Advertisment
Latest Posts
Advertisment
ରାଜ୍ୟ
ନବରଙ୍ଗପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ: ମନ୍ତ୍ରୀ
ଜିଲ୍ଲା ପ୍ରଭାରୀ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ନବରଂଗପୁର ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧୀ ଚିଠା ଜାରି କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାରେ ଏକ ମେଡିକାଲ କଲେଜ ପତିଷ୍ଠା ହେବ ବୋଲି କହିଛନ୍ତି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି
ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ ।
ରାଜନୀତି
ବିମାନରେ ସାଇବର ଆକ୍ରମଣ ନେଇ ସଞ୍ଜୟ ପ୍ରଶ୍ନ ଉଠାଇଲେ, ତଥ୍ୟ ଉପରେ ଧ୍ୟାନ ଦେବାକୁ ଅଜିତଙ୍କ ଗୁରୁତ୍ବ
ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ବର୍ତ୍ତମାନ ବିଭିନ୍ନ ଦୃଷ୍ଟିକୋଣରୁ କରାଯାଉଛି। ଏହି ସମୟରେ ସଞ୍ଜୟ ରାଉତ ଦୁର୍ଘଟଣା ଉପରେ ଅନ୍ୟାନ୍ୟ ଯୁକ୍ତି ମଧ୍ୟ ଯୋଡିଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହାର ଉତ୍ତର ଦେଇଛନ୍ତି...
ଅପରାଧ
ବିଧବା ମହିଳାଙ୍କୁ ଦୁଷ୍କର୍ମ: ଗର୍ଭବତୀଙ୍କୁ ତେଲେଙ୍ଗାନାରେ ଛାଡ଼ିଦେଲା ଅଭିଯୁକ୍ତ
ଝରିଗାଁ ବ୍ଲକ ବଡାଝରି ଗ୍ରାମର ଜଣେ ବିଧବା ମହିଳା ପ୍ରଲୋଭନରେ ପଡ଼ି ଜଣେ ବିବାହିତ ପୁରୁଷଙ୍କ ସହ ବାଧ୍ୟ ବାଧ୍ୟକତା ସଂପର୍କ ରଖି ଶେଷରେ ଗର୍ଭବତୀ ହୋଇ ତିରସ୍କାର ହେବା ଘଟଣା ଚର୍ଚ୍ଚାକୁ ଆସିଛି।
ମନୋରଞ୍ଜନ
ଏହି କାରଣରୁ ଅକ୍ଷୟଙ୍କ ସହ କାମ କରନ୍ତିନି ଶାହରୁଖ ଖାନ
ଶାହରୁଖ ଖାନ ଏହି କଥା କହିଛନ୍ତି ଯେ ସେ ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଚାହାଁନ୍ତି, କିନ୍ତୁ ଉଭୟଙ୍କ କିଛି ଭିନ୍ନ ଅଭ୍ୟାସ ଯୋଗୁଁ ଗୋଟିଏ ଫିଲ୍ମରେ ଏକାଠି କାମ କରିପାରି ନାହାନ୍ତି | ଆସନ୍ତୁ ଜାଣିବା କାରଣ କ’ଣ।