ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସରଣ୍ଡା ମୁହାଁ ନକ୍ସଲ: ଟଣ୍ଟୋ ପାହାଡ଼ରେ ସିଆର୍‌ପିଏଫର ୩ ଟିମ୍‌, ଓଡ଼ିଶା ସୀମା ସିଲ୍‌

ରାଉରକେଲା: ଶୁକ୍ରବାର ନକ୍ସଲ ଗୁଳିକାଣ୍ଡ ଘଟଣା ପରେ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ କମ୍ବିଂ ଅପରେପସନ୍‌କୁ ଜୋରଦାର କରାଯାଇଛି। ସିଆର୍‌ପିଏଫ୍‌ର ୩ରୁ ଅଧିକ ଟିମ୍‌ ଗୁଳିବିନିମୟ ହୋଇଥିବା ଟଣ୍ଟୋ ପାହାଡ଼କୁ ନାକାବନ୍ଦୀ କରି ରଖିଛନ୍ତି। ଦୁର୍ଦ୍ଦାନ୍ତ…
ଅଧିକ ଖବର ଦେଖନ୍ତୁ...

ଏମସିଏଚରେ ପ୍ରସୂତି ସେବା ଏମିତି; ସେବିକାଙ୍କ ସମ୍ପର୍କୀୟ ରୋଗୀ ଆସିଲେ ଏସି ଚାଲେ

ସୁନ୍ଦରଗଡ଼: ତାରିଖ ଅଗଷ୍ଟ ୧୦। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର (ଏମସିଏଚ) ଅସ୍ତ୍ରୋପଚାର କକ୍ଷରୁ ନବଜାତ ଶିଶୁ ସହ ଜଣେ ମା’ ସ୍ଥାନାନ୍ତର ହୋଇ ଆସିଲେ ପ୍ରଥମ ମହଲାର ସ୍ବତନ୍ତ୍ର ବାତାନୁକୂଳ ପ୍ରସୂତି ୱାର୍ଡକୁ। କିନ୍ତୁ ୱାର୍ଡରେ ଲାଗିଥିବା…
ଅଧିକ ଖବର ଦେଖନ୍ତୁ...

ଭଗବାନ ଭରସାରେ ଆୟୁଷ ଚିକିତ୍ସା! ଆୟୁର୍ବେଦିକ ଓ ହୋମିଓପାଥିକ୍‌ ଡିସପେନସାରିର ଦୟନୀୟ ସ୍ଥିତି

ରାଉରକେଲା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆୟୁଷ ଚିକିତ୍ସାକୁ ପ୍ରାଥମିକତା ଦେଉଛନ୍ତି। ରୋଗୀଙ୍କୁ ସ୍ବଳ୍ପ ବ୍ୟୟରେ ଚିକତ୍ସା ସେବା ଯୋଗାଇବାକୁ ପ୍ରତ୍ୟେକ ଜିଲ୍ଲାରେ ଉଭୟ ଆୟୁର୍ବେଦିକ ଓ ହୋମିଓପାଥିକ୍‌ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ସଙ୍ଗଠନର ୧୧ ବଙ୍କର ଧ୍ବସ୍ତ: ଆଇଇଡି ବୋମା, ଡିଟୋନେଟର ସହ ବିପୁଳ ମାରଣାସ୍ତ୍ର ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ରୋକିବାକୁ ଗତ କିଛି ଦିନ ଧରି ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି। ଅପରେସନ୍‌ରେ ସାମିଲ ଥିଲେ କୋବ୍ରା ୨୦୯ ବାଟାଲିୟନ୍‌, ୨୦୩ ବାଟାଲିୟନ୍‌, ଝାଡ଼ଖଣ୍ଡ ଜାଗୁଆର, ସିଆର୍‌ପିଏଫ୍‌ ୬୦ ବାଟାଲିୟନ୍‌, ୧୯୭…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ସଙ୍ଗଠନର ୧୧ ବଙ୍କର ଧ୍ବସ୍ତ, ଆଇଇଡି ବୋମା, ଡିଟୋନେଟର ସହ ବିପୁଳ ମାରଣାସ୍ତ୍ର ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ରୋକିବାକୁ ଗତ କିଛି ଦିନ ଧରି ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଅପରେସନ୍‌ରେ ସାମିଲ ଥିଲେ କୋବରା ୨୦୯ ବଟାଲିୟନ୍‌, ୨୦୩ ବଟାଲିୟନ୍‌, ଝାଡଖଣ୍ଡ ଜାଗୁଆର, ସିଆର୍‌ପିଏଫ୍‌ ୬୦ ବଟାଲିୟନ୍‌, ୧୯୭ ବଟାଲିୟନ୍‌, ୧୩୪…
ଅଧିକ ଖବର ଦେଖନ୍ତୁ...

