ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସରଣ୍ଡାରେ ବେଧଡ଼କ ଚାଲିଛି ଅଫିମ ଚାଷ

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ବେଆଇନ ଅଫିମଚାଷ ହେଉଥିବା ଦେଖିବାକୁ ମିଳିଛି। ମାଫିଆମାନେ ନିରୀହ ଗ୍ରାମବାସୀଙ୍କୁ ଲୋଭଦେଖାଇ ବେଧଡ଼କ ଏହି କାରବାର ଚଳାଇଥିବା ଦେଖାଯାଉଛି। ସରଣ୍ଡାର ଘଞ୍ଚ ଜଙ୍ଗଲରେ ବେଆଇନ ଅଫିସଚାଷ କିଛି ନୂଆକଥା ହୋଇନଥିଳେ ବି ଏବେ ରାସ୍ତାକଡ଼ରେ ଏହି ଚାଷ…
ଅଧିକ ଖବର ଦେଖନ୍ତୁ...

ବିଜୁ ଜୟନ୍ତୀରେ ସାରଦା ବିରୋଧୀଙ୍କ ମେଳି: ଆୟୋଜନ କଲେ ପୃଥକ୍ ରକ୍ତଦାନ ଶିବିର

ରାଉରକେଲା: ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀରେ ରାଉରକେଲା ବିଧାନସଭା କ୍ଷେତ୍ରରେ ଆଜି ଏକ ରୋଚକ ଦୃଶ୍ୟ ମିଳିଛି। ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦାନାୟକ ତାଙ୍କ ସମର୍ଥକମାନଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରିଥିଲା ବେଳେ ଅନ୍ୟପଟେ ତାଙ୍କ ବିରୋଧୀଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଲେ ବି.ଏନ୍. ପଟ୍ଟନାୟକ

ରାଉରକେଲା: ଖବର ପ୍ରକାଶ ପରେ ବିଜେଡ଼ି ଛାଡ଼ିଲେ ବି.ଏନ୍‌. ପଟ୍ଟନାୟକ। ଗତକାଲି ଭୁବନେଶ୍ବରସ୍ଥ ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଉପସ୍ଥିତ ଥିଲେ…
ଅଧିକ ଖବର ଦେଖନ୍ତୁ...

ଆର୍‌ଜିଏଚ୍‌ରେ ନକଲି ନର୍ସ: ସାଢ଼େ ୩ ବର୍ଷ ଧରି କାମ କରୁଥିଲେ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ନକଲି ନର୍ସ (ନର୍ସିଂ ଅଫିସର) ରାକେଟ୍‌। ଜଣେ କି ଦୁଇ ଜଣ ନୁହନ୍ତି, ଏକାଧିକ ଯୁବତୀ ନର୍ସ ବେଶରେ କାମ କରୁଥିବା ଜଣାପଡ଼ିଛି। ସୋମବାର ଦିନ ଜଣେ ନକଲି ନର୍ସ ପୋଷାକଧାରୀ ଯୁବତୀ ଚମ୍ପଟ ମାରିବାପରେ ଏମିତି ଏକ ସାଂଘାତିକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

ସୁନ୍ଦରଗଡ: ସୁନ୍ଦରଗଡ଼ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଜରିମାନା ଅନାଦେୟ କଲେ ଆହୁରି ୬ ମାସ ଲେଖାଏଁ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଆର୍‌ଏମ୍‌ସି ଓ ପଞ୍ଚାୟତରେ ସାମିଲ କଲାନି ପ୍ରଶାସନ: ୪୦ ହଜାର ମତଦାତାଙ୍କ ଭୋଟବର୍ଜନ ଧମକ

ରାଉରକେଲା: ପ୍ରତି ନିର୍ବାଚନରେ ଭୋଟ ଦେଇ ନିର୍ବାଚିତ ପ୍ରତିନିଧିଙ୍କୁ ବିଜୟୀ କରାଉଛନ୍ତି। ବିଜୟୀ ‌ପରେ ନିର୍ବାଚିତ ପ୍ରତିନିଧି ଏମାନଙ୍କ ଦୁଃଖକୁ ପାସୋରି ଯାଉଛନ୍ତି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ପଞ୍ଚାୟତରେ ସାମିଲ ହୋଇ ନଥିବାରୁ ବର୍ଷ ବର୍ଷ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବଦଳିବ ପାରେ ରାଉରକେଲା ରାଜନୀତି ସମୀକରଣ: ଦିଲୀପଙ୍କ ସହ ବିରୋଧୀଙ୍କ ମେଳି

ରାଉରକେଲା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଉରକେଲା ରାଜନୀତି ସେତିକି ସରଗରମ ହେଉଛି। ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ। ତାଙ୍କୁ ଏବେ ରାଉରକେଲାରେ ସମସ୍ତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଏସ୍‌ଟିଆଇ ଛକ ନିକଟ କଲ୍ୟାଣୀ ଭବନ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ବିଧାନସଭା: ସୁଧାରାଣୀ ବନାମ ମେଘନାଦ

ସୁନ୍ଦରଗଡ଼: କଂଗ୍ରେସର ଗଡ଼ ଥିବା ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର‌ର ୨ ଥରର ବିଧାୟକ (୨୦୦୯ ଓ ୨୦୧୪) ଯୋଗେଶ କୁମାର ସିଂହ ୨୦୧୯ ନିର୍ବାଚନ ପୂର୍ବରୁ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲହେବା ପରେ ଦଳ ଦୁର୍ବଳସ୍ଥିତିକୁ ଚାଲିଯାଇଛି। ୨୦୧୯ ନିର୍ବାଚନରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବାହାର ବ୍ୟବସାୟୀଙ୍କ ପସନ୍ଦ ନୂଆଗାଁ ପରିବା: ଯାଉଛି ଝାଡ଼ଖଣ୍ଡ, କୋଲକାତା ଓ ଛତିଶଗଡ

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ। ପନିପରିବା ଚାଷ ପାଇଁ କେବଳ ଓଡ଼ିଶା ନୁହେଁ, ବାହାର ରାଜ୍ୟରେ ବେଶ୍‌ ଚାହିଦା। କୋଲକାତା, ଛତିଶଗଡ ଓ ଝାଡ଼ଖଣ୍ଡ ପ୍ରମୁଖ ସହର ପରିବାବେପାରୀ ଗାଡ଼ି ଧରି ପହଞ୍ଚିଯାଆନ୍ତି ନୂଆଗାଁ ବିଭିନ୍ନ ପଞ୍ଚାୟତରେ। ପ୍ରତିବର୍ଷ ନଭେମ୍ବରରୁ…
ଅଧିକ ଖବର ଦେଖନ୍ତୁ...

ଆର୍‌ଜିଏଚ୍‌ ହେବ ବିଶ୍ବସ୍ତରୀୟ ହସ୍ପିଟାଲ; ୬୬୦ କୋଟି ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଶନିବାର ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର କରିଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ୬୬୦ କୋଟି ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର କରିଛନ୍ତି। ଆର୍‌ଜିଏଚ୍‌ ୪୦୦…
ଅଧିକ ଖବର ଦେଖନ୍ତୁ...