ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଗିନି ବଜାଇ ସଂକୀର୍ତ୍ତନ କଲେ ତାରା

ଜୟପୁର: ଜୟପୁର ବ୍ଲକର ରାଣୀଗଡ ପଂଚାୟତର ମୂଳାସର ଓ ଟାଙ୍କୁଆ ଠାରେ ଆଜି ଠାରୁ ଆରମ୍ଭ ହୋଇଛି  ଅଷ୍ଠ ପ୍ରହର ନାମଯଜ୍ଞ। ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଭାଗ ନେଇ ପୂଜାଅର୍ଚ୍ଚନା କରିବା ସହ ନାମସଂକୀର୍ତ୍ତନ ଦଳ ସହ ଭାଗ ନେଇ ଗିନି ବଜାଇ ନାମ ସଂକୀର୍ତ୍ତନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଦେଶକୁ ମକା ମଂଜି ରପ୍ତାନି ବନ୍ଦ: ୧୦ହଜାର‌ ମେଟ୍ରିକ୍‌ ଟନ୍‌ ଗଲା ଆନ୍ଧ୍ର ଓ ତାମିଲନାଡୁ

ଜୟପୁର: ଏହି ବର୍ଷ ଠାରୁ କୋରାପୁଟିଆ ମକା ମଂଜି ବିଦେଶକୁ ରପ୍ତାନୀ କରାଯିବା ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଦେଶରେ ଉତ୍ପାଦିତ ଖାଦ୍ୟ ଶସ୍ୟ ଦେଶ ମଧ୍ୟରେ ବିକ୍ରି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଶେଷ ପର୍ଯ୍ୟାୟରେ ରହିଛି ମକା ମଂଜି ଉତ୍ପାଦନ। ଅବିଭକ୍ତ‌ କୋରାପୁଟ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ସିଟି ବସ୍‌ ସେବା; ୨ଟିରେ ନିଆଁ ଲାଗିବା ପରେ ବଳକାର ସୁରକ୍ଷା ଦାୟିତ୍ବ କାହାର?

ଜୟପୁର: ଗତ ୭ବର୍ଷ ତଳେ ଆରମ୍ଭ ହୋଇଥିବା ‘‘ସିଟି ବସ ‌ସେବା’’ ଯୋଜନା ସ୍ବଳ୍ପ କିଛି ମାସ ଚାଳି ବନ୍ଦ ହୋଇ ଯାଇଥିଲା। ଏହା ପରେ ଜୟପୁର –ବୋରିଗୁମ୍ମା ଜାତୀୟ ରାଜପଥ କଡ ଜୟପୁର ଜୀବନବୀମା କାର୍ଯ୍ୟାଳୟ ପାର୍ଶ୍ବରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା ୨୦ଟି ସିଟି ବସ । ଗତ ୩ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ଜୟପୁର ବିମାନବନ୍ଦରରେ ଓହ୍ଲାଇପାରିଲାନି ବିମାନ; ଚାରି ଚକ୍କର ମାରି ପୁଣି ଫେରିଗଲା ଭୁବନେଶ୍ବର, ଯାତ୍ରୀ ଜଳକା

ଜୟପୁର: ଭୁବନେଶ୍ବର-ଜୟପୁର ଚାଳୁଥିବା ଇଣ୍ଡିଆ ୱାନ ଏୟାରର ଦ୍ବିତୀୟ ବିମାନ ଜୟପୁର ବିମାନବନ୍ଦରରେ ଓହ୍ଲାଇ ନ ପାରି ଫେରିଯାଇଥିଲା। କୋହଳା ପାଗ ସାଙ୍ଗକୁ ମେଘୁଆ ଥିବାରୁ ନିର୍ଦ୍ଧାରିତ ସମୟରେ ବିମାନଟି ଆସିଥିଲେ ହେଁ ଚାରି ରାଉଣ୍ଡ ଘେରା ବୁଲି ପଳାଇଥିଲା। ତେବେ ଟିକେଟ ସଂରକ୍ଷିତ କରିଥିବା…
ଅଧିକ ଖବର ଦେଖନ୍ତୁ...

୨୬ରେ ଜୟପୁର ଆସିବେ ହାଇକୋର୍ଟ ବିଚାରପତି 

ଜୟପୁର: ହାଇକୋର୍ଟର ବିଚାରପତି ହେବା ପରେ ପ୍ରଥମ କରି ଆସନ୍ତା ୨୬ତାରିଖ ଦିନ ନିଜ ସହର ଜୟପୁରକୁ ଆସୁଛନ୍ତି ବିଚାରପତି ଶିବଶଙ୍କର ମିଶ୍ର। ସେ ଜିଲ୍ଲାକୋର୍ଟରେ ସମ୍ବିଧାନ ଦିବସ ଅବସରରେ ଆ‌ୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବେ। ଏହା ସହ ‌ତାଙ୍କୁ ଜିଲ୍ଲା ଓକିଲ ସଂଘ ଜୟପୁର ପକ୍ଷରୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ଣ୍ଣମନ୍ତ୍ର

ଜୟପୁର: ନିର୍ବାଚନ ପ୍ରସ୍ତୁତି ବିଜୁ ଜନତା ଦଳ ପକ୍ଷରୁ  ଆରମ୍ଭ ହୋଇଛି। ଗତ ତିନି ଦିନ ହେବ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଜୟପୁର ନିର୍ବାଚନମଣ୍ଡଳୀର ସମସ୍ତ ଜୋନ, ପୌରପାଳିକାର ସମସ୍ତ ୱାର୍ଡର କର୍ମକର୍ତ୍ତା, ନିର୍ବାଚିତ ଦଳୀୟ ପ୍ରତିନିଧି ଆଦିଙ୍କୁ ନେଇ ଚାଳିଥିଲା ପ୍ରଶିକ୍ଷଣ। ଦଳୀୟ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ ସିପିଆଇ ନେତା ସୁଶାନ୍ତ ଅଧିକାରୀ

ଜୟପୁର: ସିପିଆଇ ନେତା ତଥା ଘରୋଇ ବସ କର୍ମଚାରୀ ସଂଘର ସଭାପତି ସୁଶାନ୍ତ ଅଧିକାରୀ ବିଜେଡିରେ ଯୋଗ ଦେଇଛନ୍ତି। ଜୋନସ୍ତରୀୟ ବିଜେଡି ପ୍ରଶିକ୍ଷଣ ଶିବିରରେ ଶ୍ରୀ ଅଧିକାରୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କୁ ଜିଲ୍ଲାସଭାପତି ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ,…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଗୁଳି ମାରି ହତ୍ୟା ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ

ଜୟପୁର: ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଗୁଳି  କରି ହତ୍ୟା କରିଥିବା ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ସତ୍ୟନାରାୟଣ ମିଶ୍ର ଦୋଷୀ ଦିଲ୍ଲୀପ ଖରା ଓରଫ ଅଜୟ ଓରଫ ଅଜିତକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହ ୨୦ହଜାର ହଜାର ଟଙ୍କାର ଜରିମାନା…
ଅଧିକ ଖବର ଦେଖନ୍ତୁ...

ମିଳିଲା ସ୍ବତନ୍ତ୍ର କାରାଗାର ମାନ୍ୟତା, ଧାର୍ଯ୍ୟ ଅନୁଯାୟୀ ହୋଇନି କର୍ମଚାରୀ ନିଯୁକ୍ତି

ଜୟପୁର: ଗତ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡକାରାଗାରକୁ ସ୍ବତନ୍ତ୍ର କାରାଗାର ମାନ୍ୟତା ପ୍ରଦାନ  କରାଯାଇଛି । ଜିଲ୍ଲାକାରାଗର ଭଳି ଏଠାରେ  ମଧ୍ୟ ଜଣେ ଅଧିକ୍ଷକ, ସହକାରୀ ଜେଲର , କଲ୍ୟାଣ ବିଭାଗ ଅଧିକାରୀ, ସାଂସ୍କୃତିକ ଅଧିକାରୀ, ଆଇନ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟରର ଅପୂର୍ବ ସଫଳତା

ଜୟପୁର: ଜୟପୁରର ମୁଖ୍ୟ ରାସ୍ତା ଜଗତ ଜନନୀ ମନ୍ଦିର ନିକଟରେ ଥିବା ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟର ସବୁବେଳେ ନିଜ ଅନୁଷ୍ଠାନର ସଫଳତାକୁ ନେଇ ଚର୍ଚ୍ଚାରେ ଥାଏ। ଏଥର ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ଦ୍ବାରା ଆୟୋଜିତ ନିୟୋଜନ ଲିଖିତ ପରୀକ୍ଷାରେ କାଉନସେଲିଂ ସେଣ୍ଟରର ୬୨ ଜଣ…
ଅଧିକ ଖବର ଦେଖନ୍ତୁ...