Advertisment
Latest Posts
Advertisment
ରାଜ୍ୟ
ଆଜି ଅନ୍ତର୍ଜାତୀୟ ଆଳୁ ଦିବସ: ଆବଶ୍ୟକତାର ୭୫% ହେଉଛି ଆମଦାନୀ
ମାଗି ଆଣିଥିବା ତିଅଣ ସୁଡୁକାଏ। ଆଳୁ ଉତ୍ପାଦନରେ ଓଡ଼ିଶାର ସ୍ଥିତି ଠିକ୍ ଏହିଭଳି। ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଏବେ ଅନ୍ୟ ରାଜ୍ୟରୁ ବର୍ଷକୁ ୧୬ଶହ କୋଟି ଟଙ୍କାରୁ ଊର୍ଧ୍ବ ଆଳୁ ଆମଦାନୀ କରୁଛି।
ଜିଲ୍ଲା
ହାର୍ଡକୋର ମାଓବାଦୀ କୁଞ୍ଜାମ ହିଡ଼ମା ଗିରଫ: ଅସ୍ତ୍ରଶସ୍ତ୍ର ଜବତ
ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ସ୍ୱରୂପ, ସୁରକ୍ଷା ବାହିନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି...
ଖେଳ
୯ ବର୍ଷ ପରେ ଫାଇନାଲ୍ରେ ଆର୍ସିବି
ମାତ୍ର ୨୪.୧ ଓଭର ଭିତରେ ସରିଯାଇଛି ଆଇପିଏଲ୍ର ପ୍ରଥମ କ୍ବାଲିଫାୟାର୍। ଗୁରୁବାର ଲିଗ୍ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ଏକତରଫା ଭାବେ ୮ ୱିକେଟ୍ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ବର୍ଷ ପରେ ଫାଇନାଲ୍ରେ ପ୍ରବେଶ କରିଛି।
ରାଜନୀତି
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପାଟଣାରେ ମୋଦୀଙ୍କ ବିଶାଳ ରୋଡ୍ ସୋ’, ବିରୋଧୀଙ୍କ ଅକଲ ଗୁଡ଼ୁମ୍...
ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ମୋଦୀଙ୍କ ପ୍ରତି ଲୋକଙ୍କ ବିପୁଳ ସମର୍ଥନର ଦୃଶ୍ୟ ବିହାରରେ ରାଜନୈତିକ ଦଳଙ୍କ ଅକଲ ଗୁଡୁମ୍ କରିଛି ।
ଅପରାଧ
ସେଲ୍ ନମ୍ବର-୧୧ରେ ପୁଞ୍ଜିଲାଲ୍: ଅନିଦ୍ରାରେ କଟିଲା ରାତି, ଅଧପୂରା ପେଟ
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ରାୟ ପ୍ରକାଶ ପରେ ମଧ୍ୟ ଏହି ମାମଲାକୁ ନେଇ ଲୋକଙ୍କ ଉତ୍ସୁକତା କମିନାହିଁ। ଦୋଷୀ ସାବ୍ୟସ୍ତ ହୋଇଥିବା ପୁଞ୍ଜିଲାଲ୍ ମେହେର ଆଗକୁ କ’ଣ କରିବ?
ମନୋରଞ୍ଜନ
‘ସିଆଇଡି-୨’ରେ ଏସିପି ପ୍ରଦ୍ୟୁମ୍ନଙ୍କ ହେବ ଧମାକାଦାର ପ୍ରବେଶ
ସମ୍ପ୍ରତି ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ସିଆଇଡି ୨ରେ ଶିବାଜୀ ସାଟମଙ୍କ ଏକ ଧମାକାଦାର ପ୍ରବେଶ କରାଯାଇଛି। ସୋ’ର ନୂତନ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି। ପ୍ରମୋରେ ପୁଣି ଥରେ ଏସିପି ପ୍ରଦ୍ୟୁମ୍ନଙ୍କୁ ଏକ ନୂତନ ମିଶନରେ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି