ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ମମତା ବାନାର୍ଜୀ ସରକାର ଆମକୁ ଧୋକା ଦେଇଛନ୍ତି: ମୌଲାନା

କୋଲକାତା: ବୀରଭୂମି ହିଂସା ପରେ ପଶ୍ଚିମବଙ୍ଗର ମଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଆଡୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବୀରଭୂମି ହିଂସା ନେଇ ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳ ତ ମମତା ବାନାର୍ଜୀଙ୍କ ବିରୋଧରେ ଥିଲେ ଏବେ ମୁସଲମାନମାନଙ୍କ ଏକ ଅଂଶ ବି ମମତାଙ୍କ ବିରୋଧୀ ହୋଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ରମଜାନରେ ଇଫ୍‌ତାର ଦାଓ୍ଵତ ଦେବ ଆରଏସଏସ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ (ଆରଏସଏସ) ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ରମଜାନର ପୂରା ମାସରେ ଇଫ୍‌ତାର ଦାଓ୍ଵତ ଦେବାକୁ ଘୋଷଣା କରିଛି। ଆରଏସଏସ ସହିତ ଜଡିତ ସଙ୍ଗଠନ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମଆରଏମ) ଏହି ଇଫ୍‌ତାର ଦାଓ୍ଵତ ଦେବ। ଏମଆରଏମ ରମଜାନର ପ୍ରାରମ୍ଭିକ ୨୦ ଦିନରେ…
ଅଧିକ ଖବର ଦେଖନ୍ତୁ...

କଥା ଦେଇ କଥା ରଖିଲେ ପରାଜିତ କଂଗ୍ରେସ ପ୍ରାର୍ଥୀ

ମାଲକାନଗିରି: ନିର୍ବାଚନ ସମୟରେ ନେତା ଦେଇଥିବା ପ୍ରତିଶ୍ରୁତି ବିଜୟୀ ହେବା ପରେ କିଏ ପୂରଣ କରିଥାନ୍ତି ତ ଆଉ କିଏ କିଏ ପୂରଣ କରିନଥାନ୍ତି। କିନ୍ତୁ ମାଲକାନଗିରି ପୌର ପରିଷଦରେ ଦେଖିବାକୁ ମିଳିଛି ଭିନ୍ନ ଏକ ଚିତ୍ର।ମ୍ୟୁନିସପାଲଟିରେ ବିଜେଡିକୁ କଡା ଟକ୍କର ଦେଇ କଂଗ୍ରେସର ଜି.ଶ୍ରୀନିବାସ…
ଅଧିକ ଖବର ଦେଖନ୍ତୁ...

‘ମୋ ଦେଶ ପାଇଁ ମରିବାକୁ ପ୍ରସ୍ତୁତ’: କେଜ୍ରିୱାଲ

ନୂଆଦିଲ୍ଲୀ: ‘ଅରବିନ୍ଦ କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି; କିନ୍ତୁ ଦେଶ ହେଉଛି ଗୁରୁତ୍ୱପୂର୍ଣ୍ଣ। ଯଦି ଆବଶ୍ୟକ ପଡ଼େ; ତେବେ ମୁଁ ଦେଶ ପାଇଁ ମୁଁ ମୋ ଜୀବନ ଦେଇପାରିବି’ ବୋଲି ଗୁରୁବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ।…
ଅଧିକ ଖବର ଦେଖନ୍ତୁ...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ଚର୍ଚ୍ଚା: ବିଜେପିରେ ଯୋଗ ଦେବେ ଶିବପାଲ ସିଂ ଯାଦବ!

