ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ପାୱାର ହାଉସ୍ କଲୋନି ୫ମ ଗଳିରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ନିର୍ମାଣରେ ବାଧକ

ଜୟପୁର: ପାୱାରହାଉସ୍ କଲୋନି ୫ମ ଗଳିରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି। ସଂପ୍ରତି ରାସ୍ତା ନିର୍ମାଣ କାମ ଚାଳିଥିବା ବେଳେ ଏହି ଖୁଣ୍ଟ ନିର୍ମାଣ କାମରେ ବାଧକ ସୃଷ୍ଟି କରୁଥିବା କଲୋନୀବାସିନ୍ଦା ଅଭିଯୋଗ କରିଛନ୍ତି। ଟାଟା ପାୱାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ନେଇ ସାହିବାସିନ୍ଦା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏନଇପି ୨୦୨୦ ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସେମିନାର ଉଦଯାପିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସରେ 'ଏନଇପି-୨୦୨୦ ମାଧ୍ୟମରେ ଭାରତୀୟ ପରମ୍ପରା ଓ ମୂଲ୍ୟବୋଧର ରୂପାନ୍ତର: ବହୁଭାଷୀ ଏବଂ ବହୁଶୃଙ୍ଖଳାସଂସ୍କୃତି ଅଫ୍ ଏଜୁକେସନ୍' ଶୀର୍ଷକ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଡିସେମ୍ବର ୩ରେ ଉଦଯାପିତ ହୋଇଯାଇଛି। ଅଖିଳ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ମୁରବି ବିହୀନ ଆରସିଏମ୍ଏସରେ ନାହିଁ ଖାତା ଖତିଆନ: ୩ବର୍ଷ ହେଲା ହୋଇନି ଅଡିଟ୍,

ଜୟପୁର: ଜୟପୁର ଆଂଚଳିକ ସମବାୟ ମାର୍କେଟିଂ ସୋସାଇଟି ଲିମିଟେଡ (ଜେଆରସିଏମ୍ଏସ୍ ) ମୁରବୀ ବିହୀନ। ଏଭଳିକି ଏଠାରେ ଖାତା ଖତିଆନ୍ କିଛି ନଥିବା ବେଳେ ଗତ ୩ବର୍ଷ ହେବ ଅଡିଟ୍ ହୋଇନି କି ଆୟକର ବିଭାଗରେ ରିଟର୍ଣ୍ଣ ଦାଖଲ କରାଯାଇନି। ଫଳରେ ଆୟକର ବିଭାଗ ୫୪ଲକ୍ଷର ଜରିମାନା ଦେବାକୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

କୁସୁମପୁଟ-ମଜୁରାଗୁଡା ମାଇନର କେନାଲ କାମରେ ଚଂଚକତା ଅଭିଯୋଗ କଲା ପାଣି ପଂଚାୟତ

ଜୟପୁର: ଉପରକୋଲାବ ଜଳସେଚନ ପ୍ରକଳ୍ପର କୁସୁମପୁଟ-ମଜୁରାଗୁଡା (କୁମୁଲିପୁଟ) ପାର୍ଶ୍ବ ଦେଇ ଯାଇଥିବା ମାଇନର କେନାଲ କାମରେ ବ୍ୟାପକ ଚଂଚକତା କରି ଅନିମିୟତତା କରୁଥିବା ଅଭିଯୋଗ କରିଛନ୍ତି କୁମୁଲିପୁଟ ଗଙ୍ଗାମାଁ ପାଣି ପଂଚାୟତର ସଭାପତି ଦିବାକର ପାଇକ, ଓ ସଂପାଦକ ଚନ୍ଦ୍ରମୋହନ ଗୌଡ଼। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ ଅଭିଯୋଗ

ଜୟପୁର: କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅଂଚଳର ଜୈନେକା ଯୁବତୀଙ୍କୁ କୋରାପୁଟ ସଦରଥାନା ଅର୍ନ୍ତଗତ ଫୁଟକେରଙ୍ଗା ଗାଁର ଅଭିଯୁକ୍ତ ଜଗତରାୟ କୁଳଦୀପ ପ୍ରେମସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିବା ଏବଂ ପରେ ଛାଡ଼ିଦେଇଥିବା ନେଇ ମହିଳା ଥାନାରେ ମାମଲା…
ଅଧିକ ଖବର ଦେଖନ୍ତୁ...

୪ ଶିଶୁ ଶ୍ରମିକ ଉଦ୍ଧାର

ଜୟପୁର: ଆଜି ସହରର ବିଭିନ୍ନ ଗ୍ୟାରେଜ, ଜଳଖିଆ ହୋଟେଲରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରି ୪ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ। ଜୟପୁରରୁ ୩ଜଣ ଓ ବୋରିଗୁମ୍ମାରୁ ଜଣକୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି

ଭୁବନେଶ୍ୱର: କଂଗ୍ରେସରେ ଯୋଗଦେଲେ କୋରାପୁଟର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ  ଜୟରାମ ପାଙ୍ଗି । ଏହା ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ରହି ନିଜ ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଥିଲେ । କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ୧୯୭୭ ମସିହାରେ ଜନତା ଦଳ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ବୈପାରିଗୁଡ଼ା ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲେ ପୁଲିସ ଡିଜି

କଟକ/ବୈପାରିଗୁଡ଼ା: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନସ୍ ଏସପି…
ଅଧିକ ଖବର ଦେଖନ୍ତୁ...

ବିଜୁ ପକ୍କା ଘରେ ଆନ୍ଧ୍ରର ପୋଷ୍ଟ ଅଫିସ୍‌: କାନ୍ଥରେ ଚୂନ ମାରି ବନ୍ଦ କଲା ବ୍ଲକ ପ୍ରଶାସନ

ପଟ୍ଟାଙ୍ଗି/କୋରାପୁଟ: ବାରମ୍ବାର ପ୍ରତିବାଦ ସତ୍ତ୍ବେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର। ଗତ କିଛିଦିନ ତଳେ କୋଟିଆର ସୀମାନ୍ତ ଗାଁରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିବା ବେଳେ ଏବେ ଆଉ ପାଦେ ଆଗେଇ ଓଡ଼ିଶା ସରକାରଙ୍କ ବିଜୁ ପକ୍କା ଘରେ…
ଅଧିକ ଖବର ଦେଖନ୍ତୁ...

ବିଜୁ ପକ୍କା ଘର ଦଖଲ କରି ପୋଷ୍ଟଅଫିସ ଖୋଲିଛି ଆନ୍ଧ୍ର

ପଟାଙ୍ଗୀ: ବିଜୁ ପକ୍କା ଘର ଦଖଲ କରି ପୋଷ୍ଟଅଫିସ ଖୋଲିଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ପଟାଙ୍ଗୀ ପ୍ରଶାସନର ହସ୍ତକ୍ଷେପ ପରେ ବର୍ତ୍ତମାନ ଆନ୍ଧ୍ରର ଷଡଯନ୍ତ୍ର ପଣ୍ଡ ହୋଇଛି । ହେଲେ ଆନ୍ଧ୍ର ପକ୍ଷରୁ କ୍ରମାଗତ ଭାବେ ଓଡିଶାର କୋଟିଆ ସୀମା ମଧ୍ୟରେ ଅନୁପ୍ରବେଶ କରି ଗୋଟାଏ ପରେ ଗୋଟାଏ ଏଭଳି…
ଅଧିକ ଖବର ଦେଖନ୍ତୁ...