Advertisment
Latest Posts
Advertisment
ଜିଲ୍ଲା
ଓଡ଼ିଶାରେ ମେକ୍ସିକୋ ଏବଂ ଆମେରିକା ଫୁଲ ୟୁଷ୍ଟୋମା: ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବଡ଼ ସୁଯୋଗ
ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦର ଏକ ଗବେଷଣା ଶାଖା, ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏକ ପଲିହାଉସରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଦେଶୀ ୟୁଷ୍ଟୋମା ଫୁଟିଛି...
Gallery
ବାଣିଜ୍ୟ

ଅପରାଧ
ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକ ବହିଷ୍କାର: ଆଦାୟ ହେବ ୭ ବର୍ଷର ଦରମା
ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକଙ୍କୁ ଜଗତସିଂହପୁର ଉପ ଜିଲ୍ଲାପାଳ ବହିଷ୍କାର କରିଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ...
ମନୋରଞ୍ଜନ
ବିବାହର ୪ବର୍ଷ ପରେ ମାତାପିତା ହେବେ କଟ୍ରିନା-ବିକି !
ମାତାପିତା ହେବେ ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ। ଦୁହେଁ ଅସନ୍ତା ମାସରେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବେ ବୋଲି ଚର୍ଚ୍ଚା ହେଉଛି। ଦୁହେଁ ଆସନ୍ତା ମାସରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିପାରନ୍ତି।
ପୁନଶ୍ଚ ପୃଥିବୀ
ପ୍ରକୃତିର ସେବା ନ କଲେ ପରପିଢ଼ି କ୍ଷମା ଦେବେନି: ଅରବିନ୍ଦ
‘ପାଟକୁରା ନିର୍ବାଚନମଣ୍ଡଳୀ ଦେଇ ଛଅଟି ନଦୀ ପ୍ରବାହିତ ହେଉଛି। ଆମେ ନଈ ଚାରିପାଖେ ରହିଛେ। କିନ୍ତୁ ପାଣି ସମସ୍ୟାରେ ଯୁଝି ହେଉଛେ। ଅନେକ ସ୍ଥାନରେ ମଧୁର ପାଣି ମିଳୁନି। ଲୁଣିପାଣି ମାଟି ତଳେ ଚରିଗଲାଣି।