ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଲୋକେ ବିଜେପିର ରାଜନୈତିକ ଦିଗ କଣ ହେବ ବୋଲି ସନ୍ଦେହରେ ଥିଲେ, ଦୁନ୍ଦୁଭି କେବେଠାରୁ ବାଜିବ ? ଗତକାଲି ରାଷ୍ଟ୍ରୀୟ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ: ଜେପି ନଡ୍ଡା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବା, ମହିଳା ବଞ୍ଚିତ, ଦଳିତ ସବୁ ବର୍ଗର ଲୋକଙ୍କ କଥା ଚିନ୍ତା କରୁଛନ୍ତି। ମୋଦୀଜୀଙ୍କ ବିଭିନ୍ନ ଯୋଜନା ଲୋକଙ୍କ ହିତ ସାଧନ କରିଆସିଛି। ଏଣୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଘରଘରକୁ ଯାଇ ମୋଦୀ ସରକାରର ଲୋକାଭିମୁଖୀ ଯୋଜନାର…
ଅଧିକ ଖବର ଦେଖନ୍ତୁ...

ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ବର: ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ। ସେ କହିଛନ୍ତି, ‘ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ତାହାକୁ ସ୍ଵାଗତ କରୁଛି। ବିଜେଡ଼ି ଏକ ଆଞ୍ଚଳିକ ଦଳ। ଏକ ଆଞ୍ଚଳିକ ଦଳ…
ଅଧିକ ଖବର ଦେଖନ୍ତୁ...

ରାହୁଲ୍‌ ଗାନ୍ଧୀ ରାଜନୀତି ନିମନ୍ତେ ଅଯୋଗ୍ୟ: ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି ଏବଂ ତାଙ୍କର ସୁବ୍ୟବସ୍ଥିତ ନିଷ୍ଠା ନାହିଁ ବୋଲି ‘ପଡ୍‌କାଷ୍ଟ୍‌ ୱିଥ୍‌ ସ୍ମିତା ପ୍ରକାଶ’ର ଦ୍ବିତୀୟ ଅଧ୍ୟାୟରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହିତ ସାକ୍ଷାତ୍‌କାର ବେଳେ ଆସାମର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରକୁ ଉପାଡ଼ି ଫିଙ୍ଗିଦିଅ: ଜେପି ନଡ୍ଡା

ଭୁବନେଶ୍ବର : ୨୦୨୪ରେ ଓଡ଼ିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ଶ୍ରୀ ନଡ୍ଡା ରାଜ୍ୟବାସୀଙ୍କ ସାମ୍ନାରେ ଦଳର ପରିବର୍ତ୍ତିତ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଭଲକାମ ଲୋକଙ୍କ ପାଖରେ ପହଞ୍ଚାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ସବୁ ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ଉପରେ ଧ୍ୟାନ ଦିଅ। ବେଙ୍ଗାଲୁରୁରୁ ଏକ ଭିଡିଓ ଜରିଆରେ ଏହି ବାର୍ତ୍ତା ଦେଇଛନ୍ତି ବିଜୁ ଜନତା ଦଳର…
ଅଧିକ ଖବର ଦେଖନ୍ତୁ...

୨୦୨୪ ପାଇଁ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ୨୦୧୯ ପର ଠାରୁ ବିଜେଡି-ବିଜେପିର ନିବିଡ଼ତା ନେଇ ସବୁଠି ଚର୍ଚ୍ଚା ଚାଲିଥିଲା। ସମ୍ଭବତଃ ଉଭୟ ଉଭୟଙ୍କ ଠାରୁ ଦୂରେଇବା ଆରମ୍ଭ କରିଛନ୍ତି। ଲକ୍ଷ୍ୟ ୨୦୨୪ ନିର୍ବାଚନ। କେହି କାହାରିକୁ ଆଉ ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି, ତା'ର ସଙ୍କେତ ଆଜି ରାଜଧାନୀରୁ ମିଳିଛି। ’୨୪…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ଦିଗ୍‌ବିଜୟ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କଂଗ୍ରେସ ସଭାପତି ନିର୍ବା‌ଚନ ଲଢ଼ିବେ ବୋଲି ଗୁରୁବାର ଦିନ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ। କଂଗ୍ରେସ ମୁଖ୍ୟାଳୟରେ ଗୁରୁବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସିଂହ…
ଅଧିକ ଖବର ଦେଖନ୍ତୁ...

ଏଠି କିଛି ଫୁଟିବନି କି ଉଠିବନି, କେବଳ ଶଙ୍ଖ ବାଜିବ : ପ୍ରମିଳା

ଭୁବନେଶ୍ୱର: ବରମୁଣ୍ଡା ପଡ଼ିଆରେ ବିଜୁ ଜନତା ଦଳର ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ୨୦୧୯ ମସିହାରେ ଦଳେ କହିଲେ, ୧୨୦ ଫୁଟିବ, ଆଉ ଦଳେ କହିଲେ ହାତ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଏତେ ଡର ଓ ଭୟ କାହିଁକି: ଅପରାଜିତା

ଭୁବନେଶ୍ୱର: ଗୁରୁବାର ଦିନ ସଭାରେ ବିଜେପିର ସମସ୍ତ ନେତା କେତେ ଆକ୍ରମଣାତ୍ମକ ମୁଡ୍‌ରେ ଥିଲେ ତାହା ସେମାନଙ୍କ ଭାଷଣରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କର୍ମୀମାନେ ବି ବେଶ୍ ଉତ୍ସାହିତ ଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କର୍ମୀମାନଙ୍କୁ ସମ୍ବୋଧନ କରି କହିଥିଲେ, ବିଜେଡି ୨୦ବର୍ଷରୁ…
ଅଧିକ ଖବର ଦେଖନ୍ତୁ...