ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ୧୩ଛାତ୍ରୀ, ଅଭିଯୁକ୍ତ ଫେରାର

ଜୟପୁର: ସ୍ଥାନୀୟ ଏକ ଘରୋଇ ମହାବିଦ୍ୟାଳୟର ପରିଚାଳନା କମିଟିର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଏହି ମହାବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀ ଛାତ୍ରୀଙ୍କୁ ଯୌନନିର୍ଯାତନା ଦେବା ସହ ଅଶୋଭନୀୟ ବ୍ୟବହାର କରୁଥିବା ଅଭିଯୋଗ ଜୟପୁର ଟାଉନ ଥାନା ପୁଲିସ ନିକଟରେ ହୋଇଛି।…
ଅଧିକ ଖବର ଦେଖନ୍ତୁ...

୧୪ରୁ ଖରିଫ ମଣ୍ଡି: ଏ ଯାଏଁ ଚାଷୀଙ୍କୁ ମିଳିନି ଟୋକନ୍‌

ଜୟପୁର: ଦିନକ ପରେ ଖରିଫ ମଣ୍ଡି ପାଇଁ ଜିଲ୍ଲା ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ଏଯାଏଁ ଗୋଟିଏ ବି ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଟ‌ୋକେନ୍ ମିଳିନି। ସେଭଳି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଧାନ କିଣିବା ପାଇଁ ରହିଥିବା କ୍ରୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ୫ଗାଁର ଗ୍ରାମବାସୀ ପ୍ରଶାସନକୁ ପ୍ରଶ୍ନ: ଆମ ମୌଳିକ ଅଧିକାରୀ ମିଳିବ କେବେ?

ଜୟପୁର: ଦେଶ ସ୍ୱାଧିନତାର ଆଉ କେତେ ବର୍ଷ ପରେ ଆମେ ଆମ ମୌଳିକ ସାମ୍ବିଧାନିକ ଅଧିକାର ପାଇବୁ ବୋଲି ଜୟପୁର ବ୍ଲକର ବାରିଣୀପୁଟର ଲାଟିଗୁଡା, ଛଡ଼ାପଦର, ଲଛମିପଦର, ଟାଙ୍ଗିନୀଗୁଡା ଓ ଡାଙ୍ଗରାବେଢ଼ା ୫ଟି ଦୁର୍ଗମ ଗାଁର ଗ୍ରାମବାସୀ ବ୍ଲକ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଏହି ୫ଟି ଗାଁର…
ଅଧିକ ଖବର ଦେଖନ୍ତୁ...

ମାଟିର ଅମ୍ଲତା ବଢ଼ୁଛି, କୃଷି ଉତ୍ପାଦନ କମୁଛି: ଚାଷ ପାଇଁ ବାଟ ଦେଖାଉଛି ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ

ଜୟପୁର: କୋରାପୁଟ ଜିଲ୍ଲାର ଚାଷ ଜମିରେ ଧିରେଧିରେ ଅମ୍ଲତା ବୃଦ୍ଧି ପାଇବାରେ ଲାଗିଛି। ଫଳସ୍ବରୂପ ଏହି ଜମିର ଫସଲ ଉତ୍ପାଦନ କ୍ଷମତା କମିକମି ଯାଉଛି। ଅଧିକ ଉତ୍ପାଦନ ପାଇଁ ଅତ୍ୟାଧିକ ରାସୟନିକ ସାର୍ ପ୍ରୟୋଗ କରାଯାଉଥିବାରୁ ଜମିର ଉର୍ବରତା ନଷ୍ଟ ହେଉଛି। ମିଳିଥିବା ସୂଚନା ମୁତାବକ, ଗତ…
ଅଧିକ ଖବର ଦେଖନ୍ତୁ...

ଆୟକର ଚଢ଼ାଉ ଟଙ୍କାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗ କରି ବିଜେପିର ଧାରଣା

ଜୟପୁର: ଆୟକର ବିଭାଗ ପକ୍ଷରୁ ରାଜ୍ୟ ସଭା ସାଂସଦ ଧୀରୋଜ ସାହୁଙ୍କ ଘରୁ ମିଳିଥିବା ୪୫୪କୋଟି ଟଙ୍କା ବେନାମୀ କଳା ଟଙ୍କା । ରାଜ୍ୟ ବିଜୁ ଜନତା ଦଳ ଓ ସରକାରଙ୍କ ଲିଙ୍କ ଏଥିରେ ରହିଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ…
ଅଧିକ ଖବର ଦେଖନ୍ତୁ...

