Advertisment
Latest Posts
Advertisment
ରାଜ୍ୟ
ଶ୍ରୀଅଲାରନାଥଙ୍କ ଅଣସର ଉତ୍ସବର ତୃତୀୟ ଦିନ: ୪୦ ହଜାର ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ
ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଆଜି ତୃତୀୟ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଛି। ଆଜି ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ସମ୍ପୁର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଛି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଦକ୍ଷିଣ ଆଫ୍ରିକା ପ୍ରତୀକ୍ଷାର ଅନ୍ତ: ୨୭ ବର୍ଷ ପରେ ଜିତିଲା କୌଣସି ଆଇସିସି ଟ୍ରଫି, ଫାଇନାଲ୍ରେ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ପରାସ୍ତ
ପ୍ରଭାବୀ ପ୍ରଦର୍ଶନ ପରେ ଫାଇନାଲ୍ ହାରିବାର ବର୍ଷ ବର୍ଷର ଗ୍ଳାନି, ଦୁଃଖ ଓ ଅପମାନ; ବଡ଼ ମ୍ୟାଚ୍ ଚାପରେ ଚାପି ହୋଇ ‘ଚୋକର୍’ର ଅପବାଦ, ଏସବୁକୁ ଶେଷରେ ସମୂଳେ ଦୂର କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ।
ରାଜନୀତି
ବିମାନରେ ସାଇବର ଆକ୍ରମଣ ନେଇ ସଞ୍ଜୟ ପ୍ରଶ୍ନ ଉଠାଇଲେ, ତଥ୍ୟ ଉପରେ ଧ୍ୟାନ ଦେବାକୁ ଅଜିତଙ୍କ ଗୁରୁତ୍ବ
ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ବର୍ତ୍ତମାନ ବିଭିନ୍ନ ଦୃଷ୍ଟିକୋଣରୁ କରାଯାଉଛି। ଏହି ସମୟରେ ସଞ୍ଜୟ ରାଉତ ଦୁର୍ଘଟଣା ଉପରେ ଅନ୍ୟାନ୍ୟ ଯୁକ୍ତି ମଧ୍ୟ ଯୋଡିଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହାର ଉତ୍ତର ଦେଇଛନ୍ତି...
ଅପରାଧ
ବିଧବା ମହିଳାଙ୍କୁ ଦୁଷ୍କର୍ମ: ଗର୍ଭବତୀଙ୍କୁ ତେଲେଙ୍ଗାନାରେ ଛାଡ଼ିଦେଲା ଅଭିଯୁକ୍ତ
ଝରିଗାଁ ବ୍ଲକ ବଡାଝରି ଗ୍ରାମର ଜଣେ ବିଧବା ମହିଳା ପ୍ରଲୋଭନରେ ପଡ଼ି ଜଣେ ବିବାହିତ ପୁରୁଷଙ୍କ ସହ ବାଧ୍ୟ ବାଧ୍ୟକତା ସଂପର୍କ ରଖି ଶେଷରେ ଗର୍ଭବତୀ ହୋଇ ତିରସ୍କାର ହେବା ଘଟଣା ଚର୍ଚ୍ଚାକୁ ଆସିଛି।
ମନୋରଞ୍ଜନ
ଆଗରୁ ବାଇକ୍ ଚଢ଼ି ହେଉ ନଥିଲା, ଏବେ କୋରିଓଗ୍ରାଫର୍ କାର୍ ଚଢୁଛନ୍ତି
ଜଣେ ଉତ୍ତମ ସିନେକଳାକାର ହେବା ପାଇଁ ସୁଅଭିନୟ ସହ ନୃତ୍ୟରେ ବି ଦକ୍ଷତା ଥିବା ଆବଶ୍ୟକ। ସାଧାରଣତଃ ଚଳଚ୍ଚିତ୍ରର ନାୟକନାୟିକାଙ୍କ ଠାରୁ ଦର୍ଶକ ଜୀବନ୍ତ ଅଭିନୟ ସହ ମନଛୁଆଁ ନାଚକୁ ଅପେକ୍ଷା ରଖିଥାଆନ୍ତି। ଅଭିନେତାଅଭିନେତ୍ରୀଙ୍କ...