ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଡିଜେଲ ଦର ପୁଣି ବଢ଼ିଲା

ଭୁବନେଶ୍ୱର,: ପାଞ୍ଚ ଦିନ ଧରି ସ୍ଥିର ରହିବା ପରେ ଡିଜେଲ ଦର ପୁଣି ଆଜି ବୃଦ୍ଧି ଘଟିଛି। ଲିଟର ପିଛା ଡିଜେଲ ଦର ଆଜି ୧୧ ପଇସା ବଢ଼ିବା ସହିତ ୭୯ ଟଙ୍କା ୩୮ ପଇସାରେ ପହଞ୍ଚି ଯାଇଛି। ଶେଷ ଥର ପାଇଁ ଡିଜେଲ ଦର ଗତ ୧୮ ତାରିଖରେ ୧୦ ପଇସା ବୃଦ୍ଧି ଘଟିଥିଲା। ଫଳରେ ସେହି ଦିନଠାରୁ ଭୁବନେଶ୍ୱରରେ…
ଅଧିକ ଖବର ଦେଖନ୍ତୁ...

ଲୋପ ପାଇବ ଅନେକ ଗ୍ରାମ୍ୟ ବ୍ୟାଙ୍କ, ୫୬ରୁ ହ୍ରାସ ପାଇ ୩୬ରେ ପହଞ୍ଚିବ!

ନୂଆଦିଲ୍ଲୀ: ସରକାର ସାର୍ବଜନିକ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା କେତେକ ବ୍ୟାଙ୍କ ସମେତ କିଛି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ(ଆରଆରବି)କୁ ଏକିକୃତ କରିବାକୁ ଯାଉଛନ୍ତି। ସରକାର ଚିନ୍ତା କରୁଛନ୍ତି ଯେ, ଗ୍ରାମ୍ୟ ବ୍ୟାଙ୍କ ସଂଖ୍ୟା ୫୬ରୁ ୩୬ ଭିତରେ ସୀମିତ ରଖିବେ। ଅର୍ଥ ମନ୍ତ୍ରାଳୟର ଜଣେ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଲଞ୍ଚ ହେବ ଅଥର-୪୫୦ ସ୍କୁଟର, ମାତ୍ର ୮୦ଟଙ୍କାରେ ଦୌଡ଼ିବ ୫୫୦ କିମି

ଦେଶରେ ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଭାରତର ନୂଆ ଷ୍ଟାର୍ଟଅଫ କମ୍ପାନି ଅଥର-୪୫୦ ସ୍କୁଟର ଲଞ୍ଚ କରିବାକୁ ଯାଉଛି । ଏହି ସ୍କୁଟର ମାତ୍ର ୮୦ ଟଙ୍କାରେ ୫୫୦ କିଲୋମିଟର ଦୌଡିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ସୂଚନା ମୁତାବକ, ଭାରତର ନୂଆ ଷ୍ଟାର୍ଟଅଫ କମ୍ପାନି ଅଥର…
ଅଧିକ ଖବର ଦେଖନ୍ତୁ...

ରପ୍ତାନି ନିରୀକ୍ଷଣ ସଂସ୍ଥା ଉପ-କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ରପ୍ତାନି ନୀରିକ୍ଷଣ ପରିଷଦ ଏବଂ ରପ୍ତାନି ନିରୀକ୍ଷଣ ଏଜେନ୍ସି-କୋଲକାତାର ଭୁବନେଶ୍ୱର ଉପକାର୍ଯ୍ୟାଳୟ ପଟିଆସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ ଆଜି ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟାଳୟକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟାଳୟ ସହିତ…
ଅଧିକ ଖବର ଦେଖନ୍ତୁ...

ଆଜିଠୁଁ ଆୟୁଷ୍ମାନ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ରବିବାର) ବହୁ ପ୍ରତୀକ୍ଷିତ ତଥା ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିବେ। ଝାଡ଼ଖଣ୍ଡର ରାଞ୍ଚିରୁ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ହେବ। ତେବେ ଏହାକୁ ଆସନ୍ତା ୨୫ ତାରିଖରୁ ଦୀନ ଦୟାଲ ଉପାଧ୍ୟାୟଙ୍କ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁତାରୁ ବ୍ୟବସାୟ