ପରିବହନକୁ ନେଇ ଚାଲିଛି ଛକାପଞ୍ଝା: ଦୋ ଛକିରେ ନିରୀହ ଆଦିବାସୀ ଶ୍ରମିକ

କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଓଏମ୍‌ସି ଖଣିରେ ପରିବହନ ଓ କାମକୁ ନେଇ ଅଶାନ୍ତି ଦେଖାଦେଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେ​ବେ ଖଣିରେ ପରିବହନ ସ୍ବାଭାବିକ ଥିଲେ ମଧ୍ୟ ଶତାଧିକ ଶ୍ରମିକ ନିଜର ହକ୍ ପାଇଁ ବିକ୍ଷୋଭ ଜାରି…
ଅଧିକ ଖବର ଦେଖନ୍ତୁ...

ବନ୍ୟାରେ ଭାଙ୍ଗି ଯାଇଥିବା ଘର ସଜାଡ଼ିବାକୁ ଋଣ କରିଥିଲେ, ସବୁ ଲୁଟିନେଲେ ସାଇବର ଠକ

ରାଉରକେଲା: ଏକ ବେସରକାରୀ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ ଚାକିରି କରିବେ ବୋଲି ଭଦ୍ରକ ଧାମନଗରରୁ ୪୦୦ କିଲୋମିଟର୍‌ ଦୂର ରାଉରକେଲା ସହରକୁ ଚାଲି ଆସିଥିଲେ ସତ୍ୟସୁନ୍ଦର ମିଶ୍ର। ଚାକିରିରୁ ଟଙ୍କା ସଞ୍ଚୟ କରି ଘର ମରାମତି କରିବେ ବୋଲି ଆଶା ବାନ୍ଧିଥିଲେ। ସବୁ ବର୍ଷ ପରି ଏଥର ମଧ୍ୟ ଲଘୁଚାପ…
ଅଧିକ ଖବର ଦେଖନ୍ତୁ...

ସଟ୍ଟା ଖେଳରେ ଚଢ଼ଉ, ୪ ଗିରଫ

ରାଉରକେଲା: ସଟ୍ଟା ଖେଳ ଅଭିଯୋଗରେ ଉଦିତନଗର ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଅଞ୍ଚଳର ସୋନୁ ସାହୁ (୨୫), ରାକେଶ ରୋସନ ଡୁଙ୍ଗୁଡୁଙ୍ଗୁ (୩୨), ଆମ୍ବେଦକର ନଗରର କ୍ରିଷ୍ଣା ବାହାଦୁର (୪୪), ସେକ୍ଟର-୧୫ ସି ବ୍ଲକ୍‌ର ଜି ରାମେଶ୍ବର ରାଓ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ-ରେଖା ଆଜି (ଶୁକ୍ରବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ, ବାହରିଚ, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ ଦିଗରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଫାଣ୍ଡି ପ୍ରତିଷ୍ଠା ଦାବି ଜୋର୍ ଧରିଲା: ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ

ସୁନ୍ଦରଗଡ଼: ହେମଗିର ବ୍ଲକ୍ ବିଲେଇମୁଣ୍ଡାରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୋକାନ, ବଜାର, ଗାଡି ଚଳାଚଳ ବନ୍ଦ, ଯୋଗୁଁ ଛତିଶଗଡ଼କୁ କୋଇଲା ପରିବହନ କରୁଥିବା ଶହଶହ ଟ୍ରକ ଅଟକି ରହିଛି। ଅପରାଧ…
ଅଧିକ ଖବର ଦେଖନ୍ତୁ...