Advertisment
Latest Posts
Advertisment
ଜିଲ୍ଲା
ଘରୋଇ କଳିରୁ ବିଷ ପିଇ ସ୍ୱାମୀ-ସ୍ତ୍ରୀ ଗୁରୁତର
ଘରୋଇ କଳିରୁ ବିଷ ପିଇଲେ ସ୍ୱାମୀ ସ୍ତ୍ରୀ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ଘଟଣା ।
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
କିଏ ବାହାର କରିଥିଲା ପେନଡ୍ରାଇଭ?
ଆପଣ ତ ନିଶ୍ଚିତ ଭାବେ ପେନଡ୍ରାଇଭ ଦେଖିଥିବେ | ତେବେ କେବେ ଭାବିଛନ୍ତି କି ପେନଡ୍ରାଇଭ କିଏ ଉଦ୍ଭାବନ କରିଥିଲେ? ଆଜି ଆମେ ଆପଣଙ୍କୁ ସେବାବଦରେ ସୂଚନା ଦେବୁ | ୨୦୦୦ ଦଶକର ପ୍ରାରମ୍ଭରେ ପ୍ରଥମ ପେନ୍ ଡ୍ରାଇଭ୍ ବଜାରକୁ ଆସିଥିଲା।
ଅପରାଧ
ଛାଡପତ୍ରର ୩ ବର୍ଷ ପରେ ବି କମିନଥିଲା ରାଗ, ପ୍ରଥମ ପତ୍ନୀକୁ ମାରିଲା ସ୍ୱାମୀ
ତାମିଲନାଡୁ କାଞ୍ଚିପୁରମ ଜିଲ୍ଲାର ସୁଙ୍ଗୁଭାରଚାଥିରାମରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପୂର୍ବତନ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ତିରୁଭଲ୍ଲୁରର ଏକ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମନୋରଞ୍ଜନ
ବଡ଼ପଣ ଦେଖାଇଲେ ଅନୀତା ହସନନ୍ଦିନୀ: ନେଲେ ଦୁଇ ମାଆ ଛେଉଣ୍ଡ ପିଲାଙ୍କ ଦାୟିତ୍ବ
ଅନୀତା ହସନନ୍ଦିନୀ ଟିଭି ପରଦାରେ ଜଣେ ବହୁ ଲୋକପ୍ରିୟ ଚେହେରା। ନିଜର ଚମତ୍କାର ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟ ପୂର୍ବରୁ ଜିଣି ସାରିଥିଲେ। ଏବେ ସେ ତାଙ୍କର ବଡ଼ପଣ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।
ପୁନଶ୍ଚ ପୃଥିବୀ
ପଟାଙ୍ଗିରେ ପରିବେଶ ପଞ୍ଚାୟତ: ଜଙ୍ଗଲ ସୃଷ୍ଟି, ଜୈବିକ ଚାଷକୁ ଗୁରୁତ୍ବ
କୋରାପୁଟ ଜିଲ୍ଲାରେ ସୁନ୍ଦର ଓ ମନୋରମ ପରିବେଶ ରହିଥିଲା। କିନ୍ତୁ ବିକାଶକୁ ପ୍ରାଧାନ୍ୟ ଦେଇ ଆମେ ପରିବେଶକୁ ବିନାଶ କରିଛୁ। ପରିବେଶ ପ୍ରଦୂଷଣ ସାମାଜିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସାଜୁଛି।