ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

‘ସେସା’କୁ ଗୁଜରାଟ ବ୍ରାଣ୍ଡ୍‌ ଲିଡର୍‌ସିପ୍ ପୁରସ୍କାର

ଭୁବନେଶ୍ବର,: ବ୍ୟାନ୍‌ ଲ୍ୟାବ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସେସାକୁ ଗୁଜରାଟ୍‌ ବ୍ରାଣ୍ଡ୍‌ ଲିଡରସିପ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଅହମ୍ମଦାବାଦଠାରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପର୍ସନାଲ୍ କେୟାର-ହେୟାର କେୟା‌ର୍‌ ବର୍ଗରେ ଏହି ପୁରସ୍କାର ସେସାକୁ ପ୍ରଦାନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ମାନାପୁରମ୍‌ ଫାଇନାନ୍ସର ବାର୍ଷିକ ଉତ୍ସବ

ଭୁବନେଶ୍ବର: ମାନାପୁରମ୍ ଫାଇନାନ୍ସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା, କଟକ ରୋଡ୍ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ସ୍ବାଇଁ କର୍ପୋରେଟର୍‌ ପୁଷ୍ପାଞ୍ଜଳି ସେଠୀ ଓ କଂପାନିର ଆଞ୍ଚଳିକ ପ୍ରବନ୍ଧକ ଜି ଆନନ୍ଦ…
ଅଧିକ ଖବର ଦେଖନ୍ତୁ...

ଋଣ ସୁଧ ବଢ଼ିଲା

ମୁମ୍ବାଇ: ଦ୍ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ହାଉସିଂ ଆଣ୍ଡ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଏଚଡିଏଫସି) ଋଣ ସୁଧ ହାର ବୃଦ୍ଧି ‌କରିଛନ୍ତି। ବ୍ୟାଙ୍କ ଗୁଡ଼ିକ ସୁଧ ହାର ବୃଦ୍ଧି କରିଥିବାରୁ ଆଗାମୀ ଦିନରେ କାର ଓ ଗୃହ ଋଣ ଇଏମ୍‌ଆଇ…
ଅଧିକ ଖବର ଦେଖନ୍ତୁ...

ପୁଣି ଅଡ଼ୁଆରେ ପଡ଼ିବେ ମୋବାଇଲ୍‌ ଗ୍ରାହକ

ନୂଆଦିଲ୍ଲୀ,: ଯେଉଁ ଲୋକମାନଙ୍କ ମୋବାଇଲ୍‌ ନମ୍ବର ସହିତ ଆଧାର ନମ୍ବର ଲିଙ୍କ୍‌ ହୋଇଛି ସେମାନଙ୍କ ପାଇଁ ଆଗାମୀ ଦିନରେ ଏକ ନୂଆ ପ୍ରକାର ସମସ୍ୟା ଦେଖାଦେଇପ‌ାରେ। ଆଧାର ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟ ଯୋଗୁ ମୋବାଇଲ୍‌ ନମ୍ବରରୁ ଆଧାରକୁ ଡିଲିଙ୍କ୍‌…
ଅଧିକ ଖବର ଦେଖନ୍ତୁ...

ଷ୍ଟେଟ୍‌ ବ୍ୟାଙ୍କ-ଓରେରା ବୁଝାମଣା

ଭୁବନେଶ୍ବର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଓରେରା ମଧ୍ୟରେ ଏସ୍‌ବିଆଇ ଇ-ପେ’କୁ ନେଇ ଏକ ବୁଝାମଣା ସ୍ବାକ୍ଷରିତ ‌େହାଇଛି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବିଭାଗୀୟ ସଚିବ ଜି ମାଥିଭାଥନନ୍, ଓରେରାର ଅଧ୍ୟକ୍ଷ ଅମୀୟ କୁମାର ମହାପାତ୍ର ଓ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

୧୯୬୯ରେ ଆସିଥିଲା ପ୍ରଥମ ଗାନ୍ଧୀ ନୋଟ୍‌:

ନୂଆଦିଲ୍ଲୀ,: ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ଛବି ରହିଥିବା ଅ‌ାମେ ଦେଖି ଆସୁଛେ। ଆଜିଠୁ ୫୦ ବର୍ଷ ପୂର୍ବେ ଅର୍ଥାତ ୧୯୬୯ରେ ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୧୦୦ ଟଙ୍କିଆ ନୋଟ୍‌ରେ ଗାନ୍ଧୀଙ୍କ ଚିତ୍ର ପଥମେ ନୋଟରେ ଦେଖିବାକୁ ମିଳିଲା। ୧୯୪୭ରେ ଗାନ୍ଧୀଙ୍କ ଚିତ୍ର ନୋଟରେ ଛାପିବା…
ଅଧିକ ଖବର ଦେଖନ୍ତୁ...

୧୮ ହଜାର କୋଟି କଳାଧନକୁ ଧଳା କରିଛନ୍ତି ଗୁଜରାଟୀ

ଅହମ୍ମଦାବାଦ: ବିମୁଦ୍ରାକରଣ ପୂର୍ବରୁ ସରକାର ୨୦୧୬ ମସିହାରେ ଦେଶ ଭିତରୁ କଳାଟଙ୍କାକୁ ବାହାର କରିବା ଲାଗି ଏକ ଆୟ ଘୋଷଣା ଯୋଜନା (ଆଇଡିଏସ୍‌) ଆଣିଥିଲେ। ୨୦୧୬ ଜୁଲାଇରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଏଥିପାଇଁ ଲୋକମାନଙ୍କୁ ସମୟ ଦିଆଯାଇଥିଲା। ଏହି ଯୋଜନାରେ ଗୁଜରାଟୀମାନେ ମୋଟ ୧୮ ହଜାର…
ଅଧିକ ଖବର ଦେଖନ୍ତୁ...

ତିନି ବିଶ୍ବସ୍ତରୀୟ ସଂସ୍ଥାର ମୁଖ୍ୟ ଅର୍ଥନୀତିଜ୍ଞ ମହିଳା

ନୂଆଦିଲ୍ଲୀ: ୱାସିଂଟନ ଭିତ୍ତିକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ଭାରତର ଗୀତା ଗୋପୀନାଥ ନିଯୁକ୍ତି ପାଇଛନ୍ତି। ଆଇଏମ୍‌ଏଫ୍‌ ମୁଖ୍ୟ ଅର୍ଥନୀତିଜ୍ଞ ପଦରେ ଜଣେ ଭାରତୀୟ ମହିଳା ନିଯୁକ୍ତି ପାଇବା ପରେ ଦେଶରେ ଏ ନେଇ ଦେଶରେ ଖୁସିର ଲହରି ଖେଳିଯାଇଛି।…
ଅଧିକ ଖବର ଦେଖନ୍ତୁ...

ଡେଲିଭରି ଷ୍ଟେସନ୍ ସଂଖ୍ୟା ବଢ଼ାଇଲା ଆମାଜନ୍

ଭୁବନେଶ୍ବର: ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଏହାର ‌ଡେଲିଭରି ନେଟ୍‌ୱର୍କକୁ ସମ୍ପ୍ରସାରିତ କରାଯାଇଛି। ରାଜ୍ୟରେ କଂପାନିର ଡେଲିଭରି ଷ୍ଟେସନ୍ ସଂଖ୍ୟା ୨୦ରେ ପହଞ୍ଚିଛି। ଏହା ଦ୍ବାରା ରାଜ୍ୟର ଗ୍ରାହକମାନେ ଶୀଘ୍ର ବିଭିନ୍ନ ଜିନିଷର ଡେଲିଭରି ପାଇପାରିବେ…
ଅଧିକ ଖବର ଦେଖନ୍ତୁ...

ପଟିଆରେ ‌ରେଜୋନାନ୍ସ ’ର ନୂଆ କ୍ୟାମ୍ପସ୍‌

ଭୁବନେଶ୍ବର,: ଇଞ୍ଜିନିୟରିଂ ଓ ମେଡିକାଲ୍ ପ୍ରବେଶିକା ପରୀକ୍ଷାର ଅଗ୍ରଣୀ ଅନୁଷ୍ଠାନ  ରେଜୋନାନ୍ସ ଏଡୁଭେଞ୍ଚର୍ସ ଲିମିଟେଡ୍‌ ପକ୍ଷରୁ ପଟିଆ ଠ‌ାରେ ନୂତନ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରାଯାଇଛି। ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ବରରେ ଏହା…
ଅଧିକ ଖବର ଦେଖନ୍ତୁ...