ଲକ୍ଷ୍ନୌ: ପ୍ରଗତିଶୀଳ ସମାଜବାଦୀ ପାର୍ଟି (ପିଏସପି) ଗଠନ କରିଥିବା ମୁଖ୍ୟ ଶିବପାଲ ସିଂ ଯାଦବଙ୍କୁ ନେଇ ପୁଣି ଥରେ ଉତ୍ତରପ୍ରଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶିବପାଲ ସିଂ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ଚର୍ଚ୍ଚା ଚାଲିଛି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଆମ୍ ଆଦମି ପାର୍ଟି ସରକାର କୃଷକଙ୍କ ଉପରେ ଲାଠିଚାର୍ଜ କଲେ, ୬ କୃଷକ ଆହତ

ଚଣ୍ଡିଗଡ: ପଞ୍ଜାବରେ କଂଗ୍ରେସ ସରକାରଙ୍କୁ ହରାଇ କ୍ଷମତାକୁ ଆସିଥିବା ଆମ୍ ଆଦମି ପାର୍ଟି ସରକାରରେ ପ୍ରଥମ ଥର ପାଇଁ କୃଷକଙ୍କ ଉପରେ ଲାଠିଚାର୍ଜ କରାଯାଇଛି। ଏଥିରେ ୬ ଜଣ କୃଷକ ଆହତ ହୋଇଛନ୍ତି, ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କୃଷକମାନେ ନଷ୍ଟ ହୋଇଥିବା କପା ଫସଲର…
ଅଧିକ ଖବର ଦେଖନ୍ତୁ...

ଏବେ ଜାତୀୟ ଦଳ ହୋଇପାରିବ ନାହିଁ ଆମ୍ ଆଦମି ପାର୍ଟି! ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଆମ୍ ଆଦମି ପାର୍ଟି(ଆପ୍)କୁ ନେଇ ଭବିଷ୍ୟବାଣୀ କରିଛନ୍ତି କି ଏହାକୁ ଜାତୀୟ ଦଳ ହେବାକୁ ୧୫ରୁ ୨୦ ବର୍ଷ ଲାଗିବ। କୌଣସି ବି ଦଳକୁ ଜାତୀୟ ଦଳ ହେବା ପାଇଁ ୨୦ କୋଟି ଭୋଟ ଦରକାର, ଆମ୍ ଆଦମି ପାର୍ଟିକୁ ୨୦୧୯ରେ ୨୭ ଲକ୍ଷ ଭୋଟ ହିଁ ମିଳିଥିଲା…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମଣରେଖା ଟପିଛି ଅମଲାତନ୍ତ୍ର: ବିଜେପି

ଭୁବନେଶ୍ୱର : ରବିବାର ଓଡିଶାର ପ୍ରଶାସନିକ ଅଧିକାରୀମାନେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବେ ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି। ବିଜେପି ଏହାକୁ କଡା ଶବ୍ଦରେ ନିନ୍ଦା କରୁଛି…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ଯୋଗୀ-ଅଖିଳେଶ ହାତ ମିଳାଇଲେ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ବିଧାନସଭାରେ ହାତ ମିଳାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଏବଂ ଅଖିଳେଶ ପରସ୍ପରକୁ ଦେଖି ହସିବାପରେ କରମର୍ଦ୍ଦନ କରିଥିଲେ। ଏହାର କିଛି ସମୟ ପରେ ଅଖିଳେଶ ଯାଦବ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାରେ ୬ ପୌରାଞ୍ଚଳ ହରାଇଲା ବିଜେଡି: ବାଚସ୍ପତି, ୨ ବିଧାୟକଙ୍କୁ ଝଟ୍‌କା

୩ ଏନ୍‌ଏସିରେ ଅସ୍ଥା ହରାଇଲେ ଛତ୍ରପୁର ବିଧାୟକ ଗୋଷ୍ଠୀ କନ୍ଦଳ, ଦୁର୍ବଳ ପ୍ରାର୍ଥୀ ଚୟନ ମୁଖ୍ୟ କାରଣ ବ୍ରହ୍ମପୁର : ସରିଛି ପୌର ନିର୍ବାଚନ। ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୟ ବାନା ଉଡ଼ାଇବ ବୋଲି ଆଶା…
ଅଧିକ ଖବର ଦେଖନ୍ତୁ...