ଯୋଗ ଦେବାରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ନୂଆ ସମୀକରଣ ନେଇ ଚର୍ଚ୍ଚା: ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବୁଲୁ ଓ ଗୁଲ୍‌ମୁକ୍କୀଙ୍କ ଭେଟ୍‌ଘାଟ

ଭଦ୍ରକ: ଭଦ୍ରକ ସହରର ଜଗନ୍ନାଥପୁର କଲେଜ ରୋଡସ୍ଥିତ ସାଳନ୍ଦୀ ନଦୀ କୂଳରେ ନିର୍ମାଣ ହୋଇଥିବା ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ  ସ୍ଥାପନ ଉତ୍ସବର ଦ୍ବିତୀୟ ଦିନର ପୂଜା ଉତ୍ସବରେ ଭଦ୍ରକ ପୌରପାଳିକାର ନବ ନିର୍ବାଚିତ ପୌରାଧ୍ୟକ୍ଷା ଗୁଲ ମୁକ୍କୀ ହବିବ୍‌ଙ୍କ ସହ ବିଜେଡି…
ଅଧିକ ଖବର ଦେଖନ୍ତୁ...

ଆସନ ଛାଡି ଆଉ କାହାକୁ ବସାଅ, କଂଗ୍ରେସର ତ୍ରିମୂର୍ତ୍ତିଙ୍କୁ କିଛି ଏଭଳି ପରାମର୍ଶ ଦେଲେ ପିକେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ପୁଣି ଥରେ ପ୍ରଶାନ୍ତ କିଶୋରଙ୍କୁ ସାଥିରେ ଆଣି କାମ କରିବାକୁ ଚେଷ୍ଟା କରୁଛି। ଏହି ପର୍ଯ୍ୟାୟରେ, କଂଗ୍ରେସ ନେତୃତ୍ୱ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଅନେକ ବୈଠକ ବସିସାରିଲାଣି |…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ଘଟଣା: ବିଜେପିର ଅଭିଯୋଗକୁ ଖଣ୍ଡନ କଲା ବିଜେଡି

ଭୁବନେଶ୍ବର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି କହିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ନେଇ ପୁଲିସ ତଦନ୍ତ କରୁଛି।…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କୁ ପିସିସି ସଭାପତି କରାଯିବା ସପକ୍ଷରେ ତାରା: ବିଧାୟକ ଦଳ ନେତା ପରିବର୍ତ୍ତନ ଲାଗି ସାଲୁଜା ଓ ଅଧିରାଜଙ୍କ…

ଭୁବନେଶ୍ୱର:ପିସିସି ସଭାପତି ପରିବର୍ତ୍ତନ ନେଇ ତିନି କଂଗ୍ରେସ ବିଧାୟକ ନିଜର ମତ ରଖିଛନ୍ତି। ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ପିସିସି ପରିବର୍ତ୍ତନ ସୁନିଶ୍ଚିତ। ବିଧାୟକମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ…
ଅଧିକ ଖବର ଦେଖନ୍ତୁ...

ସୋନିଆ ଗାନ୍ଧୀଙ୍କ ଘରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହିତ ପ୍ରଶାନ୍ତ କିଶୋରଙ୍କ ବୈଠକ

ନୂଆଦିଲ୍ଲୀ: ପୁଣି କଂଗ୍ରେସରେ ଯୋଗ ଦେବେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ନିର୍ବାଚନ ରଣନୀତିଜ୍ଞ ସମ୍ପ୍ରତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ବୈଠକ ଚଳାଇଥିବା କଥା ବିଶେଷସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଦଳରେ ବିବାଦ ଲାଗି ରହିବ କହି କଂଗ୍ରେସ ଛଡ଼ିବା କଥା ଅସ୍ବୀକାର କଲେ ହାର୍ଦ୍ଦିକ ପଟେଲ୍‌

ସୁରଟ୍‌: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଛାଡ଼ିବା ପାଇଁ ଯୋଜନା କରୁଛନ୍ତି ବୋଲି ଉଠିଥିବା ଗୁଜବକୁ ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍‌ କହିଛନ୍ତି। ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିବା ହାର୍ଦ୍ଦିକ ଗୁରୁବାର ଦିନ ସୁରଟ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ମୁକାବିଲା ପାଇଁ ବିଜେପିର ନୂଆ ରଣନୀତି: ‘କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନି’

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଏବେଠାରୁ ଓଡ଼ିଶା ଦଖଲ ରଣନୀତି ପ୍ରସ୍ତୁତ କଲାଣି। ଦଳର ତୁଙ୍ଗ ନେତାମାନେ ଆଦୌ ସକ୍ରିୟ ନଥାଇ ବି ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟର ଯେଉଁ ମତ ଦେଲେ, ତାହା ବିଜେପିର କେନ୍ଦ୍ରୀୟ ନେତାଙ୍କୁ ବିସ୍ମିତ କରିଛି। ଓଡ଼ିଶାରେ ଯେ ସରକାର…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶରେ ୧,୦୦୦ ବିଜେପି ନେତା ଆପ୍‌ରେ ଯୋଗଦେବେ: ସିସୋଦିିଆ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଅତି କମରେ ୧,୦୦୦ ସ୍ଥାନୀୟ ବିଜେପି ନେତା ଖୁବ୍‌ ଶୀଘ୍ର ଆପ୍‌ରେ ଯୋଗଦେବେ ଏବଂ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ହିମାଚଳ ପ୍ରଦେଶରେ ବିଜେପିର ବହୁ ବଡ଼ ନେତା ମଧ୍ୟ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ‘ଆପ୍‌’ ସହ ‘ଯୋଗାଯୋଗରେ’ ଅଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...