ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଲ୍‌ ଓଭରବ୍ରିଜ୍: ଅଧିଗ୍ରହଣ ପରିବର୍ତ୍ତେ ସିଧାସଳଖ ଲୋକଙ୍କଠାରୁ କିଣାଯିବ ଜମି

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରଠାରେ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୧ ଓ ୧୨ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଗୁରୁତର

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସାପ୍ତାହିକ ବଜାର ନିକଟରେ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୩ ଗୁରୁତର ହୋଇଥିବା ସୂଚନା ମିଳିଛି। ସିଏମଏସ ଗାଡ଼ିରେ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସିଥିବା ବେଳେ ବ୍ୟାଙ୍କ ନିକଟରେ ଗାଡ଼ିରୁ ଓହ୍ଲାଉଥିବା ବେଳେ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଏମିତି ଏକ ଅପହଞ୍ଚ ଗାଁ: ୭୬ ବର୍ଷ ପରେ ଯେଉଁଠି ଉଡ଼ିଲା ତ୍ରିରଙ୍ଗା

ସୁନ୍ଦରଗଡ଼: ଦେଶ ମନାଉଛି ସ୍ବାଧୀନତାର ଅମୃତ ମହୋତ୍ସବ। କିନ୍ତୁ ୭୬ ବର୍ଷର ଲମ୍ବା ଯାତ୍ରା ପରେ ଦେଶରେ ଏମିତି ବି ଗାଁ ଅଛି, ଯେଉଁଠି କେବେ ତ୍ରିରଙ୍ଗା ଉଡ଼ି ନାହିଁ। ସେମିତି ଏକ ଗାଁ ସହ ଭେଟ ହୋଇଥିଲା ୭୭ ତମ ସ୍ବାଧୀନତା ଦିବସରେ। ଗାଁଟି ରହିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ ସମାଜ ପ୍ରତିନିଧି ମଣ୍ଡଳୀ, ରାଷ୍ଟ୍ରହିତରେ ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି

ରାଇରଙ୍ଗପୁର: ଆଦିବାସୀ ହୋ ସମାଜ ମହାସଭାର ପ୍ରତିନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରହିତରେ ହୋ ଭାଷା ଏବଂ ଏହାର ଲିପି ୱାରାଂଚିତିକୁ କେନ୍ଦ୍ର ସରକାର ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି। ହୋ ମହାସଭାର କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ଭାରତ ବିକାଶ ପରିଷଦର ବିଭାଜନ ବିଭୀଷିକା ସ୍ମୃତି ଦିବସ

ସୁନ୍ଦରଗଡ଼: ୧୯୪୭ ମସିହା ଆଜିର ଦିନରେ ଭାରତ ବିଭାଜନ ହୋଇଥିଲା। ବିଭାଜନ ସମୟରେ ହୋଇଥିବା ହିଂସାରେ ଲକ୍ଷାଧିକ ନିର୍ଦୋଷ ଲୋକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ। ସେହିପରି ମହିଳାମାନେ ଅତ୍ୟାଚାର, ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ବିଭୀଷିକାକୁ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ନକ୍ସଲ ଗୁଳିରେ ପୁଣି ଦୁଇ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି

ରାଉରକେଲା: ପବିତ୍ର ସ୍ୱାଧୀନତା ଦିବସରେ ନସ୍କଲମାନେ ପୁଣି ହିଂସାକାଣ୍ଡ ଘଟଣାଇଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ସଂଘବଦ୍ଧ ହୋଇ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳିବର୍ଷା କରିଛନ୍ତି। ନସ୍କଲଙ୍କ ଗୁଳିରେ ସୋମବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଶଙ୍କରା ପୁଲିସ ବାରାକ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ ଗଡ଼ିବ ବନ୍ଦେଭାରତ ଏକ୍ସପ୍ରେସ: ଖୁବଶୀଘ୍ର ରାଉରକେଲା-ଭୁବନେଶ୍ବର ମଧ୍ୟରେ ଚଳାଚଳ କରିବ

ରାଉରକେଲା: ରାଉରକେଲା ଦେଇ ଦ୍ବିତୀୟ ବନ୍ଦେଭାରତ ଏକ୍ସପ୍ରେସ୍‌ ଚଳାଚଳ ନେଇ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା। ବିଶେଷକରି ମେ’ ୧୮ରେ ରାଜ୍ୟରେ ପ୍ରଥମ ବନ୍ଦେଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ପରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ହିଂସାକାଣ୍ଡ ଯୋଜନା ! ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯାଞ୍ଚ କଡ଼ାକଡି

ରାଉରକେଲା: ଆଜି ଦେଶ ପାଳନ କରୁଛି ୭୭ତମ ସ୍ବାଧୀନତା ଦିବସ। ଏଥିପାଇଁ ସହର ସମେତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ନକ୍ସଲ ସଙ୍ଗଠନ ନେତୃତ୍ବ ନେଉଥିବା ନକ୍ସଲ ନେତା ମିସ୍‌ରି ବେସ୍ରା ବଡଧରଣ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଆଣ୍ଠେଇଛି ସ୍ବାସ୍ଥ୍ୟସେବା: ୪୬୫ ନର୍ସିଂ ଅଧିକାରୀ ପଦବି ଖାଲି

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟସେବା ଆଣ୍ଠେଇଛି। ବିଶେଷ କରି ବ୍ଲକ୍‌ଗୁଡ଼ିକର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ଜିଲ୍ଲାର ପ୍ରାୟ ୬୦%ରୁ ଅଧିକ ‌ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ରେ…
ଅଧିକ ଖବର ଦେଖନ୍ତୁ...