ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ସଂଜୁଙ୍କୁ ହରାଇଲେ ପନ୍ତ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଏକ ରୋମାଞ୍ଚକ ମୁକାବିଲାରେ ସଂଜୁ ସାମ୍‌ସନଙ୍କ ରାଜସ୍ଥାନ ରୟାଲ୍ସକୁ ୨୦ ରନ୍‌ରେ ହରାଇ ଦେଇଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ମ୍ୟାଚ୍‌ରୁ ୬ ବିଜୟ ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ରାଜସ୍ଥାନ ଦ୍ବିତୀୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୫୬ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ  ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦିଲ୍ଲୀର ଦୁଇ ଓପନର…
ଅଧିକ ଖବର ଦେଖନ୍ତୁ...

ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସିର ଦାମକୁ ନେଇ ବିବାଦ

ଧର୍ମଶାଳା: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇସାରିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

ଭାରତର ବିଶ୍ବକପ୍ ଜର୍ସି ଉନ୍ମୋଚିତ

ଧର୍ମଶାଳା: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଛି। ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ୍‌: ବଡୋସାଙ୍କଠାରୁ ଅଲଗା ହେଲେ ସିସିପାସ୍

ଟେନିସ୍‌ର ଚର୍ଚ୍ଚିତ ଯୋଡ଼ି ପାଓଲା ବଡୋସା ଓ ଷ୍ଟିଫାନେସ୍ ସିସିପାସ୍‌ଙ୍କ ପ୍ରେମ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଛି। ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଗତବର୍ଷ ଫ୍ରେଞ୍ଚ ଓପନ୍ ଅବସରରେ ଉଭୟ ନିଜ ସଂପର୍କକୁ ସର୍ବସାଧାରଣରେ ସ୍ବୀକାର କରିଥିଲେ। ଏବର୍ଷର ଫ୍ରେଞ୍ଚ୍ ଓପନ୍ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ମାଲେସିଆ ଫୁଟ୍‌ବଲର୍‌ଙ୍କୁ ଏସିଡ୍ ଆକ୍ରମଣ

ନୂଆଦିଲ୍ଲୀ: ମାଲେସିଆ ଜାତୀୟ ଫୁଟ୍‌ବଲ୍‌ ଦଳର ସଦସ୍ୟ ଫୈଜଲ ହାଲିମ୍‌ ଏସିଡ୍‌ ଆକ୍ରମଣର ଶିକାର ହୋଇଛନ୍ତି। ରବିବାର ପେଟାଲିଂ ଜୟା ଜିଲ୍ଲାରେ ଥିବା ଏକ ସପିଂ ମଲ୍‌ରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ବେକ, କାନ୍ଧ, ହାତ ଓ ଛାତିର ବିଭିନ୍ନ ସ୍ଥାନ ପୋଡ଼ି ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ: ସନ୍‌ରାଇଜର୍ସକୁ ୭ ୱିକେଟ୍‌ରେ ହରାଇଲା ଇଣ୍ଡିଆନ୍ସ

ମୁମ୍ବାଇ: ୩୧ ରନ୍‌ରେ ୩ ୱିକେଟ୍ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଘୋର ସଙ୍କଟରେ ପଡ଼ିଥିଲା। ଠିକ୍ ଏତିକି ବେଳେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଅପୂର୍ବ ତେଜ ଦେଖାଇଲେ। ଧୂଆଁଧାର ଶତକ (୧୦୨* ରନ୍, ୫୧ ବଲ୍, ୧୨ ଚୌକା, ୬ ଛକା) ଅର୍ଜନ କରି ସନ୍‌ରାଇଜର୍ସକୁ କେବଳ ୭ ୱିକେଟ୍‌ରେ ହରାଇଲେନି, ବରଂ କିଛି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍

ମୁମ୍ବାଇ: ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍‌ଏଚ୍) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ

ମୁମ୍ବାଇ: ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍‌ଏଚ୍) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

୭୦୮୭କୋଟି ଟଙ୍କାର ଦଳରୁ କେତେ ରୋଜଗାର କରନ୍ତି ପ୍ରୀତି?

ନୂଆଦିଲ୍ଲୀ: ଏବେ ଆଇପିଏଲକୁ ନେଇ ଚାରିଆଡେ ଚର୍ଚ୍ଚା। ସିଜିନ୍ ଆରମ୍ଭ ହେବା ପରଠୁ ସମଗ୍ର ଦଳ ଫାଇନାଲରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଷ୍ଟାଡିୟମରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ପ୍ରିୟ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। କ୍ରିକେଟ୍ ପ୍ରତି ବଲିଉଡ…
ଅଧିକ ଖବର ଦେଖନ୍ତୁ...