ଜୟପୁର ନିଯୁକ୍ତି ମେଳାରେ ୮୮୫ ପଂଜୀକରଣ: ୪୮୭ ପ୍ରାର୍ଥୀ ସଂକ୍ଷିପ୍ତ ତାଲିକାଭୁକ୍ତ

ଜୟପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲାପ୍ରଶାସନର ମିଳିତ ଅନୁକୂଲ୍ୟରେ ଦଶହରାପଡ଼ିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପୁର…
ଅଧିକ ଖବର ଦେଖନ୍ତୁ...

ଡଙ୍ଗରଜମିକୁ ସବୁଜିମାରେ ପରିଣତ କରିଛନ୍ତି ସୋମନାଥ, ୨୦ଜଣଙ୍କୁ ରୋଜଗାର ଦେଇ ସାଜିଛନ୍ତି ରୋଲ୍‌ମଡେଲ୍‌

ଜୟପୁର: ଦୃଢ଼ ମନୋବଳ କିଛି କରିବାର ଝୁଙ୍କ ରହିଥିଲେ ସବୁ କିଛି ସମ୍ଭବ ‌ହୋଇପାରେ। ଚଳଚ୍ଚିତ୍ରରେ ପାହାଡ଼ କାଟି ଗାଁ ପାଇଁ ରାସ୍ତା ତିଆରି କରିଥିଲେ ବିହାରର ଦଶରଥ ମାଂଝୀ। ସେହିଭଳି ଦୀର୍ଘ ୮ବର୍ଷ ହେବ ପଡ଼ିଆ ପଡ଼ିଥିବା ସାଢ଼େ ୫ଏକର ଡଙ୍ଗର ଜମିକୁ ସବୁଜିମାରେ ପରିଣତ କରିଛନ୍ତି ଜୟପୁର…
ଅଧିକ ଖବର ଦେଖନ୍ତୁ...

୪୨ବର୍ଷ ପରେ ବି ଆଇନ ମହାବିଦ୍ୟାଳୟ ହୋଇପାରିଲାନି ସରକାରୀ

ଜୟପୁର: ରାଜ୍ୟ ସରକାର ଶିକ୍ଷା, ବୃତ୍ତିଗତ ଶିକ୍ଷା ଆଦିର ବିକାଶ ପାଇଁ ୫ଟି ମାଧ୍ୟମରେ ବିଭିନ୍ନ ଯୋଜନା ସଂପ୍ରତି ଆରମ୍ଭ କରିଛନ୍ତି। ବହୁ ପୁରୁଣା ଶିକ୍ଷାଅନୁଷ୍ଠାନକୁ ସରକାର ନିଜ ଅଧିନକୁ ପରିଚାଳନା ଭାର ନେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ତେବେ ଏହାର ବ୍ୟତିକ୍ରମ ୫ମ…
ଅଧିକ ଖବର ଦେଖନ୍ତୁ...

‘ଲିଙ୍ଗଗତ ଅସମାନତା ଦୂର ପାଇଁ ସହଯୋଗ ଲୋଡା’

କୋରାପୁଟ: ଲିଙ୍ଗଗତ ଅସମାନତା ଦୂର ପାଇଁ ସହଯୋଗ ଲୋଡା। ଉଭୟ ପୁରୁଷ ଓ ମହିଳା ହାତକୁ ହାତ ଧରି ପରସ୍ପରର ସହଯୋଗ କଲେ ଏହି ଲିଙ୍ଗଗତ ଅସମାନତା ହ୍ରାସ ପାଇବ। ଉଭୟ ଉଭୟଙ୍କୁ ସମ୍ମାନ ଜଣାଇ କାର୍ଯ୍ୟ କରିବା ସହ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବାକୁ  ସହଯୋଗ କଲେ ଏହି ଲିଙ୍ଗଗତ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ ପାଇଁ  ଉଠିଲା ଦାବି 

ଜୟପୁର: ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ଟଙ୍କା ଖର୍ଚ୍ଚ  କରି ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଓ ଜଗତସିଂହପୁରରେ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା କରିଛି। ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...