Advertisment
Latest Posts
Advertisment
ଜିଲ୍ଲା
ଭଦ୍ରକ ବାଇପାସ୍ ଛକରେ ଜବର ଦଖଲ ଉଚ୍ଛେଦ
ଭଦ୍ରକର ବାଇପାସ୍ ଛକରେ ଗୁରୁବାର ଦ୍ୱିତୀୟ ଦିନରେ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ଆରମ୍ଭ କରାଯାଇଥିବା ବେଳେ ଭଦ୍ରକର ଚାନ୍ଦବାଲି ରୋଡ଼ ଵାଇପାସ ଛକ ଠାରୁ ସରକାର ନଗର ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି ...
Gallery
ଗଛଭାଙ୍ଗି ରାସ୍ତା ଅବରୋଧ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା
ବାଣିଜ୍ୟ
ସେପ୍ଟେମ୍ବର ୨୨ ପୂର୍ବରୁ ଉତ୍ପାଦିତ ସାମଗ୍ରୀ ଉପରେ ନୂଆ ମୂଲ୍ୟ ଷ୍ଟିକର ମାରିବା ବାଧ୍ୟତାମୂଳକ ନୁହେଁ
କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଗ୍ରାହକ ବ୍ୟାପାର ବିଭାଗ, ସେପ୍ଟେମ୍ବର ୨୨, ୨୦୨୫ରୁ ଲାଗୁ ହେଉଥିବା ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ଏକ ସଂଶୋଧିତ ପରାମର୍ଶ ଜାରି କରିଛି।
ଅପରାଧ
ଭଦ୍ରକ ଚରମ୍ପାରେ ପେଟ୍ରୋଲ ବୋମା ମାଡ଼କରି ଦୁର୍ବୃତ୍ତ ଫେରାର
ଭଦ୍ରକର ଚରମ୍ପା ସହରର ବିଶାନି ଖୋରଧା ଅଞ୍ଚଳରେ ଆଜି ରାତି ୯ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ଘର ଉପରକୁ ପେଟ୍ରୋଲ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି। ଲଗାତର ୬ଟି ବୋମା ପକାଇ ଥିବା ସନ୍ଦେହ କରାଯାଉଛି।
ମନୋରଞ୍ଜନ
ହଟସିଟରେ ବସିଥିବା ଦୃଷ୍ଟିବାଧିତା ଆଇଏଏସ ଝିଅଙ୍କ ସଂଘର୍ଷ ଶୁଣି ଭାବବିହ୍ବୋଳ ହେଲେ ଅମିତାଭ
‘କୌନ୍ ବନେଗା କରୋଡ଼ପତି’ ସିଜିନ୍ ୧୭ର ହଟ୍ ସିଟ୍ ବସିବାର ଥିବା ଦୃଷ୍ଟିବାଧିତା ଆୟୁଷୀ ଜଣେ ଆଇଏଏସ୍ ଅଧିକାରୀ ଏବଂ ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରନ୍ତି।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।