ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଲୋକଙ୍କ ସୁରକ୍ଷା ପାଇଁ ନାହାନ୍ତି ପୁଲିସ କର୍ମଚାରୀ, ୨୦% କର୍ମଚାରୀଙ୍କୁ ନେଇ ଚାଲିଛି ଥାନା

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁଠାରୁ ବେଶି ଚର୍ଚ୍ଚିତ ଓ ସମ୍ବେଦନଶୀଳ ପଂଚାୟତର ସୁରକ୍ଷାଭାର ମୁଣ୍ଡାଇଛି ଜୟପୁର ସଦରଥାନା। ଜୟପୁର ବ୍ଲକର ୨୨ଟି ପଂଚାୟତରୁ ୧୭ଟି ପଂଚାୟତର ୮୨ଟି ରାଜସ୍ବ, ୧୮୭ଟି ପଡ଼ା ଗାଁ ସହ ୧୪୦ବର୍ଗ ମାଇଲସ୍ ପରିଧିର ଦେଢ଼ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ରହିଛି…
ଅଧିକ ଖବର ଦେଖନ୍ତୁ...

ନମ୍ବର ବିହୀନ ବସର ଭିଡିଓ ଭାଇରାଲ

ଜୟପୁର: ଆଜି ଗୋଟିଏ ନମ୍ବର ବିହୀନ ବସର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଆଂଚଳିକ ପରିବହନ ବିଭାଗ ଜାଗ୍ରତ ହୋଇଛି। ଉକ୍ତ ବସକୁ ଅଟକାଇ ରଖିବା ସହ କାଗଜପତ୍ର ଯାଂଚ କରାଯାଉଥିବା ଏଆରଟିଓ ତପନ କୁମାର ବେଟୀ ସୂଚନା ଦେଇଛନ୍ତି। ସେ ଛୁଟିରେ ଥିବାରୁ ଟିଏସଆଇ ଯାଂଚ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

୩୭ଲକ୍ଷ ସହ ଗିରଫ ଆଇଆଇସିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିଜିପିଙ୍କୁ ଜଣାଇଲେ ଭିଜିଲାନ୍ସ…

ଜୟପୁର: ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ୩୭ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ପରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଅପରପକ୍ଷରେ ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୁଲିସ ଡିଜିପିଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିନା କାରଣରେ ୫୦ହଜାର ଟଙ୍କା ଲାଂଚ ନେଇଥିଲେ ବୈପାରୀଗୁଡା ଆଇଆଇସି

ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ନିକଟରୁ ଦୁଇ ଦିନରେ ୩୭ଲକ୍ଷ ଟଙ୍କା ଭିଜିଲାନ୍ସ ଠାବ କରିବା ପରେ ତାଙ୍କ କଳାକାରନାମା ଧିରେ ଧିରେ ବାହାରୁଛି। ଏଭଳିକି ସେ କରିଥିବା ଦବଙ୍ଗଗିରି ସଂପର୍କରେ ପାଟି ଖୋଲିଛନ୍ତି ଜୟପୁରର ଜଣେ ପିଡୀତ କାଉନସିଲର।…
ଅଧିକ ଖବର ଦେଖନ୍ତୁ...

କୁବେର ଆଇଆଇସିଙ୍କ ଟଙ୍କା ଗଣି ଭିଜିଲାନସ୍ ହାଲିଆ

ଜୟପୁର: ଖାକି ପୋଷାକରେ ପୁଣି କଳଙ୍କ। କୁବେର ଥାନା ଅଧିକାରୀଙ୍କ ନିକଟରେ ଥିବା ଟଙ୍କା ଗଣି ଗଣି ଭିଜିଲାନସ୍ ବିଭାଗର ଅଧିକାରୀମାନେ ହାଲିଆ ହୋଇ ପଡିଛନ୍ତି। ଏପର୍ଯ୍ୟନ୍ତ ୩୭ଲକ୍ଷ ୨୭ହଜାର ୭୦୦ଟଙ୍କା ଜବତ କରିଛି ଭିଜିଲାନସ୍। କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାଅଧିକାରୀ ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଭକ୍ତିଗୀତ ‘‘ଫେରିଆସ ଶ୍ରୀକୃଷ୍ଣ’’ ମୁକ୍ତିଲାଭ କଲା