ବନ୍ଧୁତାରୁ ବ୍ୟବସାୟ- ଏକ ଅଦ୍ଭୁତ ସଂଯୋଗ। ପ୍ରଥମେ ପରିଚିତ ହେବା ପରେ ବ୍ୟବସାୟ ଓ ଉଦ୍ୟୋଗ ଜଗତରେ ପାଦ ଥାପି ସଫଳ ହେବା କ୍ୱଚିତ୍‌ ଦେଖାଦେଇଥାଏ। ତେବେ ବିଶ୍ୱର ଏଭଳି କେତେଜଣ ସଫଳ ବନ୍ଧୁ ଓ ବ୍ୟବସାୟୀଙ୍କ ସମ୍ପର୍କରେ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା... ମାଇକ୍ରୋସଫ୍ଟ: ବିଶ୍ୱର ବଡ଼…
ଅଧିକ ଖବର ଦେଖନ୍ତୁ...

ଭାରତୀୟଙ୍କ ମଦ୍ୟପାନ ଦୁଇ ଗୁଣ ବଢ଼ିଛି

ନୂଆଦିଲ୍ଲୀ: ୨୦୦୫ ରୁ ୨୦୧୬ ମଧ୍ୟରେ ଭାରତୀୟଙ୍କ ମୁଣ୍ଡପିଛା ବାର୍ଷିକ ମଦ୍ୟପାନ ୨ ଗୁଣରୁ ଅଧିକ ବୃଦ୍ଧି ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୦୫ରେ ଭାରତୀୟଙ୍କ ମୁଣ୍ଡପିଛା ମଦ୍ୟପାନ ବାର୍ଷିକ ୨.୪ ଲିଟର ଥିବାବେଳେ ୨୦୧୬ରେ ଏହା…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ର ଡେଟିଂ ସେବା ବିଷୟରେ ଜାଣିଛନ୍ତି; ପାଇପାରିବେ ମନ ଚାହୁଁଥିବା ପରି ସାଥୀ

ଓ୍ଵାଶିଂଟନ: ସବୁଠାରୁ ବଡ଼ ସୋସିଆଲ୍‌ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ର ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଛି ଯେ ଏହାର ଡେଟିଂ ସେବା ଚଳିତବର୍ଷ କଲୋମ୍ବିଆରୁ ଆରମ୍ଭ ହେବ। କମ୍ପାନି ଏହି ସେବାର ପରୀକ୍ଷଣ ପାଇଁ ଲାଟିନ୍‌ ଆମେରିକାକୁ ଚୟନ କରିଛି। କାହିଁକି ନା, ଏହି ଦେଶର ନାଗରିକମାନେ ବିଶେଷ ରୂପେ…
ଅଧିକ ଖବର ଦେଖନ୍ତୁ...

ଷ୍ଟକ୍‌ ବଜାରରେ ଝଡ଼, ହଠାତ୍‌ ୧୧୦୦ ପଏଣ୍ଟ ଖସିଗଲା ସେନ୍‌ସେକ୍ସ

ମୁମ୍ବାଇ: ବମ୍ବେ ଷ୍ଟକ ମାର୍କେଟରେ ଆଜି ବଡ଼ ଧରଣର ଅସ୍ଥିରତା ଦେଖାଦେଇଛି। ସେନ୍‌ସେକ୍ସରେ ପ୍ରାୟ ୧୫୦୦ ପଏଣ୍ଟ (୧୪୯୫ ପଏଣ୍ଟ୍‌)ର ଉତ୍‌ଥାନ ପତନ ଦେଖିବାକୁ ମିଳିଛି। କାରବାର ଆରମ୍ଭ ହେବାର କିଛି ସମୟ ପରେ ସେନ୍‌ସେକ୍ସ ହଠାତ୍‌ ପ୍ରାୟ ୧୧୦୦ ପଏଣ୍ଟ ତଳକୁ ଖସିଥିଲା। ଏଥିଯୋଗୁ ସେନ୍‌ସେକ୍ସ…
ଅଧିକ ଖବର ଦେଖନ୍ତୁ...

ଅନିଲ ଚୌଧୁରୀ ସେଲ୍‌ର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ (ସେଲ୍‌)ର ନୂଆ ଅଧ୍ୟକ୍ଷ ଭାବେ ଅନିଲ କୁମାର ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଚୌଧୁରୀ ଏବେ ସେଲ୍‌ର ଅର୍ଥ ନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଜୁନ୍‌ ୩୦ ତାରିଖରେ ପି. କେ. ସିଂହ ଅବସର ନେବା ପରେ ଏହି…
ଅଧିକ ଖବର ଦେଖନ୍ତୁ...