ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

‘ଯଦି ମୋଠୁ ବଡ଼ ନେତା..’ ଭାଷଣ ଦେବା ବେଳେ ରାଗିଗଲେ ୟୁପି ମନ୍ତ୍ରୀ, ମାଇକ ଫୋପାଡ଼ିଦେଲେ

ମଉ : ଉତ୍ତରପ୍ରଦେଶ ମତ୍ସ୍ୟ ମନ୍ତ୍ରୀ ସଞ୍ଜୟ ନିଷାଦ ଶନିବାର ମଉ ଜିଲ୍ଲାରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବାବେଳେ ହଠାତ୍ ରାଗିଯାଇ ଷ୍ଟେଜ୍ ଉପରେ ମାଇକଟିକୁ ଫୋପାଡ଼ି ଦେଇଥିଲେ। ତେବେ ମନ୍ତ୍ରୀଙ୍କ ରାଗିବାର କାରଣ ଯୁକ୍ତିଯୁକ୍ତ ଓ ରୋଚକ ମଧ୍ୟ। ମନ୍ତ୍ରୀ ନିଷାଦ ଭାଷଣ ଦେବାବେଳେ…
ଅଧିକ ଖବର ଦେଖନ୍ତୁ...

‘ଯଦି ମୋ ଠାରୁ କେହି ବଡ଼ ନେତା ଅଛ କୁହ’ କହି ରାଗରେ ମଞ୍ଚ ଉପରେ ମାଇକ୍ରୋଫୋନ୍‌ ଫିଙ୍ଗି ଦେଲେ ଉତ୍ତର ପ୍ରଦେଶ…

ମଊ: ଶନିବାର ଦିନ ମଊରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ଉତ୍ତର ପ୍ରଦେଶ ମତ୍ସ୍ୟ ବିଭାଗ ମନ୍ତ୍ରୀ ସଞ୍ଜୟ ନିଷାଦ ରାଗ ସମ୍ଭାଳି ନ ପାରି ମାଇକ୍ରୋଫୋନ୍‌ଟିକୁ ମଞ୍ଚରେ ଫିଙ୍ଗି ଦେଇଛନ୍ତି। ସମାରୋହରେ ଉପସ୍ଥିତ ଦଳୀୟ କର୍ମୀମ‌ାନେ ତାଙ୍କ ଭାଷଣ ପ୍ରତି ଧ୍ୟାନ ନ ଦେଇ ପରସ୍ପର…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ-ହିମାଚଳ ଜନମତ ସର୍ଭେ: ଦୁଇ ରାଜ୍ୟରେ ପୁଣି ଫେରିବ ବିଜେପି

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧୨ରେ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ହେବ ବୋଲି ଗତକାଲି ନିର୍ବାଚନ କମିସନ ଘୋଷଣା କରିସାରିଥିବା ବେଳେ ଗୁଜରାଟ ନିର୍ବାଚନ ତାରିଖ ଯେକୌଣସି ସମୟରେ ଘୋଷଣା କରାଯାଇପାରେ। ଏହା ପୂର୍ବରୁ ଟାଇମ୍ସ ନାଓ- ନବଭାରତ ପକ୍ଷରୁ ହୋଇଥିବା ଜନମତ ସର୍ଭେ…
ଅଧିକ ଖବର ଦେଖନ୍ତୁ...

ଧାମନଗର ଉପନିର୍ବାଚନ: ରାଜେନ୍ଦ୍ରଙ୍କୁ ମନାଇବା ପାଇଁ ଉଦ୍ୟମ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଉଷ୍ମ ହେଉଛି ରାଜନୀତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବିଜେଡିର ଅବନ୍ତୀ ଦାସ, କଂଗ୍ରେସର ବାବା ହରେକୃ‌ଷ୍ଣ ସେଠୀ ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନେଇ ଧାମନଗରରୁ ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ଖଡ଼ଗେଙ୍କୁ ଗେହଲଟଙ୍କ ସମର୍ଥନ ପରେ ଥରୁରଙ୍କ ସମାଲୋଚନା

ଭୋପାଳ : କଂଗ୍ରେସ ସଭାପତି ନିର୍ବାଚନ ଲଢ଼ୁଥିବା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମର୍ଥନ କରି ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଟ୍ବିଟ୍‌ କରିଥିଲେ। ଗେହଲଟ ଖଡ଼ଗେଙ୍କୁ ସମର୍ଥନ କରି ଟ୍ବିଟ୍‌ କରିଥିବା ଭିଡିଓରେ କହିଛନ୍ତି, ଆଶା କରୁଛି ସମସ୍ତ ପ୍ରତିନିଧି ଖଡ଼ଗେଙ୍କୁ ଦଳର ନୂଆ…
ଅଧିକ ଖବର ଦେଖନ୍ତୁ...

ଆଉ ଜଣେ ଆର୍‌ଜେଡି ନେତା ବିଧାୟକ ପଦ ହରାଇଲେ

ପାଟନା : ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଆର୍‌ଜେଡିର ମୁଜାଫରପୁର କୁଡ଼ନି ବିଧାୟକ ଅନିଲ କୁମାର ସାହନୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ବିଧାୟକ ପଦ ହରାଇଛନ୍ତି। ବିହାର ବିଧାନସଭା ସଚିବ ପବନ କୁମାର ପାଣ୍ଡେ ଏହି ମର୍ମରେ ବିଳମ୍ବରେ ଗୁରୁବାର ସନ୍ଧ୍ୟାରେ ନୋଟିସ…
ଅଧିକ ଖବର ଦେଖନ୍ତୁ...

ଧାମନଗର ଉପ-ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରଚାର ତାଲିକା, ବାଦ୍ ପଡ଼ିଲେ ମୋକିମ୍

ଭୁବନେଶ୍ବର : ବିଜେଡି ଓ ବିଜେପି ପରି କଂଗ୍ରେସ ପକ୍ଷରୁ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର ତାଲିକା ଘୋଷଣା ହୋଇଛି। ୩୦ ଜଣିଆ ପ୍ରଚାର ତାଲିକାରୁ ବିଧାୟକ ମହମ୍ମଦ ମୋକିମ୍ ବାଦ୍ ପଡ଼ିଛନ୍ତି। ପ୍ରଚାର ତାଲିକାକୁ ଏଆଇସିସି ଅନୁମୋଦନ କରିଥିବା ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଗଣେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଧାମନଗର ଉପନିର୍ବାଚନ: ତାଲିକାରେ ନବୀନଙ୍କ ସମେତ ୧୦ ମନ୍ତ୍ରୀ

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୦ ମନ୍ତ୍ରୀ ଓ ୧୭ ବିଧାୟକ ସ୍ଥାନ ପାଇଛନ୍ତି। ୩ ଜଣ ଅଭିନେତା ଓ ୨ ଜଣ ଅଭିନେତ୍ରୀ ମଧ୍ୟ ତାଲିକାରେ ରହିଛନ୍ତି। ତେବେ ସବୁ ଉପନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା: ବାଦ୍ ପଡ଼ିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ଚେଲା କୁମାର, ସହପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୮ ମନ୍ତ୍ରୀ, ୪ ସାଂସଦ ଓ ୪ ଅଭିନେତା ଥିବା ଜଣାଯାଇଛି। ଏହାଛଡ଼ା କେତେକ ପୂର୍ବତନ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...