ଜୟପୁର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବରିଷ୍ଠ କଳାକାର  ତଥା ସଂଗୀତ ନିର୍ଦ୍ଦେଶକ ଧିରେନ ମୋହନ ପଟନାୟକଙ୍କ ନିଜସ୍ୱ ରଚନା ଏବଂ ସ୍ୱର ସଂଯୋଜନା ରେ ଏକ ସୁସଧୁର ଭଜନ ‘‘ଫେରି ଆସ କୃଷ୍ଣ’’ ଷ୍ଟୁଡିଓ ୱେଭସ ୟୁ ଟ୍ୟୁବ ଚାନେଲରେ ଶୁଭମୁକ୍ତି ଲାଭ କରିଛି। ଏହି ଗୀତଟିକୁ ଆକାଶବାଣୀର…
ଅଧିକ ଖବର ଦେଖନ୍ତୁ...

୨୨ ପଂଚାୟତରୁ ୧୧ରେ ନାହିଁ ବ୍ୟାଙ୍କ: ୩ଟିରେ ଲୋକାର୍ପିତ

ଜୟପୁର:  ଜୟପୁର ବ୍ଲକର ୨୨ଟି ପଂଚାୟତର ୧୪ଟି ପଂଚାୟତରେ ବ୍ୟାଙ୍କ ନଥିବା ବେଳେ ଆଜି ୩ଟି‌ରେ ଆମ ବ୍ୟାଙ୍କ ଆରମ୍ଭ ହୋଇଛି। ଆଜି ରଣ୍ଡାପାଲ୍ଲୀ ଠା‌ରେ ବ୍ୟାଙ୍କ ଅଫ ବରୋଦା,  ବଡ଼ଜିଉନା, ଓ ବାଲିଆରେ ୟୁକୋ ବ୍ୟାଙ୍କ ପକ୍ଷରୁ ଆମ ବ୍ୟାଙ୍କ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଜୟପୁର ଆସି ଦାଦାଙ୍କ ଆଶୀର୍ବାଦ ନେଲେ ହାଇକୋର୍ଟ ବିଚାରପତି

ଜୟପୁର: ଓଡ଼ିଶା ହାଇକୋର୍ଟର ବିଚାରପତି ହେବା ପରେ ପ୍ରଥମ ଥର କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ ଶିବଶଙ୍କର ମିଶ୍ର। ସେ ତାଙ୍କ ଏହି ଗସ୍ତ ବେଳେ ସେ ପିଲା ଦିନ କାଟିଥିବା ସ୍କୁଲ, ଚାଖଟି, ଜଳଖିଆ ଦୋକାନ ଆଦି ବୁଲି ଦେଖିବା ସହ ମା’ଭଗବତୀ, ଜଗନ୍ନାଥ ମନ୍ଦିର ଆଦି ଯାଇ ଦର୍ଶନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଦୁଇଦିନିଆ ମେଳାରେ ଆତ୍ମନିଯୁକ୍ତି କ୍ଷେତ୍ରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ଗୁରୁତ୍ୱପୂର୍ଣ ଭୂମିକା ନେଇ ଆଲୋଚନା

କୋରାପୁଟ: ସ୍ଥାନୀୟ ଡିଏ.ଭି କଲେଜ ପଡ଼ିଆ ଠାରେ ଦୁଇ ଦିନିଆ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳା ନଭେମ୍ବର ୨୭ ତାରିଖରେ ଶେଷ ହୋଇଛି। ସମାରୋହରେ ଶତାଧିକ ଚାଷୀ, ସରକାରୀ ଅଧିକାରୀ ଓ ବୈଜ୍ଞାନିକମାନେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ: ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ

କଟକ/ବୈପାରିଗୁଡ଼ା: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏଯାଏ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି। ଗତକାଲି ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ…
ଅଧିକ ଖବର ଦେଖନ୍ତୁ...